banner
Breaking
Monthly Archives

September 2022

ଜାତୀୟ ସ୍ତରରେ ଓଡିଶାର କଳା ପ୍ରଦର୍ଶିତ

ଭୁବନେଶ୍ୱର, : ଗୁଜରାଟର ଗାନ୍ଧୀନଗର ହେଲିପ୍ୟାଡ ପ୍ରଦର୍ଶନୀ ସେଣ୍ଟରରେ ବିସା ଇଣ୍ଟରନ୍ୟାସନାଲ ଓ ଆଇଭା ବିୟୁଟି ଏକାଡେମୀ ପକ୍ଷରୁ ଦୁଇଦିନିଆ ହେୟାର ଷ୍ଟାଇଲ ଓ ମେକାପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର ବହୁ ଖ୍ୟାତିସଂପନ୍ନ ହେୟାର ଷ୍ଟାଇଲିଷ୍ଟ ଓ ମେକାପ…
Read More...

ଦୁଇଦିନର ଜନ୍ମିତ ପୁଅକୁ ଛାଡି ଚାଲିଗଲେ ମା

ଭୁବନେଶ୍ୱର ; ଦୁଇ ଦିନ ତଳେ ମହାନ୍ତି ପରିବାରରେ ପୁତ୍ର ସନ୍ତାନ ଟିଏ ଜନ୍ମ ନେଇଥିଲା । ବିବାହର ଆଠ ବର୍ଷ ପରେ ପୁତ୍ର ସନ୍ତାନ ଟିଏ ଜନ୍ମ ଦେଇଥିବାରୁ ମା ମନରେ କାହିଁ କେତେ ଆନନ୍ଦ କହିଲେ ନସରେ । ଅସ୍ତ୍ରୋପଚାର କଷ୍ଠକୁ ଭୂକ୍ଷେପ ନକରି ମା ତା ଟିକି ପୁଅକୁ କୋଳେଇ ଆଣି କହିଥିଲା ମୋ ଗେଲ୍ଲା,…
Read More...

ଗୁଜରାଟରେ କେଜରିୱାଲଙ୍କ ୫ ଗ୍ୟାରେଣ୍ଟି

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ସଂଯୋଜକ ଅରବିନ୍ଦ କେଜରିୱାଲ ତାଙ୍କ ସଙ୍ଗଠନ ପ୍ରଚାର ଅଭିଯାନ ପାଇଁ ଶୁକ୍ରବାରଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ସମୟରେ ସେ ଗୁଜରାଟବାସୀଙ୍କ ପାଇଁ ନିର୍ବାଚନ ପୂର୍ବର ‘ଗ୍ୟାରେଣ୍ଟି’ ଘୋଷଣା କରିବେ…
Read More...

ନୂଆଖାଇ ପାଳିତ

ସମ୍ବଲପୁର,:ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଧାର୍ଯ୍ୟ ଲଗ୍ନ ଅନୁସାରେ ଗୁରୁବାର ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ସମ୍ବଲପୁରର ଇଷ୍ଟଦେବୀ ମା’ସମଲେଇଙ୍କଠାରେ ନବାସମ୍ବଲପୁରନ୍ନ ଲାଗି ପରେ ଜିଲାବାସୀ ସଭିଏ ନୂଆଁ ଖାଇଛନ୍ତି। ପୂର୍ବାହ୍ନ ୧୦ଟା ୫୬ରୁ ୧୧ଟା ୧୫ମିନିଟ୍…
Read More...

ଡମଣାରେ ଖୋଲିଲା ଡଲନ ବୁଟିକ୍ ସେଣ୍ଟର ଓ ସୋରୁମ୍

ଭୁବନେଶ୍ୱର, ଡମଣା ଛକରେ ଡଲନ ବୁଟିକ୍ ସୋରୁମ୍ ଉଦଘାଟିତ ହୋଇଯାଇଛି। ଏହାକୁ ସମାଜସେବୀ ଶାନ୍ତିଲତା ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ସୋରୁମରେ କଷ୍ଟମାଇଜ୍ ଡିଜାଇନ୍ ସହିତ ଅନ୍ୟାନ୍ୟ ଡିଜାଇନ୍ ଉପଲବ୍ଧ ହେବ। କଲିକତାର ଅଭିଜ୍ଞ କାରିଗର ମାନଙ୍କ ଦ୍ବାରା ଉନ୍ନତ ମାନର…
Read More...

କବିର ଦୃଷ୍ଟି ଓ ସୃଷ୍ଟି ଐକେନ୍ଦ୍ରିୟଭୂତ ହେଲେ କବିତା ମନ ଛୁଆଁ ହୋଇପାରିବ

ଭୁବନେଶ୍ୱର, : କବିତାର ଶିର୍ଷକ, ପଂକ୍ତି,ଛାନ୍ଦ, ସ୍ୱର ଓ ଭାବାବେଗ ପାଠକଙ୍କ ମନକୁ ଛୁଇଁବା ସହିତ ପାଠକ ଚୟନ କରେ । ଅକ୍ଷର ହେଉଛି ଜୀବନ୍ତ ଦେବତା ଯାହା ପାଠକଙ୍କ ଆଗରେ ନିଜର ସ୍ୱରୂପ ଉନ୍ମୋଚନ କରେ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଭଗବତ ଗୀତା । ତେଣୁ କବିର ଦୃଷ୍ଟି ଓ ସୃଷ୍ଟି…
Read More...