ଅକ୍ସିଜେନ୍ ବୃଦ୍ଧିକାରୀ ଔଷଧର ଦାମ ଘୋଷଣା। ସରକାରୀ ହସ୍ପିଟାଲରେ ମିଳିବ ରିହାତି।
ନୂଆଦିଲ୍ଲୀ,୨୮।୫: ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆର୍ଡିଓ) ଏବଂ ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀର ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ୨-ଡିଜିର ମୂଲ୍ୟ ଶୁକ୍ରବାର ସ୍ଥିର କରାଯାଇଛି। ଏହି ଔଷଧ ପାଉଚ ପିଛା ଦାମ ୯୯୦ ଟଙ୍କା ରଖାଯାଇଛି। ହେଲେ ସରକାରୀ ହସ୍ପିଟାଲରେ ଏହା ରିହାତି…
Read More...
Read More...