banner
Breaking

ରାଜ୍ୟରେ ୩ ଦିନ ଘନ କୁହୁଡି, ୨୧ ଓ ୨୩ ବର୍ଷା

ଭୁବନେଶ୍ୱର,୧୮୧(ବ୍ୟୁରୋ): ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲାରେ କୁହୁଡ଼ି ହେବାର ସମ୍ଭାବନା ରହିଛି। କେତେକ ଜିଲାରେ ଘନ କୁହୁଡ଼ି ଯୋଗୁ ଯାତାୟାତରେ ବାଧା ସୃଷ୍ଟି କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ,…
Read More...

ମୁମ୍ବାଇରେ ଖୋଲିବ କିସ୍ ଆବାସିକ ବିଦ୍ୟାଳୟ

ଭୁବନେଶ୍ୱର, ୧୭।୧(ବ୍ୟୁରୋ): ଦିଲ୍ଲୀ ଓ କୋଲକାତା ପରେ ମହାରାଷ୍ଟ୍ରର ମୁମ୍ବାଇରେ କିସ୍‌ ଆବାସିକ ବିଦ୍ୟାଳୟ ଖୋଲିବ। ଏନେଇ କିସ୍‌ ଓ ମୁମ୍ବାଇସ୍ଥିତ ଚଏସ୍‌ ୱେଲଫେୟାର ଫାଉଣ୍ଡେଶନ ମଧ୍ୟରେ ରବିବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏଥିରେ ଫାଉଣ୍ଡେଶନ ପକ୍ଷରୁ ଏହାର ଅଧ୍ୟକ୍ଷ ସୁନୀଲ…
Read More...

ଆସନ୍ତା ମାର୍ଚ୍ଚରୁ ୧୨ ରୁ ୧୪ ବର୍ଷଙ୍କୁ ଟିକା

ନୂଆଦିଲ୍ଲୀ,୧୭।୧: ଆସନ୍ତା ମାର୍ଚ୍ଚରୁ ଦେଶରେ ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ ଟିକା ଦିଆଯିବ। ଏ ନେଇ କୋଭିଡ୍‌-୧୯ ଓ୍ବାର୍କିଂ ଗ୍ରୁପ୍‌ ଅଧ୍ୟକ୍ଷ ଡ. ଏନ୍‌.କେ ଆରୋରା ସୂଚନା ଦେଇଛନ୍ତି। ”ମାର୍ଚ୍ଚ ଶେଷ ସୁଦ୍ଧା ୧୫ରୁ ୧୮ ବୟସ ବର୍ଗଙ୍କୁ ଟିକାକରଣ ପ୍ରକ୍ରିୟା ଶେଷ ହୋଇଯିବ ବୋଲି ଆଶା…
Read More...

ଘୁଞ୍ଚିଲା ପଞ୍ଜାବ ନିର୍ବାଚନ

ନୂଆଦିଲ୍ଲୀ : ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ । ପଞ୍ଜାବ ବିଧାନସଭା ନିର୍ବାଚନ ଘୁଞ୍ଚାଇଛନ୍ତି ନିର୍ବାଚନ କମିଶନ । ୧୬ ଫେବ୍ରୁଆରୀରେ ଶ୍ରୀ ଗୁରୁ ରବିଦାସ ଜୟନ୍ତୀ ଥିବାରୁ ଏହି ନିର୍ବାଚନ ତାରିଖକୁ ଘୁଞ୍ଚା ଯାଇଛି । ଏନେଇ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ ପଞ୍ଜାବ…
Read More...

ଆଜି ପୌଷ ପୂର୍ଣ୍ଣିମା

ପୁରୀ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ପାଳିତ ହେବ । ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ସମସ୍ତ ନୀତି ସମ୍ପନ୍ନ କରାଯିବ । ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନୀତି ସମ୍ପନ୍ନ କରାଯିବ । ଏହି ଅବସରରେ ପୁରୀ ବେଳାଭୂମିରେ ସମୁଦ୍ର ଆଳତୀ ମହୋତ୍ସବ ଅନୁଷ୍ଠିତ ହେବ…
Read More...

ଏସ ବି ଆଇ ଆକାଉଣ୍ଟଧାରୀଙ୍କର କଟିଯିବ ଆକାଉଣ୍ଟ

ଭୁବନେଶ୍ୱର,୧୭/୧ :  ଗ୍ରାହକଙ୍କ ପାଇଁ ଏସବିଆଇର ସତର୍କ ବାଣୀ । ବ୍ୟାଙ୍କ ଆକାଉଣ୍ଟ ସହିତ ପାନ୍‍ ଓ ଆଧାର ଲିଂକ ବାଧ୍ୟତାମୂଳକ କଲା ଏସବିଆଇ । ଆକାଉଣ୍ଟ ସହ ପାନ୍‍ ଓ ଆଧାର ଲିଂକ ନକଲେ କଟିଯାଇପାରେ ଆକାଉଣ୍ଟ । ଏପରି ଏକ ସୂଚନା ଗ୍ରାହକଙ୍କୁ ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଦେଶର…
Read More...

୩୦୦ ଏମସ୍ କର୍ମଚାରୀ କରୋନା ପଜିଟିଭ

ଭୁବନେଶ୍ୱର,୧୭/୧ : ରାଜ୍ୟ ତଥା ଦେଶରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସେହିପରି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ରାଜ୍ୟରେ ସଂକ୍ରମଣ ୧୦ ହଜାର ଅତିକ୍ରମ କରୁଥିବା ବେଳେ ଦେଶରେ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ରାଜଧାନୀ…
Read More...

ଥଣ୍ଡା, କାସ ହେଲେ ପରୀକ୍ଷା କରି ନିଅନ୍ତୁ ଓ ଏକାନ୍ତବାସ କରନ୍ତୁ

ଭୁବନେଶ୍ୱର,୧୭।୧(ବ୍ୟୁରୋ): ସଂକ୍ରମଣର ଡବଲିଂ ଟାଇମ କମି ଥିବାବେଳେ ଗ୍ରୋଥ ରେଟ ବି ହ୍ରାସ ପାଇଛି । ବର୍ତ୍ତମାନ ରାଜ୍ୟରେ ୭୫ ହଜାର ଆକ୍ଟିଭ କେସ୍‌ ଥିବା ବେଳେ ମାତ୍ର ୧୨୦୦ ହସ୍ପିଟାଲାଇରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲ ଉପରେ କିଛି ଚାପ ନାହିଁ। ସୋମବାର ସଂକ୍ରମଣ କମ ଥିଲେ ବି ଏହି…
Read More...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଢିଲା ପ୍ରସଙ୍ଗରେ ଆସିଲା ଧମକ

ନୂଆଦିଲ୍ଲୀ, ୧୭।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ଉଲ୍ଲଂଘନ ମାମଲାର ଯାଞ୍ଚ କରୁଥିବା ସୁପ୍ରିମକୋର୍ଟର ଅନୁସନ୍ଧାନ କମିଟିର ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଇନ୍ଦୁ ମଲହୋତ୍ରା ଧମକ ଦିଆଯାଇଛି। ଶିଖ ଫର୍‌ ଜଷ୍ଟିସ (ଏସ୍‌ଏଫ୍‌ଜେ)…
Read More...

ରାଜ୍ୟରୁ ଆଜି ପୁଣି ୧୦,୪୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୭/୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢିବଢି ଚାଲିଛି । ରାଜ୍ୟରେ ଆଜି ପୁଣି ୧୦, ୪୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୬,୦୮୨ ଜଣ ଓ ସ୍ଥାନୀୟ ସଂକ୍ରମିତ ୪,୪୦୭ ଜଣ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ…
Read More...