banner
Breaking
Yearly Archives

2023

ଉତ୍କଳ କନିକା ଗ୍ୟାଲେରିଆ ମଲରେ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର: କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଉତ୍କଳ ଗ୍ରୁପର ସହ ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଭଁଓ୍ବରଲାଲ ବୈଦ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଶ୍ରୀ ବୈଦ ଜଣେ ପରଉପକାରୀ, ସାମାଜିକ କର୍ମୀ ଏବଂ ସମଗ୍ର ଭାରତରେ…
Read More...

ରାଜ୍ୟର ୩୪ ଜଣଙ୍କୁ ପୋଲିସ ପଦକ

ଭୁବନେଶ୍ବର : କର୍ମକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାଜ୍ୟର ୩୪ ଜଣ ପୋଲିସ ମେଡାଲ ପ୍ରଦାନ କରାଯାଇଛି। ଟୁଇନ୍‌ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସିକ୍ୟୁରିଟି ୱିଙ୍ଗ ଏସପି ସରୋଜ କୁମାର ମହାପାତ୍ରଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିଛି। ଚନ୍ଦକା ଏସ୍‌ଓଜିର ୨ ଜଣ…
Read More...

ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର : ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ, ଆମ ଗଣତନ୍ତ୍ରର ଆତ୍ମା। ଏକ ମହାନ୍‌ ଦେଶର ନାଗରିକ ଭାବରେ ଆମର ସକଳ ଶକ୍ତିର ଆଧାର ହେଉଛି ଆମର ସମ୍ବିଧାନ। ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ଆମକୁ ସବୁବେଳେ ପ୍ରେରଣା ଦେଇଚାଲିଛି। ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ…
Read More...

ପରେଡରେ ଭାରତର ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ : କର୍ତ୍ତବ୍ୟ ପଥରେ ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତର ନିଜର ସ୍ବଦେଶୀ ଶକ୍ତିର ପ୍ରଦର୍ଶନ କରିଛି। ବାୟୁସେନାର ଯୁଦ୍ଧ ବିମାନ ନିଜର ସମରକଳା କୌଶଳ ପ୍ରଦର୍ଶନ କରିଛି। ସମଗ୍ର ବିଶ୍ୱ ଭାରତର ଶକ୍ତି ସହିତ ପରିଚିତ ହୋଇଛି। ଚଳିତ ବର୍ଷର ଗଣତନ୍ତ୍ର ଦିବସ ପାଳନ ଅବସରରେ…
Read More...

ପ୍ରାଇଭେଟ୍ ସ୍କୁଲରେ ଗରିବ ପିଲାଙ୍କ ନାମଲେଖା ପାଇଁ ନୂଆ ନିୟମ

ଭୁବନେଶ୍ୱର : ଶିକ୍ଷା ଅଧିକାର ଆଇନ(ଆର୍‌ଟିଇ) ଅନୁସାରେ ଗରିବ ତଥା ଆର୍ଥତ୍କ ଅନଗ୍ରସର ପିଲାଙ୍କ ନାମଲେଖା ପାଇଁ ୨୫% ସଂରକ୍ଷଣ ରହିବା ଉଚିତ। ଏହାକୁ ରାଜ୍ୟରେ ଅଧିକାଂଶ ସ୍କୁଲ ପାଳନ କରୁ ନ ଥିବା ଦେଖାଯାଉଛି। ତେଣୁ ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।…
Read More...

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର : ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି। ଏହାସହ ସମ୍ମାନୀତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ…
Read More...

ଗଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ : ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ ଯୋଗେ କହିଛନ୍ତି, ସାଧାରଣତନ୍ତ୍ର ଦିବସ ପାଇଁ ଅନେକ ଅନେକ ଶୁଭେଚ୍ଛା। ଏଥର ଏହି ଉତ୍ସବ ମଧ୍ୟ ସ୍ବତନ୍ତ୍ରସ୍‌, କାରଣ ଆମେ ଏହାକୁ ସ୍ବାଧୀନତାର…
Read More...

ଓ୍ବମେନ୍ ପ୍ରିମିୟର ଲିଗ୍ ନିଲାମରେ ୫ଟି ଟିମ୍

ମୁମ୍ବାଇ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବୁଧବାର ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ପାଇଁ ନିଲାମୀ କରାଯାଇଛି। ୫ଟି ମହିଳା ଦଳର ନିଲାମୀ କରାଯାଇଥିବା ବେଳେ ବିସିସିଆଇ ଏଥିରୁ ୪୬୬୯.୯୯ କୋଟି ଟଙ୍କା ଆୟ କରିଛି। ଆଦାନୀ ସ୍ପୋଟର୍‌ସ ଲାଇନ୍‌ ସେଲିଙ୍ଗ…
Read More...

ଦୁଇ ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇଲା ଓଡିଶା ମୋ ପରିବାର

ଭୁବନେଶ୍ବର: ଦିବ୍ୟାଙ୍ଗ ହେଲେ ମଧ୍ୟ ହାରି ନାହିଁ ତାଙ୍କ ମନୋବଳ, ଯୁବାବସ୍ଥାରେ ଗୋଡ଼ ହରାଇଥିଲେ ମଧ୍ୟ ପରିବାର ମୁହଁରେ ଆହାର ଯୋଗାଇବାପାଇଁ ଅନେକ ପରିଶ୍ରମ କରୁଛନ୍ତି ସେ, ତାଙ୍କ କରୁଣ କାହାଣୀ ସମ୍ପର୍କରେ ଜାଣିବା ପରେ ସହାୟ ହେଲା ଓଡ଼ିଶା ମୋ ପରିବାର । ସ୍ଵାବଲମ୍ବୀ ହେବାକୁ ଯୋଗାଇ ଦେଲା…
Read More...

ୟୁବେଏୟୁକୁ ଟାଇମ୍ ହେଲଥ୍ ଆଇକନ୍ ଓଡିଶା ଆଓ୍ବାର୍ଡ

ଭୁବନେଶ୍ବର : ଇଭୋସ ପକ୍ଷରୁ ପଞ୍ଚମ ଟାଇମ୍ ହେଲଥ୍ ଆଇକନ୍ ଓଡିଶା ଆଓ୍ବାର୍ଡ ଆୟୋଜିତ ହୋଇଛି। ଏହି ଅବସରରେ ଶ୍ରେଷ୍ଠ ସ୍କିନ୍ କେୟାର କ୍ଲିନିକ୍ ପାଇଁ ଓଡିଶାର ଅଗ୍ରଣୀ ପ୍ରିମିୟମ ଆଷ୍ଟେଟିକ୍ କ୍ଲିନିକ୍ ୟୁବେଏୟୁ'କୁ ଟାଇମ୍ ହେଲଥ୍ ଆଇକନ୍ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ୟୁବେଏୟୁ'ର…
Read More...