banner
Breaking
Yearly Archives

2022

ଆଜି ପବିତ୍ର ଅକ୍ଷୟ ତୃତୀୟା,ଚାଷ ଅନୁକୂଳ

ଭୁବନେଶ୍ୱର, ୩।୫(ବ୍ୟୁରୋ): ମଙ୍ଗଳବାର ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଚଷା ପୁଅ ଅକ୍ଷିମୁଠି ଭାବେ ଏହି ଦିନକୁ ପାଳନ କରିଥାନ୍ତି। ଏହି ଦିନରେ ଚାଷୀ କ୍ଷେତରେ ରିତିନିତୀ ଅନୁସାରେ ପୂଜା କରି ଅନୁକୂଳ କରିଥାନ୍ତିି। ଏହି ଦିନରେ ଚାଷୀ କ୍ଷେତରେ ବିହନ ପକାଇ ଚାଷ କାର୍ଯ୍ୟ ଆରମ୍ଭ କରେ ।…
Read More...

ଏଥର ପାତାଳରୁ ପାଣି ଆଣିଲେ ଦେବାକୁ ପଡ଼ିବ ଟ୍ୟାକ୍ସ

ଭୁବନେଶ୍ୱର,୩ା୫(ବ୍ୟୁରୋ):ମନଇଚ୍ଛା ଆଉ ଭୂଗର୍ଭରୁ ପାଣି ଶୋଷି ହେବନି। ଏହାକୁ ନିୟନ୍ତ୍ରଣ କରିବାକୁ ସରକାର ନୂଆ ଆଇନ ଆଣିବାକୁ ଯାଉଛନ୍ତି। ତଦନୁଯାୟୀ ଭୂଗର୍ଭ ଜଳ ବ୍ୟବହାର ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ଶିଳ୍ପ, ବ୍ୟବସାୟିକ, ଓ୍ବାଟର ପାର୍କ, ବୃହତ୍‌ ଓ କ୍ଷୁଦ୍ର ଶିଳ୍ପ, ଆପାର୍ଟମେଣ୍ଟ…
Read More...

ଉତ୍କଳ କନିକା ଗ୍ୟାଲେରିଆରେ ମିଷ୍ଟର ଆଣ୍ଡ ମିସ୍ ଉତ୍କଳ ଫ୍ୟାସନ ଶୋ

ଭୁବନେଶ୍ୱର: ମଡ଼େଲମାନଙ୍କୁ ନେଇ ‘ଉତ୍କଳ କନିକା ଗ୍ୟାଲେରିଆ ମଲ’ର ଦ୍ୱିତୀୟ ସଂସ୍କରଣ ମିଷ୍ଟର ଆଣ୍ଡ ମିସ୍ ଉତ୍କଳ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଫ୍ୟାସନ ଶୋ ପ୍ରତିଯୋଗୀମାନେ ଭାଗନେଇ ନିଜର ପ୍ରତିଭାର ଯାଦୁ ଦେଖାଇଥିଲେ । ଚଳିତ ଥର ଫ୍ୟାଶନ ଶୋ ନୂଆ କରି ଟ୍ରାନ୍ସଜେଣ୍ଡରମାନଙ୍କୁ ସାମିଲ…
Read More...

ଧିରୀକୁଟି ସାହି ଉନ୍ନୟନ କମିଟିର ୧୨ତମ ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର,୨ ।୪- ମଞ୍ଚେଶ୍ବର ନିକଟସ୍ଥ ଧିରୀକୁଟି ବସ୍ତିିରେ ଧିରୀକୁଟି ସାହି ଉନ୍ନୟନ କମିଟିର ୧୨ତମ ପ୍ରତିଷ୍ଠା ଉତ୍ସବ ଓ ସେବା ସମ୍ମାନ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବସ୍ତି…
Read More...

ଏମ୍‌ସ ଭୁବନେଶ୍ୱରରେ ସଫଳ ବୁଢ଼ା ଆଙ୍ଗୁଳି ପ୍ରତିରୋପଣ

ଭୁବନେଶ୍ୱର, : ଏମ୍‌ସ ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଛିଡ଼ିଯାଇ ଅଲଗା ହୋଇଯାଇଥିବା ବାମ ହାତ ବୁଢ଼ା ଆଙ୍ଗୁଳିକୁ ସଫଳତାର ସହିତ ପୁନର୍ବାର ଯୋଡ଼ା ଯାଇଛି। ବର୍ଣ୍ଣ‌୍‌ସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସଞ୍ଜୟ ଗିରିଙ୍କ ନେତୃତ୍ୱରେ ଗଠିତ ଏକ ଡାକ୍ତରୀ ଦଳ ଦ୍ବାରା ୧୦…
Read More...

ଆସୁଛି ବାତ୍ୟା, ଘନ ଘନ ଚାଲିଛି ସରକାରୀ ବୈଠକ

ଭୁବନେଶ୍ବର: ଆସୁଛି ସମ୍ଭାବ୍ୟ ବାତ୍ୟା। ଦିନକ ପରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପରବର୍ତ୍ତୀ ସମୟରେ ୨୪ ଘଣ୍ଟାରେ ଲଘୁଚାପର ରୂପ ନେବ ବୋଲି ଆକଳନ କରାଯାଇଛି। ବାତ୍ୟା ସମ୍ଭାବନା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଚିତ୍ର ସ୍ପଷ୍ଟ…
Read More...

ଜାତୀୟ ଶ୍ରମିକ ଦିବସରେ ବିଏମସିର ବଡ ଖାନା

ଭୁବନେଶ୍ୱର,: ଭୁବନେଶ୍ୱର ମହାନଗର ନିଗମ ଉତ୍ତର ଜୋନ୍ ପକ୍ଷରୁ ସୈନିକ ସ୍କୁଲ ନିକଟସ୍ଥ ଡମ୍ପିଂୟାଡ ପରିସରରେ ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ବଡ ଖାନାରେ ଏକାଠି ଖାଇଛନ୍ତି ଶ୍ରମିକ,ମେୟର,କର୍ପୋରେଟର ଓ ଅଧିକାରୀ । ବିଏମସି ଉତ୍ତର ଜୋନର ଡେପୁଟି କମିଶନର…
Read More...

ସେ ୩୧ରେ ବ୍ରଜରାଜନଗର ନିର୍ବାଚନ

ଭୁବନେଶ୍ୱର,୨।୫(ବ୍ୟୁରୋ): ବ୍ରଜରାଜନଗରରେ ସ୍ଥଗିତ ଥିବା ଉପନିର୍ବାଚନ ମେ’୩୧ରେ ହେବ। ଏ ନେଇ  ନିର୍ବାଚନ କମିଶନଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ପାଇଁ ମେ’୪ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ। ମେ’୧୧ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ଓ  ୧୨ରେ ନାମାଙ୍କନ…
Read More...

ପୌରାଞ୍ଚଳ ବସ୍ତି ଉନ୍ନୟନ ମହାସଂଘର ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,: ପୌରାଞ୍ଚଳ ବସ୍ତି ଉନ୍ନୟନ ମହାସଂଘର ସମ୍ବର୍ଦ୍ଧନା ଉତ୍ସବ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାପତି ବଳରାମ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୟ ଓଡିଶାର ଅଧ୍ୟକ୍ଷ ରୁଦ୍ର ନାରାୟଣ ସାମନ୍ତରାୟ,ସମ୍ମାନିତ ଅତିଥି ଭାବେ…
Read More...

ସଂସ୍କାର କେନ୍ଦ୍ର ଆନୁକୁଲ୍ୟରେ ସ୍ୱର୍ଗତ ବିନୟ ଦାସଙ୍କ ସ୍ମୃତି ଚାରଣ ସହ ବିଭିନ୍ନ ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ…

ଭୁବନେଶ୍ୱର, ୦୧/୦୫- ସହରାଞ୍ଚଳରେ ଭାଇଚାରା ଓ ବନ୍ଧୁତ୍ୱର ଏକ ଅପୂର୍ବ ନିଦର୍ଶନ ପ୍ରତିଫଳନ ସହ ସ୍ଥାନୀୟ ନୀଳାଦ୍ରିବିହାର ଠାରେ ସଂସ୍କାର କେନ୍ଦ୍ର ତଥା ସ୍ୱର୍ଗତ ବିନୟ ଦାସ ସ୍ମୃତି କମିଟି ଆନୁକୁଲ୍ୟରେ ୨୦୧୭ ମସିହାରେ ଏକ ଆକସ୍ମିକ ଘଟଣା କ୍ରମରେ ଇହଧାମ ତ୍ୟାଗ କରିଥିବା ଜଣେ ଭଦ୍ର, ଅମାୟିକ,…
Read More...