ବିଜନେସ୍ ଆଣ୍ଡ ଫ୍ୟାଶନ ମାଗାଜିନ୍ ପକ୍ଷରୁ ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ଅଡିଶନ
ଭୁବନେଶ୍ବର: ବିଜନେସ ଆଣ୍ଡ ଫ୍ୟାଶନ ମାଗାଜିନ୍ ପକ୍ଷରୁ ମିଷ୍ଟର ଆଣ୍ଡ ମିସ୍ ଇଣ୍ଡିଆ ଅଡିଶନ ଦି ମିଡିଲଟୋନ ଓପିଡି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୫ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜର କଳା ପ୍ରଦର୍ଶନ କରିଥିଲେ। ଏଥିରୁ ୧୦ ପ୍ରତିଯୋଗୀ ଗ୍ରାଣ୍ଡ ଫାଇନାଲ ପାଇଁ ଚୟନ…
Read More...
Read More...