banner
Breaking
Yearly Archives

2022

ଗାଇଡଲାଇନ୍ ଆସିବା ପରେ ଶିଶୁଙ୍କୁ ଟିକା ଦିଆଯିବ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଶିଶୁଙ୍କ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଶୁକ୍ରବାର ନିଜ ପ୍ରତିକ୍ରିୟା ରଖିଛନ୍ତି । ୫ରୁ ୧୨ ବର୍ଷ ଶିଶୁଙ୍କ ଟିକାକରଣ ଲାଗି ଡିସିଜିଏଲ୍‌ର ସୁପାରିସ ପରେ ସେ ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ର ଅନୁମୋଦନ ପରେ ରାଜ୍ୟ ସରକାରଙ୍କ ପାଖକୁ ନିର୍ଦ୍ଦେଶ…
Read More...

ଅଲଗା ରାଜ୍ୟରେ ସ°କ୍ରମଣ ବଢୁଛି, ଆମକୁ ସତର୍କ ରହିବାକୁ ହେବ

ଭୁବନେଶ୍ୱର ୨୨।୪(ବ୍ୟୁରୋ) : କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଥଣ୍ଡା ଓ ଜ୍ୱର ହେଲେ ସ୍କୁଲ୍‌ ପିଲାଙ୍କୁ ଟେଷ୍ଟ କରାଇ ସଙ୍ଗରୋଧରେ ରଖନ୍ତୁ। ଅଲଗା ରାଜ୍ୟରେ ଏବେ ସଂକ୍ରମଣ ବଢିବାରେ ଲାଗିଛି। ତେଣୁ ଆମକୁ ସତର୍କ ରହିବାକୁ…
Read More...

ଖରାଛୁଟି ନେଇ ଦ୍ବନ୍ଦ ଦୂରକଲେ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର ୨୨।୪(ବ୍ୟୁରୋ) : ଖରାଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାଶ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଜୁନ ବଦଳରେ ମେ’ରେ ଖରାଛୁଟି ପାଇଁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଲାଣି । ପରିସ୍ଥିତି ଯଦି ସେମିତି ଆସେ ତା’ହେଲେ ବିଭାଗ ସେନେଇ ବିଚାର କରିବ।…
Read More...

ରାଜଧାନୀରୁ ଶିଶୁ ଅପହରଣ ଘଟଣାରେ ଜେଲ ଗଲା ଅଭିଯୁକ୍ତ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ରାଜଧାନୀରେ ୪ବର୍ଷର ଶିଶୁକନ୍ୟାଙ୍କୁ ଅପହରଣ ପରେ ବିକ୍ରି ଉଦ୍ୟମ ହୋଇଛି। ଘଟଣାର ୪ ଦିନ ପରେ ଇନ୍‌ଫୋସିଟି ଥାନା ପୋଲିସ ବୁଧବାର ସନ୍ଧ୍ୟାରେ ଶିଶୁକନ୍ୟାଙ୍କୁ ଉଦ୍ଧାର କରିବା ସହ ଅପହର୍ତ୍ତାଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ ଥାନା ଅନ୍ତର୍ଗତ କୁଦିଆରୀ ମେଲଣ ପଡିଆ…
Read More...

୨୭ରେ ସ୍ଥଗିତ ଥିବା ସ୍ଥାନରେ ହେବ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଗତ ପଞ୍ଚାୟତ ନିର୍ବାଚନ ସମୟରେ କେତେକ ସ୍ଥାନରେ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ପଦବୀ ଲାଗି ନିର୍ବାଚନ ହୋଇପାରି ନ ଥିଲା। ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସେସବୁ ସ୍ଥାନରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ଉକ୍ତ ସ୍ଥାନଗୁଡ଼ିକରେ ପୁନର୍ବାର…
Read More...

ଶାଇ ଛକରେ ଭ୍ରାମ୍ୟମାଣ ଜଳଛତ୍ର ଉଦ୍‌ଘାଟିତ

ଭୁବନେଶ୍ୱର, ୨୧/୪(ବ୍ୟୁରୋ): ଶ୍ରୀ ଶିରିଡି ସାଇ ଟ୍ରଷ୍ଟ ପକ୍ଷରୁ ଭ୍ରାମ୍ୟମାଣ ଜଳଛତ୍ର ପଟିଆସ୍ଥିତ ଶିରିଡି ସାଇ ଛକ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ତଥା ୧ ନମ୍ବର ୱାର୍ଡର କର୍ପୋରେଟର ମିହିର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ମେୟର…
Read More...

ଶାନ୍ତି ମେମୋରିଆଲ ହସ୍ପିଟାଲରେ ଇଂଟରଭେନ୍‌ସନାଲ ରେଡିଓଲୋଜି ଦ୍ୱାରା ବିରଳ ମସ୍ତିଷ୍କ ଆନ୍ୟୁରିଜମ ଚିକିତ୍ସା

ଭୁବନେଶ୍ୱର: ମସ୍ତିଷ୍କରେ ଆନ୍ୟୁରିଜମ୍ ଏକ ଜଟିଳ ନ୍ୟୁରୋଭାସ୍କୁଲାର ରୋଗ ଯେଉଁଥିରେ ଥରେ ରକ୍ତସ୍ରାବ ହେବାପରେ ତାହା ମାରାତ୍ମକ ପ୍ରମାଣିତ ହୋଇପାରେ । ମସ୍ତିଷ୍କ ଆନ୍ୟୁରିଜମ ରେ ରକ୍ତସ୍ରାବ ଗୁରୁତର ମସ୍ତିଷ୍କ ଆଘାତ ର କାରଣ ହୋଇଥାଏ, ଯାହାକୁ ସବରଆକ୍ନଏଡ ହାମରେଜ(ଏସଏଏଚ) ବୋଲି କୁହାଯାଏ ।…
Read More...

ଦେଶର ଫେସନେବଲ୍ ବ୍ରାଣ୍ଡ ଏବେ ଭୁବନେଶ୍ୱରରେ

ଭୁବନେଶ୍ୱର : ଚଳିତ ବର୍ଷ ଭୁବନେଶ୍ୱରର ଫେସନ ପ୍ରମୀମାନଙ୍କ ପାଇଁ ଆନନ୍ଦର ଏକ କାରଣ ରହିଛି । ୟୁରୋପିଆନ ଫେସନ ବ୍ରାଣ୍ଡ ଜ୍ୟାକ୍ ଆଣ୍ଡ ଜୋନ୍‌ସ, ଭେରୋ ମୋଡା, ଓନ୍‌ଲି ଓ ସିଲେକ୍‌ଟେଡ୍ ହୋମ୍ ସହରରେ ଏକ ବ୍ରାଣ୍ଡ ନ୍ୟୁ ଷ୍ଟୋରର ଶୁଭାରମ୍ଭ କରିଛନ୍ତି । ଏହି ନୂତନ ମଲ୍‌ଟି-ବ୍ରାଣ୍ଡ…
Read More...

ଏମ୍ସ ଭୁବନେଶ୍ୱରର ବରିଷ୍ଠ ପ୍ରସୂତୀ ଏବଂ ସ୍ତ୍ରୀ-ରୋଗ ବିଶେଷଜ୍ଞ ଡ. ଶ୍ଵେତା ସିଂ’ଙ୍କୁ ସମ୍ମାନଜନକ ଫୋଗସି…

ଭୁବନେଶ୍ୱର, ୨୨/୦୪ : ଏମ୍ସ ଭୁବନେଶ୍ୱର ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ଅତିରିକ୍ତ ପ୍ରଫେସର ଡ. ଶ୍ଵେତା ସିଂ'ଙ୍କୁ ସମ୍ମାନଜନକ ଫୋଗସି ମୋଭିକୋଲ୍ କୋରିଅନ୍ ପୁରସ୍କାର ପ୍ରଦାନ କରାଯାଇଛି। ଫେଡେରେସନ୍ ଅଫ୍ ଅବଷ୍ଟେଟ୍ରିକ୍ ଏବଂ ସ୍ତ୍ରୀ ରୋଗ ସୋସାଇଟି ଅଫ୍ ଇଣ୍ଡିଆ (ଫୋଗସି) ପକ୍ଷରୁ…
Read More...

ଦେଶର ଶ୍ରେଷ୍ଠ ହସପିଟାଲ୍ ତାଲିକାରେ କିମସ୍

ଭୁବନେଶ୍ୱର : ଦେଶର ଶ୍ରେଷ୍ଠ ହସ୍‍ପିଟାଲ୍‍ ମଧ୍ୟରେ କିମ୍‍ସ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛି। ନିକଟରେ ବହୁଳ ପ୍ରସାରିତ ଇଂରାଜୀ ପତ୍ରିକା ଆଉଟ୍‍ଲୁକ୍‍ ଓ ଏନ୍‍ଇବି ରିସର୍ଚ୍ଚ ଦ୍ୱାରା ଦେଶର ବିଭିନ୍ନ ଖ୍ୟାତି ସମ୍ପନ୍ନ ହସପିଟାଲକୁ ନେଇ ଏକ ରାଙ୍କିଙ୍ଗ ପ୍ରସ୍ତୁତ କରାଯାଇଥିଲା। ଏଥିରେ…
Read More...