ଶିଶୁ ସୁରକ୍ଷା ପାଇଁ ଜାରିହେଲା ଗାଇଡଲାଇନ୍।
ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଦେଶର ବିଭିନ୍ନ ସ୍ଥାନରେ ଶିଶୁମାନେ କରୋନା ସଂକ୍ରମିତ ହେଉଥିବା ଜଣାପଡ଼ବା ପରେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଏ ନେଇ ଗାଇଡ୍ଲାଇନ ଜାରି କରାଯାଇଛି। ତଦନୁଯାୟୀ ପିଲାମାନଙ୍କ ପାଇଁ ପ୍ରତ୍ୟେକ ଡେଡିକେଟେଡ୍…
Read More...
Read More...