banner
Breaking
Yearly Archives

2022

ବିଏମସି ଭେଣ୍ଡିଙ୍ଗ ଜୋନ କମିଟିରେ କର୍ପୋରେଟର ଜୟନ୍ତୀ ସାହୁଙ୍କୁ ଦାୟିତ୍ୱ

ଭୁବନେଶ୍ୱର ; ଭୁବନେଶ୍ୱର ମହାନଗର ନିଗମ ଭେଣ୍ଡିଙ୍ଗ ଜୋନ୍ କମିଟିରେ ଏକମାତ୍ର କର୍ପୋରେଟର ଭାବେ ୧୨ ନମ୍ବର ଓାର୍ଡର କର୍ପୋରେଟର ଜୟନ୍ତୀ ସାହୁଙ୍କୁ ମିଳିଛି ନୂଆ ଦାୟିତ୍ୱ । ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏକ ୧୨ ଜଣିଆ ଭେଣ୍ଡିଙ୍ଗ ଜୋନ କମିଟି…
Read More...

ପଳାସୁଣୀ ଦୁର୍ଘଟଣା ଅଞ୍ଚଳରେ ହେବ ଫୁଟ୍ ଓଭରବ୍ରିଜ

ଭୁବନେଶ୍ୱର, : ଭୁବନେଶ୍ୱରର ରସୁଲଗଡ଼ରୁ ପଳାସୁଣୀ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ଏହି ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଲାଣି। ଏନେଇ ସ୍ଥାନୀୟ ଲୋକମାନେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଠାରେ ଗୋଟିଏ ଫୁଟ୍…
Read More...

ଦେଶର ଶ୍ରେଷ୍ଠ ୨୦ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର, ୨୭/୬ : ସ୍ଥାପନା ହେବାର ପ୍ରଥମ ଦଶନ୍ଧି ମଧ୍ୟରେ ପାଇଥିବା ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଦେଶର ସର୍ବୋତ୍ତମ ୨୦ ଶ୍ରେଷ୍ଠ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଏହି ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ। ଇଣ୍ଡିଆ ଟୁଡେ ସର୍ଭେ- ୨୦୨୨ ମେଡିକାଲ୍…
Read More...

୧୨ ନମ୍ବର ଓ୍ବାର୍ଡରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୭ା୬ ; ଭୁବନେଶ୍ୱରରୁ ଡେଙ୍ଗୁ ନିପାତ କରିବା ପାଇଁ ବିଏମସି କମିଶନର ସପ୍ତାହକୁ ଦୁଇଦିନ ରବିବାର ଓ ଗୁରୁବାର ଡ୍ରାଇ ଡେ ଘୋଷଣା କରିଛନ୍ତି । ଏହିଦିନ ପ୍ରତେକ ଓାର୍ଡରେ କର୍ପୋରେଟର, ବିଏମସି ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, ସମାଜସେବୀ ଓ ଅନ୍ୟ ସମସ୍ତେ ମିଶି ଡେଙ୍ଗୁ ମଶା ସୃଷ୍ଟି…
Read More...

ଭୁବନେଶ୍ୱରଠାରେ ଇଏସ୍‌ଏସ୍‌ପିଏଲ୍‌ର ନୂତନ ଗ୍ଲୋବାଲ ଡେଭଲପେନ୍ଟ ସେନ୍ଟର ‘ଉତ୍କର୍ଷ’ ଉଦ୍‌ଘାଟିତ

ଭୁବନେଶ୍ୱର: ଏନ୍ଟରପ୍ରାଇଜ୍ ସିଷ୍ଟମ ସଲ୍ୟୁସନସ୍ ପ୍ରାଇଭେଟ ଲିମିଟେଡ୍‌(ଇଏସ୍‌ଏସ୍‌ପିଏଲ୍‌)ର ନୂତନ ଗ୍ଲୋବାଲ ଡେଭଲପେନ୍ଟ ସେନର୍ଟ ‘ଉତ୍କର୍ଷ’କୁ ଓଡିଶା ସରକାରଙ୍କ ହୋମ୍‌, ଇଲେଟ୍ରୋନିକସ୍ ଏବଂ ଇନଫରମେସନ ଟେକ୍ନୋଲୋଜି, ସ୍ପୋର୍ଟସ୍ ରାଜ୍ୟ ଯୁବମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ତୁଷାରକାନ୍ତି…
Read More...

କାର୍ଯ୍ୟରେ ଯୋଗଦେଲେ ସିଏମସି କମିଶନର

କଟକ,୨୭।୬: କଟକ ମ୍ୟୁନିସିପାଲ କର୍ପୋରେଶନ (ସିଏମ୍‌ସି)ର କମିଶନର ଭାବେ ନିଖିଲ ପୱନ କଲ୍ୟାଣ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୱନ କଲ୍ୟାଣ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ମା’ କଟକ ଚଣ୍ଡୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ସେ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବାପରେ…
Read More...

ଜର୍ମାନୀରେ ମୋଦି

ଏଲ୍‌ମାଉ,୨୭।୬: ଜି-୭ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜର୍ମାନୀର ଏଲ୍‌ମାଉରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଜର୍ମାନ ଚାନ୍ସସେଲର ଓଲାଫ ସ୍କୋଲଜ ସ୍ବାଗତ କରିଥିଲେ। ଉଭୟ ନେତା କିଛି ସମୟରେ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ବିଶ୍ୱର ସାତ ଧନୀ…
Read More...

୧ ନମ୍ବର ଓ୍ବାର୍ଡରେ ନିଶା ନିବାରଣ ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆନ୍ତର୍ଜାତିକ ନିଶା ଔଷଧ ଅପବ୍ୟବହାର ଓ ନିଷିଦ୍ଧ କାରବାର ବିରୋଧ ଦିବସ ଅବସରରେରେ ୧ ନମ୍ବର ଓ୍ବାର୍ଡର ବିଭିନ୍ନ ସ୍ଥାନରେ ନିଶା ନିବାରଣ ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ନମ୍ବର ୱାର୍ଡର କର୍ପୋରେଟର ମିହିର କୁମାର ରାଉତ ଓ ୨ ନମ୍ବର ୱାର୍ଡର…
Read More...

ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମୃତ୍ତିକା ବଞ୍ଚାଅ ସଚେତନତା ଉପରେ ସାଇକ୍ଲୋଥନ

ଭୁବନେଶ୍ୱର, : ସୁସ୍ଥ ଜୀବନ ପାଇଁ ଜଳ ଏବଂ ବାୟୁ ପରି ପ୍ରଦୂଷଣମୁକ୍ତ ମୃତ୍ତିକା ଅତ୍ୟନ୍ତ ଜରୁରୀ। କାରଣ ମୃତ୍ତିକା ହେଉଛି ଜୀବ ଏବଂ ଉଦ୍ଭିଦ ସମସ୍ତଙ୍କ ପାଇଁ ଖାଦ୍ୟ-ପ୍ରାଣ। ତେଣୁ ‘ମୃତ୍ତିକା ବଞ୍ଚାଅ’ ବାର୍ତ୍ତା ନେଇ ଜନସଚେତନତା ପାଇଁ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ…
Read More...

ନିଖୁଣ ଅଭିନୟ ପାଇଁ ସେ ଚିରସ୍ମରଣୀୟ ରହିବେ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ପରଲୋକ ହୋଇଛି। ଶୁକ୍ରବାର ମଧ୍ୟାହ୍ନରେ ଭୁବନେଶ୍ୱର ପ୍ରାଚୀ ବିହାରସ୍ଥିତ ଘରୁ ତାଙ୍କର ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ରାଇମୋହନ ଆତ୍ମହତ୍ୟା କରିଥିବା ବେଳେ କେଉଁ କାରଣ ପାଇଁ ସେ ଏଭଳି ପଦକ୍ଷେପ ନେଲେ ତାହା ସ୍ପଷ୍ଟ…
Read More...