banner
Breaking
Monthly Archives

May 2021

ମାସ୍କରେ ନଷ୍ଟ ହେବ କରୋନା ଭୂତାଣୁ। ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ଉଦଭାବନ।

କରୋନା ଭୂତାଣୁଠାରୁ ଜୀବନ ରକ୍ଷା ଲାଗି ଟିକା ପ୍ରସ୍ତୁତ ହୋଇଛି। କିନ୍ତୁ କରୋନା ଭୂତାଣୁକୁ ମାରିବାର କ୍ଷମତା ଥିବା ଏକ ମାସ୍କ ଉଦ୍ଭାବନ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ରୀ। ତାଙ୍କ ନାମ ହେଉଛି ଦିଗନ୍ତିକା ବୋଷ ଏବଂ ଘର ପଶ୍ଚିମବଙ୍ଗରେ। ଦିଗନ୍ତିକା ତିଆରି କରିଥିବା…
Read More...

ଆସୁଛି ଚଳିତ ବର୍ଷର ପ୍ରଥମ ବାତ୍ୟା।

ଭୁବନେଶ୍ୱର,୧୧/୫(ବ୍ୟୁରୋ):ଚଳିତବର୍ଷର ପ୍ରଥମ ବାତ୍ୟା ଆରବ ସାଗରେ ସୃଷ୍ଟି ହୋଇପାରେ। ଏ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ଆସନ୍ତା ୧୬ ତାରିଖ ମଧ୍ୟରେ ଆରବସାଗରରେ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଆଇଏମଡି ଆକଳନ କରିଛି। ଯଦି ପୂର୍ବାନୁମାନ ସତ ହୁଏ, ତେବେ ଏହା…
Read More...

ରାଜ୍ୟରେ ୧୫ଟି ଜିଲ୍ଲାରେ ହେବ ଆରଟିପିସିଆର ଟେଷ୍ଟ କେନ୍ଦ୍ର।

ଭୁବନେଶ୍ୱର,୧୧/୫(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି। ଅଧିକ ପରୀକ୍ଷା କରାଯାଇ କରୋନା ସଂକ୍ରମଣ ଚିହ୍ନଟ କରାଯାଇପାରିଲେ ରୋଗୀଙ୍କୁ ନିର୍ଦ୍ଧାରିତ ସମୟରେ ଚିକିତ୍ସା କରାଯାଇପାରିବ ଏବଂ ଏକ ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରିବ। ଏହି ପରିପ୍ରେକ୍ଷୀରେ…
Read More...

ଦାରିଦ୍ର୍ୟ କଷଣରେ ଶଢୁଛନ୍ତି ଲୋକେ।

ନୂଆଦିଲ୍ଲୀ, ୧୧।୫: ଦେଶରେ ଦିନକୁ ପାଖାପାଖି ୪ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇ କଲବଲ ହେଉଥିବାବେଳେ ପ୍ରାୟ ୪ ହଜାରଙ୍କ ଦୈନିକ ମୃତ୍ୟୁ ଘଟୁଛି। ଏଭଳି ସମୟରେ ବିନା କରୋନାରେ ବି ବଞ୍ଚିବାକୁ ସଂଘର୍ଷରତ ଲକ୍ଷ ଲକ୍ଷ ଲୋକ। ବେଶି ପ୍ରଭାବିତ ରୋଜଗାର ପାଇଁ ବାହାରକୁ ଆସିଥିବା ପ୍ରବାସୀ ଶ୍ରମିକ…
Read More...

ଭୁବନେଶ୍ୱରରେ ଟିକାକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କଲା ବିଏମସି।

ଭୁବନେଶ୍ୱର, ୧୧।୫ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତ ହାର ଦିନକୁ ଦିନ ବଢି ଚାଲିଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟିକାକରଣକୁ ତ୍ୱରାନ୍ବିତ କରାଯାଇଛି। ଗତ ୮ତାରିଖରୁ ଦ୍ୱିତୀୟ ଡୋଜ୍‌ ଟିକାକରଣ ପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା…
Read More...

ବଦଳିଲା ୧ ନ° ପରିବା ହାଟର ସମୟ।

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ପରିବା ହାଟ ସକାଳ ୬ଟାରୁ ୧୨ଟା ଯାଏ ଖୋଲା ରହିବାକୁ ନିୟମ ହୋଇଥିଲା। ତେବେ ହାଟରେ ଲୋକଙ୍କ ଅତ୍ୟଧିକ ଗହଳି ଦେଖିବାକୁ ମିଳୁଥିବାରୁ ଏହି ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ହାଟ ପାଖକୁ ବାଇକ୍‌ ନେବାକୁ ବାରଣ…
Read More...

ଟିକାର ଦ୍ବିତୀୟ ଡୋଜ୍ କେବେ ଓ କିପରି ନେବେ ଜାଣନ୍ତୁ।

ନୂଆଦିଲ୍ଲୀ,୧୧।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ଏପରିସ୍ଥଳେ ଟିକାର ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କ ମଧ୍ୟରେ ଦ୍ୱିତୀୟ ଡୋଜ୍‌ କେବେ ନେବେ ସେନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଜାତୀୟ ଟାସ୍କ୍‌ ଫୋର୍ସ ସଦସ୍ୟ ତଥା ବରିଷ୍ଠ…
Read More...

ଝଡଡ଼ର୍ଷାରେ ଦୁଇ ମୃତ୍ୟୁ।

ଭୁବନେଶ୍ୱର,୧୧।୫(ବ୍ୟୁରୋ) ରାଜ୍ୟର ଅନେକ ସ୍ଥାନରେ ମଙ୍ଗଳବାର ବର୍ଷା ସହିତ ପବନ ହୋଇଛି। ଏହା ସହ ବିଜୁଳି ଓ ଘଡ଼ିଘଡ଼ି ମାରିବାରୁ ଏଥିରେ ୨ଟି ଭିନ୍ନ ଭିନ୍ନ ସ୍ଥାନରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ବଲାଙ୍ଗୀର ଜିଲା ସଦର ଥାନା ବରକାନୀ ଗାଁରେ ଦୁଇ ଜଣ ମହିଳା…
Read More...

ଟିକା ନେବାପରେ ମଧ୍ୟ ସ°କ୍ରମିତ ହେଉଛନ୍ତି। ତେଣୁ ସତର୍କ ରୁହନ୍ତୁ।

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସାଧାରଣ ଲୋକଙ୍କ ସହିତ ହସ୍ପିଟାଲ କର୍ମଚାରୀମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ତେବେ ଟିକା ନେବା ପରେ ପ୍ରତି ୭ ଜଣରେ ଜଣେ ହସ୍ପିଟାଲ କର୍ମଚାରୀ କରୋନାରେ ଆକ୍ରାନ୍ତ ହେଉଥିବା ଏକ ସର୍ଭେରୁ…
Read More...

ବିପଦ ସମୟରେ କ°ଗ୍ରେସ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛି।

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ବିପର୍ଯ୍ୟୟ ଜାରି ରଖିଛି। କିନ୍ତୁ କରୋନା ଉପରେ ରାଜନୀତି ଥମିବାର ନାଁ ନେଉନାହିଁ। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ରାଜନୀତି ନ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଚିଠିରେ…
Read More...