ଲକଡାଉନ୍ ରେ ଖୋଲା ରହିବ ଆହାର କେନ୍ଦ୍ର।
ଭୁବନେଶ୍ୱର,୩।୫: ଲକ୍ଡାଉନରେ ଖୋଲା ରହିବ ଆହାର କେନ୍ଦ୍ର । ହେଲେ ଲୋକେ ଆହାର କେନ୍ଦ୍ରରେ ବସି ଖାଇ ପାରିବେ ନାହିଁ। ଆହାର କେନ୍ଦ୍ରରୁ କେବଳ ପାର୍ସଲ ନେଇପାରିବେ। ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୋମବାର ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି । ମେ ୫ରୁ ରାଜ୍ୟରେ ଲକ୍ଡାଉନ ଲାଗୁ…
Read More...
Read More...