ବାଇକରେ ବୁହାହେଲା ଶବ
କେନ୍ଦ୍ରାପଡ଼ା, ୬ା୪: ସ୍ବାସ୍ଥ୍ୟ ବିଭାଗ ଅବହେଳାର ଆଉ ଏକ ହୃଦୟବିଦାରକ ଚିତ୍ର ମଙ୍ଗଳବାର ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ି ଥିବା ସତ୍ତ୍ୱେ ଏକ ଗରିବ ପରିବାରର ୭ ବର୍ଷୀୟା ଛାତ୍ରୀଙ୍କ ମୃତଦେହକୁ ବାଇକ୍ରେ ଘରକୁ ନେବାକୁ ପଡିଛି। ଏହି ଘଟଣା…
Read More...
Read More...