banner
Breaking
Monthly Archives

April 2022

ରାଜଧାନୀରେ ପୁଣି ମାତିଲେ ଏଟିଏମ୍ ଲୁଟେରା

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜଧାନୀରେ ପୁଣି ମାତିଲେ ଏଟିଏମ୍‌ ଲୁଟେରା। ସୋମବାର ବିଳମ୍ବିତ ରାତିରେ ଶିଶୁପାଳଗଡ଼ ଇନ୍ଦିରାକଲୋନୀ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଟଙ୍କା ନ ବାହାରିବାରୁ ଏଟିଏମ୍‌ ମେସିନକୁ ଘୋଷାଡି ଘୋଷାଡି କିଛିବାଟ ନେଇ ଯାଇଥିଲେ ଦୁର୍ବୃତ୍ତ । ପରେ ମେସିନ୍‌ କାଟି…
Read More...

ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ,୫ା୪: ପ୍ରାୟ ୨ ବର୍ଷ ହେଲା ସୁପ୍ରିମକୋର୍ଟରେ ବନ୍ଦ ଥିବା ପୂର୍ଣ୍ଣ ପ୍ରତ୍ୟକ୍ଷ ଶୁଣାଣି ସୋମବାର ଆରମ୍ଭ ହୋଇଛି। କୋଭିଡ୍‌ ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚଠାରୁ ଭର୍ଚୁଆଲ୍‌ ମୋଡ୍‌ରେ ବିଭିନ୍ନ ମାମଲାର ଶୁଣାଣି କରାଯାଉଥିଲା। ତେବେ ଗତବର୍ଷ ଅକ୍ଟୋବରରୁ ସର୍ବୋଚ୍ଚ ଅଦାଲତରେ ଆଂଶିକ…
Read More...

୭,୮,୯ ରେ ଡେପୁଟି ମେୟର ପାଇଁ ନିର୍ବାଚନ

ଭୁବନେଶ୍ୱର,୫।୪(ବ୍ୟୁରୋ):୧୦୫ ପୌରସଂସ୍ଥାର ଉପାଧ୍ୟକ୍ଷ ଓ ୩ ମହାନଗର ନିଗମର ଡେପୁଟି ମେୟର ପଦବୀ ନିମନ୍ତେ ଚଳିତ ମାସ ୭ ତାରିଖରେ ପରୋକ୍ଷ ଭାବେ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସୋମବାର ଏ ସମ୍ପର୍କରେ ସବୁ ଜିଲାପାଳ ଓ ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଅବଗତ…
Read More...

ଜରୁରୀକାଳୀନ ସେବା ପାଇଁ ୬୨ ଇଆରଭି ଭ୍ୟାନ ଲୋକାର୍ପିତ

କଟକ,୫ା୪: ରାଜ୍ୟରେ ଜରୁରିକାଳୀନ ସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାରଙ୍କ ସହିତ ଓଡ଼ିଶା ପୋଲିସର ମିଳିତ ଆନୁକୂଲ୍ୟରେ ରାଜ୍ୟରେ ଏମରଜେନ୍ସି ରେସପନ୍ସ ଭେହିକଲ(ଇଆର୍‌ଭି)ର ଶୁଭାରମ୍ଭ କରାଯାଇଛି। ଏ ନେଇ କଟକସ୍ଥିତ ଓଏସ୍‌ଏପି ୬ଷ୍ଠ ବାଟାଲିୟନ ଗ୍ରାଉଣ୍ଡଠାରେ ସୋମବାର…
Read More...

+ ୨ ପ୍ରାଟିକାଲ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର, ୫।୪(ବ୍ୟୁରୋ):ରାଜ୍ୟରେ ସୋମବାରଠାରୁ ଯୁକ୍ତ୨ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି। ଚଳିତବର୍ଷ ମୋଟ୍‌ ୩ଲକ୍ଷ ୩୨ହଜାର ପରୀକ୍ଷାର୍ଥୀ ଯୁକ୍ତ୨ ପରୀକ୍ଷା ଦେଉଛନ୍ତି। ପ୍ରାୟ ୧,୫୮୮ କଲେଜର ପରୀକ୍ଷାର୍ଥୀଙ୍କ ଲାଗି ୧,୧୩୨…
Read More...

ମାଗଣା ଯୋଜନା ଦ୍ବାରା ଦେଶରେ ଶ୍ରୀଲଙ୍କା ଭଳି ପରିସ୍ଥିତି ଉପୁଯିବ

ନୂଆଦିଲ୍ଲୀ,୫ା୪:ଲୋକପ୍ରିୟ ଯୋଜନା ମାଧ୍ୟମରେ ରାଜ୍ୟ ସରକାରଗୁଡ଼ିକ ଲୋକମାନଙ୍କୁ ଦେଉଥିବା ମାଗଣା ସୁବିଧା ଉପରେ କେନ୍ଦ୍ର ସରକାରଙ୍କ କେତେଜଣ ବରିଷ୍ଠ ସଚିବ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଏଭଳି ସ୍ଥିତି ଜାରି ରହିଲେ ଶ୍ରୀଲଙ୍କା ଭଳି ଆର୍ଥିକ ଦୁଃସ୍ଥିତି ଦେଖାଦେବ। ଏହି ଅମଲାତନ୍ତ୍ରୀମାନେ…
Read More...

ରାହୁଲ ଟି୨୦ରେ କଲେ ଏହି ରେକର୍ଡ

ମୁମ୍ବାଇ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୋମବାର ୧୨ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ କଡା ଟକ୍କର ହୋଇଛି। ଲକ୍ଷ୍ନୌ ଅଧିନାୟକ କେଏଲ୍‌ ରାହୁଲ ଜବରଦସ୍ତ ଇନିଂସ ଖେଳି ଅର୍ଦ୍ଧଶତକ କରିଛନ୍ତି। ୫୦ଟି ଅର୍ଦ୍ଧଶତକ କରି ରାହୁଲ ଏକ ନୂଆ…
Read More...

ସାତ ମାସର ଗର୍ଭବତୀକୁ ପିଟି ପିଟି ମାରିଦେଲେ

ବଲାଙ୍ଗୀର ,୪ା୪: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ତଲିଉଡାର ଗ୍ରାମରେ ଜଣେ ୭ ମାସର ଗର୍ଭବତୀ ମହିଳାଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ବାମୀ ଓ ଶାଶୁଙ୍କ ବିରୋଧରେ ମୃତା ମହିଳାଙ୍କ ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସଦର ଥାନାରେ ଏକ…
Read More...

ଆଗାମୀ ୬ ମାସରେ ପ୍ରତି ମାସରେ ୫ କୋଟି ରାଜସ୍ୱ ସଂଗ୍ରହ କରିବା ଲକ୍ଷ୍ୟ ସହିତ ବିଗ୍‌ବାସ୍କେଟ ଭୁବନେଶ୍ୱରରେ ନିଜର…

ଭୁବନେଶ୍ୱର,୦୪ /୪(ଓଡ଼ିଆ ନ୍ୟୁଜ) : ବିଗ୍‌ବାସ୍କେଟ (www.bigbasket.com) ଭାରତର ସର୍ବବୃହତ ଅନଲାଇନ ସୁପରମାର୍କେଟର ଭୁବନେଶ୍ୱରରେ ଦୈନିକ ଅର୍ଡରରେ ବୃଦ୍ଧି ଘଟୁଛି । ସହରରେ ବର୍ତମାନର ଅର୍ଡର ସଂଖ୍ୟା ମାସପିଛା ୧୮ ହଜାର ପାଖାପାଖି ଥିବାବେଳେ ଏହାର ରାଜସ୍ୱ ପରିମାଣ ୧.୬୩ କୋଟି ଟଙ୍କା…
Read More...

କେନାଲରୁ ମିଳିଲା ମଣିଷ ଖପୁରୀ

ଜଗତ୍‌ସିଂହପୁର,୪।୪: ଜଗତ୍‌ସିଂହପୁର ଥାନା ମାର୍କଣପୁର ଅନ୍ତର୍ଗତ ବଡ଼ବାଗ ନିକଟ ଶୁଖିଲା ମାଛଗଁା କେନାଲରୁ ଶନିବାର ଗୋଟିଏ ମଣିଷ ଖପୁରି ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ମାମଲା (ନଂ. ୧୮/୨୨) ରୁଜୁ କରାଯାଇଛି। ଉକ୍ତ ଖପୁରିକୁ ପରୀକ୍ଷା ପାଇଁ କଟକସ୍ଥିତ ଫୋରେନ୍‌ସିକ ଲାବରେଟାରିକୁ…
Read More...