banner
Breaking
Monthly Archives

February 2022

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଫେବୃୟାରୀ ୧୬ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩୦ ଜିଲାର ୭୧ ବ୍ଲକର ୨୦୦ ଜିଲା ପରିଷଦ ଜୋନ୍‌ର ୧୬୬୯ ଗ୍ରାମପଞ୍ଚାୟତରେ ଜିଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ…
Read More...

ଭିଜିଲାନ୍ସ ଜାଲରେ କୋଟିପତି ପୁଲିସ ବାବୁ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋଟିପତି ପୋଲିସ ବାବୁ। ମଙ୍ଗଳବାର ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ କରାଯିବା ପରେ ଫିଟିବାରେ ଲାଗିଛି ସମ୍ପତ୍ତି ତାଲିକା। ଘରୁ ନଗଦ ଟଙ୍କା ସହ ଜବତ ହୋଇଛି ଅନେକ ଦାମୀ କାର୍‌, ବାଇକ୍‌। ସରକାରୀ ଚାକିରିରେ ଥାଇ ସେ ତିନୋଟି ଅନ୍ୟ…
Read More...

ଇଣ୍ଟରନେଟ ବିନା ଚାଲିବ ହ୍ବାଟସଆପ

ନୂଆଦିଲ୍ଲୀ: ଆଜିର ସମୟରେ ବଢ଼ୁଛି ଇଣ୍ଟରନେଟର ଚାହିଦା । ସମସ୍ତ ପ୍ରକାରର କାମ ପାଇଁ ଲୋକମନେ ଏବେ ଇଣ୍ଟରନେଟ୍‍ ଉପରେ ନିର୍ଭର କରୁଛନ୍ତି । ସେ ଯେ କୌଣସିବି କାମ ହେଉନା କାହିଁକି ହ୍ୱାଟସାଆପର ଚାହିଦା ବର୍ତ୍ତମାନର ସମୟରେ ଢେର ଅଧିକ ରହିଛି । କାରଣ ହ୍ୱାଟସାଆପ୍‍ ଜରିଆରେ ସମସ୍ତ ଇଣ୍ଟରନେଟ୍‍…
Read More...

ଆଜି ଆଇପିଏଲ ନିଲାମ

ନୂଆଦିଲ୍ଲୀ,୧୨/୨ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣ ନିମନ୍ତେ ଖେଳାଳି ନିଲାମ ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁରେ ହେବ। ୧୨ ତାରିଖ (ଶନିବାର) ପୂର୍ବାହ୍ଣ ୧୧ଟାରୁ ଏହି ନିଲାମ ଆରମ୍ଭ ହେବ। ନିଲାମରେ ଭାଗ ନେବାକୁ ଥିବା…
Read More...

ରାଜ୍ୟରେ ଆଜି ୧୫୩୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୨/୨(ବ୍ୟୁରୋ): ରାଜ୍ୟରେ ଆଜି ୧,୫୩୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୮୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୬୪୨ ଜଣ ଚିହ୍ନଟ ହୋଇଛନ୍ତି ଓ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୩୪୨ ପଜିଟିଭ୍ । ଆଜି ଚିହ୍ନଟ ଆକ୍ରାନ୍ତଙ୍କ…
Read More...

୧୯ ରେ ଓଡିଶା ଆସିବେ ରାଷ୍ଟ୍ରପତି

ପୁରୀ,୧୨/୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଦିନିଆ ପୁରୀଗସ୍ତ କାର୍ଯ୍ୟକ୍ରମ ଶୁକ୍ରବାର ଚୂଡାନ୍ତ ହୋଇଛି। ଚଳିତମାସ ୧୯ତାରିଖ ଦିନ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବେ। ୨୦ତାରିଖ ଦିନ ଶରଧାବାଲିରେ ହେବାକୁ ଥିବା ଶ୍ରୀମଦ୍‌ ଭକ୍ତି ସିଦ୍ଧାନ୍ତ ସରସ୍ବତୀ…
Read More...

ରାଜ୍ୟରେ କମିବ ତାପମାତ୍ରା, ହେବନାହିଁ ଶୀତ

ଭୁବନେଶ୍ବର,୧୨/୨(ବ୍ୟୁରୋ): ରାଜ୍ୟରେ ଶୀତ ପ୍ରକୋପ ହ୍ରାସ ପାଇଛି। ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ୩ ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ପରବର୍ତ୍ତୀ ସମୟରେ ତାପମାତ୍ରାରେ ବିଶେଷ…
Read More...

ବଦଳିଲା ବିଦ୍ୟାଳୟ ଖୋଲିବା ତାରିଖ

ଭୁବନେଶ୍ବର : ବଦଳିଲା ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି । ଆସନ୍ତା ୧୪ରୁ ଖୋଲିବନି ପ୍ରଥମରୁ ସପ୍ତମ ଶ୍ରେଣୀ ବିଦ୍ୟାଳୟ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ଫେବୃଆରୀ ୨୮ ତାରିଖରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବ। ଯଦି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୧୪ରେ ସ୍କୁଲ…
Read More...

ଟିକେ ବଢିବ ଥଣ୍ଡା, କୁହୁଡି ହେବ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ପଶ୍ଚିମା ଝଡର ପ୍ରଭାବ କମିଛି । ଏବେ ସ୍ବାଭାବିକ ହେବ ରାତ୍ରି ତାପମାତ୍ରା । ତେବେ ରାଜ୍ୟରେ ସାମାନ୍ୟ ବଢ଼ିବ ଥଣ୍ଡା। ଆଗାମୀ ୩ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ଧୀରେ ଧୀରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ।  ଫଳରେ ରାଜ୍ୟର ବିଭିନ୍ନ ଜିଲାରେ ସାମାନ୍ୟ…
Read More...

ସରିଲା ସର୍ବଦଳୀୟ ବୈଠକ, ୧୧ରୁ ଭୋଟର ତାଲିକା ସ°ଶୋଧନ, ଇଭିଏମରେ ହେବ ମତଦାନ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ଏନେଇ ସୂଚନା ଦେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି, ରାଜ୍ୟରେ ୧୧୦…
Read More...