banner
Breaking

ସ୍ବାଭିମାନ ଓ ସାର୍ବଭୌମତ୍ବକୁ ନେଇ ସାହିତ୍ୟିକମାନେ ଲେଖନୀ ଚାଳନା କରିବା ଆବଶ୍ୟକ

ଭୁବନେଶ୍ବର,୩/୧- କୋଣାର୍କ ଓଡିଶା ପରିବାରର ୭ମ ବାର୍ଷିକ ସାହିତ୍ୟ ଉତ୍ସବ ଓ କବିତା ଆସର ଗୀତଗୋବିନ୍ଦ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ପରିବାରର ସଭାପତି କପିଳେଶ୍ବର ଖମାରୀଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ବିଚିତ୍ର ମହାପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ…
Read More...

ପାଞ୍ଚ ଦିନିଆ ରିମାଣ୍ଡ ଅବଧି ଶେଷ ମିଳିଲା ବହୁ ତଥ୍ୟ

ଭୁବନେଶ୍ୱର,୩।୪ : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଜେଲ ଯାଇ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କଠାରୁ କ୍ରାଇମବ୍ରାଞ୍ଚ ଅନେକ ତଥ୍ୟ ସଂଗ୍ରହ କରିସାରିଛି। ମୁଖ୍ୟ ଅଭିଯୁକ୍ତ ତଥା ସମ୍ପୂର୍ଣ୍ଣ ନ୍ୟୁଜ୍‌ ଓ୍ବେବ୍‌ ଚ୍ୟାନେଲର ମାଲିକାଣୀ ଶର୍ମିଷ୍ଠା ରାଉତ ଏବଂ…
Read More...

ପୋଲିସକୁ ମାମୁ ଡାକିବାରୁ ମାଡ

ନିଶ୍ଚିନ୍ତକୋଇଲି,୩।୪ : ପୋଲିସକୁ ମାମୁ ଡାକିବା ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ମହାଙ୍ଗା ପଡ଼ିଛି। ଏନେଇ ତାଙ୍କୁ ଜଣେ ପୋଲିସ ଅଧିକାରୀ ନିସ୍ତୁକ ମାଡ଼ ମାରିଛନ୍ତି। ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକୋ କରାଯାଇଥିଲା।କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା…
Read More...

ଆସନ୍ତା ଚାରି ଦିନ ମେଘୁଆ ପାଗ

ଭୁବନେଶ୍ୱର,୩।୪(ବ୍ୟୁରୋ):  ରାଜ୍ୟରେ ତାତିର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି । ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ଆସନ୍ତା ୪ ଦିନ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ କେତେକ ସ୍ଥାନରେ ସ୍ବଳ୍ପରୁ…
Read More...

ଚାଇନାକୁ ପୁଣି ଫେରିଲା କରୋନା, ସବୁ ସହର ଲକଡାଉନ୍

ବେଜିଂ, ୨।୪ : ଚାଇନାକୁ ପୁଣି ୨ ବର୍ଷ ପରେ କରୋନା ଫେରିଛି। ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣ ବଢୁଥିବାରୁ ସରକାର ଦେଶର ବହୁ ସହରରେ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ଚାଇନାର ସମସ୍ତ ୩୧ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କୋରୋନାକୁ…
Read More...

ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ଦ୍ବନ୍ଦ

ମସ୍କୋ, ୨।୪ : ରୁଷିଆର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି। ଏଥି ସହିତ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକ ଯୋଗୁ ରୁଷିଆ ମଧ୍ୟ ଚାପରେ ରହିଛି। ପାଶ୍ଚାତ୍ୟ କଟକଣା ନ ହଟାଯିବା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରେ ସହଯୋଗ କରିବ ନାହିଁ ବୋଲି…
Read More...

ନୂଆ ଭାରିଆଣ୍ଟ ପାଇଁ ବୁଷ୍ଟର ଡୋଜ ଜରୁରୀ

ନୂଆଦିଲ୍ଲୀ,୨।୪: କରୋନା ଭାଇରସ୍‌ର ଓମିକ୍ରନ ଭାରିଆଣ୍ଟ ମାମଲାରେ କୋଭିଶିଲ୍ଡ, କୋଭାକ୍ସିନ ଏବଂ ଉଭୟର ମିଶ୍ରଣର ଟିକା ନେଇଥିବା ଲୋକମାନଙ୍କ ମଧ୍ୟରେ ଆଣ୍ଟିବଡି ସ୍ତର ୬ ମାସ ପରେ ହ୍ରାସ ହେବାକୁ ଲାଗୁଛି। ଏନେଇ ପୁଣେ ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି(ଏନ୍‌ଆଇଭି) ଦ୍ୱାରା…
Read More...

ଆସିଲା କରୋନାର ନୂଆ ଭାରିଆଣ୍ଟ ଏକ୍ସଇ

ଜେନେଭା,୨।୪: କରୋନା ଭାଇରସ୍‌ର ଏକ ନୂଆ ଭାରିଆଣ୍ଟ ପୁଣି ଥରେ ଚିନ୍ତା ବଢ଼ାଇବାକୁ ଯାଉଛି। କରୋନାର ନୂଆ ମ୍ୟୁଟାଣ୍ଟ ଭାରିଆଣ୍ଟ ଏକ୍ସଇ ଓମିକ୍ରନର ସବ୍‌ଭାରିଆଣ୍ଟ ବିଏ-୨ ଅପେକ୍ଷା ପ୍ରାୟ ୧୦ଗୁଣ ଅଧିକ ସଂକ୍ରାମକ ହୋଇପାରେ। ଶନିବାର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ଏନେଇ ଚିନ୍ତା…
Read More...

ନବନିର୍ବାଚିତ କର୍ପୋରେଟର ଜୟନ୍ତୀ ସାହୁଙ୍କୁ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ବର, ୨/୪(ଓଡ଼ିଆ ନ୍ୟୁଜ) ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ନମ୍ବର ୱାର୍ଡରେ ନିର୍ବାଚିତ ବିଜେଡି କର୍ପୋରେଟର ଜୟନ୍ତୀ ସାହୁଙ୍କୁ ୱାର୍ଡବାସୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ସପ୍ତମ ବାଟାଲିଅନ ମହିଳା ସଂଘ, ଗଜପତି ନଗର ମହିଳା ସମିତି, ଦାସରଜା…
Read More...

ଜୟ ଜଗନ୍ନାଥ ପରିବାର ପକ୍ଷରୁ ଜଳଛତ୍ର ଉଦଘାଟିତ

ଭୁବନେଶ୍ୱର, ୧/୪ ପବିତ୍ର ଉତ୍କଳ ଦିବସ ଅବସରରେ ଜୟଜଗନ୍ନାଥ ପରିବାର ପକ୍ଷରୁ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ଛକ ଠାରେ ଜଳଛତ୍ର ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ସଂଯୋଜକ ଭଗବାନ ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ…
Read More...