banner
Breaking

ଆଜି ପବିତ୍ର ଅକ୍ଷୟ ତୃତୀୟା,ଚାଷ ଅନୁକୂଳ

0

ଭୁବନେଶ୍ୱର, ୩।୫(ବ୍ୟୁରୋ): ମଙ୍ଗଳବାର ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଚଷା ପୁଅ ଅକ୍ଷିମୁଠି ଭାବେ ଏହି ଦିନକୁ ପାଳନ କରିଥାନ୍ତି। ଏହି ଦିନରେ ଚାଷୀ କ୍ଷେତରେ ରିତିନିତୀ ଅନୁସାରେ ପୂଜା କରି ଅନୁକୂଳ କରିଥାନ୍ତିି।
ଏହି ଦିନରେ ଚାଷୀ କ୍ଷେତରେ ବିହନ ପକାଇ ଚାଷ କାର୍ଯ୍ୟ ଆରମ୍ଭ କରେ । ଆଜିର ଦିନରେ ଅକ୍ଷିମୁଠି ଅନୁକୂଳ କଲେ ଚାଷ ଭଲ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛିି । ଏହି ଶୁଭ ଅବସରରେ ପୁରୀରେ ଚନ୍ଦନଯାତ୍ରା ଅନୁଷ୍ଠିତ ହେବା ସହ ରଥ କାଠ ଅନୁକୂଳ ହୋଇଥାଏ।

Khansweb Solution Bhubaneswar

Leave A Reply

Your email address will not be published.