banner
Breaking
Yearly Archives

2024

ସରପଞ୍ଚ ଏବଂ ଶିକ୍ଷକଙ୍କୁ ମିଳିବ ଅବଦୁଲ କାଲାମ ଆୱାର୍ଡ଼

ଭୁବନେଶ୍ୱର : ଏସ କେ ଏଣ୍ଟର ପ୍ରାଇଜେସ୍ ତରଫରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆସନ୍ତା ଶନିବାର ରାଜ୍ୟସ୍ତରୀୟ ଅବଦୁଲ କାଲାମ ଆୱାର୍ଡ଼ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ସରପଞ୍ଚ, ସମିତି ସଭ୍ୟ,…
Read More...

ଆଇ ଆଇ ଏମଟି ରେ ଆର୍ଥିକ ବିନିଯୋଗରେ ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ୱର : ଆର୍ଥିକ ବିନିଯୋଗର ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଏକ ଅନ୍ତର୍ଜାତିୟ ସମିଳନୀ କଣ୍ଟାବାଡ଼ସ୍ଥ ଆଇଆଇଏମଟି ର ପ୍ରଫେସର ଡ଼କ୍ଟର ଶ୍ରୀକାନ୍ତ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଆର୍ଥିକ ବିନିଯୋଗର ସମୀକ୍ଷା ଉପରେ ଗୁରୁତ୍ୱ ଦେଲେ ବ୍ୟବସାୟିକ…
Read More...

ଡଲାର ବିଗ୍‌ବସ୍‌’ର ନୂତନ ଟେଲିଭିଜନ ବିଜ୍ଞାପନ ଅଭିଯାନ ଆରମ୍ଭ

ଭାରତୀୟ ହୋସେରୀ ଇଣ୍ଡଷ୍ଟ୍ରିର ଅନ୍ୟତମ ଅଗ୍ରଣୀ କମ୍ପାନୀ ଡଲାର ଇଣ୍ଡଷ୍ଟ୍ରିଜ ଲିମିଟେଡ ଗ୍ରାହକଙ୍କ ପାଇଁ ସୁଲଭ ଫ୍ୟାଶନ ଏବଂ ସ୍ଥାୟୀତ୍ୱକୁ ପ୍ରତିନିଧିତ୍ୱ କରିଥାଏ । ନିଜର ସର୍ବଶେଷ ବିଜ୍ଞାପନ ଅଭିଯାନ ସହିତ, କମ୍ପାନୀ ଏକ ନୂତନ ମାନଦଣ୍ଡ ସ୍ଥିର କରିଛି ଯାହା ପୁନର୍ବାର ଡଲାର ବିଗ୍‌ବସ୍…
Read More...

ଇଞ୍ଜଣା ଜରିପାଟଣା ରାସ୍ତାର ଭିିତ୍ତିପ୍ରସ୍ତର ସ୍ଥାପନ ଓ ମିଶନ ଶକ୍ତି ଗୃହ ଉଦ୍‌ଘାଟନ

ଭୁବନେଶ୍ୱର,୧୧ା୩ ଭୁବନେଶ୍ୱର ଉପକଣ୍ଠ ଇଞ୍ଜଣା ପଞ୍ଚାୟତରେ ମିଶନ ଶକ୍ତି ଗୃହର ଶୁଭ ଉଦଘାଟନ ଓ ଇଞ୍ଜଣା ଜରିପାଟଣା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ଭିିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ହେମନ୍ତ ପରିଡା ଓ ସମିତି ସଭ୍ୟା ମମିତା ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି…
Read More...

କେନ୍ଦ୍ରୀୟ ବିଦ୍ୟାଳୟ ୩ ସମ୍ମୁଖରେ ୯ ନମ୍ବର ୱାର୍ଡ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର,୧ା୩ ଭୁବନେଶ୍ୱର ମହାନଗର ନିଗମ ଅର୍ନ୍ତଗତ ୯ ନମ୍ବର ୱାର୍ଡର କେନ୍ଦ୍ରୀୟ ବିଦ୍ୟାଳୟ ୩ ସମ୍ମୁଖରେ ନବନିର୍ମିତ ଓାର୍ଡ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । କର୍ପୋରେଟର ସୁଷମା ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର…
Read More...

ବିଲ୍‍ ଗେଟସ୍‍ଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ୨୦୨୩ ପ୍ରଦାନ

ଭୁବନେଶ୍ୱର : ବିଶ୍ୱର ପ୍ରମୁଖ ସମାଜସେବୀ ତଥା ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ଏବଂ ବିଲ୍‍ ଆଣ୍ଡ ମିଲିଣ୍ଡା ଗେଟସ୍‍ ଫାଉଣ୍ଡେସନ୍‍ର ସହ-ଅଧ୍ୟକ୍ଷ ବିଲ୍‍ ଗେଟସ୍‍ଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ୨୦୨୩ ବୁଧବାର ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ…
Read More...

ଏମ୍‌ସ ଭୁବନେଶ୍ୱର କାଏଜ୍‌ମା-୨୦୨୪କୁ ଉଦ୍‌ଘାଟନ କଲେ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ

ଭୁବନେଶ୍ୱର : କୋଭିଡ୍‌ ମହାମାରୀ ସମୟରେ ଏମ୍‌ସ ଭୁବନେଶ୍ୱର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନରେ ଏହି ଜାତୀୟ ସ୍ବାସ୍ଥ୍ୟପ୍ରତିଷ୍ଠାନର ଅବଦାନ ଅନସ୍ବୀକାର୍ଯ୍ୟ। ବିକଶିତ ଭାରତର ପ୍ରକୃତ ଭାବନା ପୂରଣ କରିବାରେ ଦେଶର ଯୁବଗୋଷ୍ଠୀ ସମ୍ମୁଖଭାଗରେ…
Read More...

ଭ୍ରାନ୍ତ ତଥ୍ୟ ପ୍ରସାର ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ମେଟା ପ୍ରକୃତ କଣ ଜାଣନ୍ତୁ ଅଭିଯାନ ଆରମ୍ଭ କରିଛି

ଆଜିର ଡିଜିଟାଲ ଯୁଗରେ ଭ୍ରାନ୍ତ ତଥ୍ୟର ମୁକାବିଲା କରିବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ମେଟା ଏକ ଏକୀକୃତ ସୁରକ୍ଷା ଅଭିଯାନ ‘ପ୍ରକୃତ କ’ଣ ଜାଣନ୍ତୁ’ ଆରମ୍ଭ କରିଛି । ଡିଜିଟାଲ ସର୍ବୋତମ ପ୍ରଥାକୁ ପ୍ରୋତ୍ସାହିତ କରିବା ଏବଂ ଉପଲବ୍ଧ ସୁରକ୍ଷା ଉପକରଣକୁ ହାଇଲାଇଟ କରି…
Read More...

ଏସଏମଏଫଜି ଇଣ୍ଡିଆ କ୍ରେଡିଟ୍ ଷଷ୍ଠ ପଶୁ ବିକାଶ ଦିବସରେ ୧ ଲକ୍ଷରୁ ଅଧିକ ଗୋରୁଙ୍କର ଚିକିତ୍ସା କରିବା ସହିତ ଦୁଗ୍ଧ…

ଭାରତର ଅଗ୍ରଣୀ ଏନବିଏଫସି ଏସଏମଏଫଜି ଇଣ୍ଡିଆ କ୍ରେଡିଟ୍ କୋ ଲିଃ. (ପୂର୍ବରୁ ଫୁର୍ଲଟନ୍ ଇଣ୍ଡିଆ କ୍ରେଡିଟ୍ କୋ ଲିଃ.) ୧ ଲକ୍ଷ ଗୋରୁଙ୍କ ଚିକିତ୍ସା ତଥା ଆବଶ୍ୟକ ସ୍ୱାସ୍ଥ୍ୟସେବା ଏହାର ଷଷ୍ଠତମ ପଶୁ ବିକାଶ ଦିବସ (ପିଭିଡି)ସଂସ୍କରଣରେ ଦେଶର ୧୪ଟି ରାଜ୍ୟରେ ୪୬୦ରୁ ଅଧିକ ସ୍ଥାନରେ ସମ୍ପନ୍ନ…
Read More...

ଉତ୍ତର ବିଧାୟକଙ୍କ କରକମଳରେ ଦୁଇଟି ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର,୮/୨ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୮ ନମ୍ବର ଓ୍ବାର୍ଡର ଜିଜିପି କଲୋନୀ ଓ ସାଇ ନଗର ଠାରେ ଆଜି ପ୍ରାୟ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ଦୁଇଟି ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି |…
Read More...