banner
Breaking
Monthly Archives

May 2021

ଗରିବଙ୍କ ଖାତାକୁ ଟଙ୍କା ଦିଅନ୍ତୁ କେନ୍ର ସରକାର।

ନୂଆଦିଲ୍ଲୀ,୧୫ା୫: ଗ୍ରାମାଞ୍ଚଳର ଲୋକେ ଅସୁସ୍ଥ ହେଲେ ଉନ୍ନତ ସ୍ବାସ୍ଥ୍ୟସେବା ଆଶାରେ ସହରକୁ ଚିକିତ୍ସା ପାଇଁ ଯାଇଥାଆନ୍ତି। କିନ୍ତୁ ବଡ଼ ବଡ଼ ସହରରେ ମହାମାରୀର ଦ୍ୱିତୀୟ ଲହର ବୋଝ ସମ୍ଭାଳି ନ ପାରି ସ୍ବାସ୍ଥ୍ୟ ଭିତ୍ତିଭୂମି ଭୁଶୁଡ଼ି ପଡ଼ିଥିବାରୁ ଗାଁରେ ରହୁଥିବା ସଂକ୍ରମିତମାନେ ଏବେ…
Read More...

କୋଭିଡ୍ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ବାନ କଲେ ରାଜ୍ୟ ସରକାର।

ଭୁବନେଶ୍ୱର,୧୫ା୫ (ବ୍ୟୁରୋ): କୋଭିଡ୍‌ ଟିକା କିଣିବା ପାଇଁ ଓଡ଼ିଶା ସରକାର ଶୁକ୍ରବାର ଗ୍ଲୋବାଲ ଟେଣ୍ଡର ଆହ୍ବାନ କରିଛନ୍ତି। ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେଶନ ଲିଃ (ଓଏସ୍‌ଏମ୍‌ସିଏଲ୍‌) ପକ୍ଷରୁ ଏନେଇ ଇ-ଟେଣ୍ଡର ପୋର୍ଟାଲ (https://tendersodisha.gov.in) ଜରିଆରେ ଯୋଗ୍ୟ…
Read More...

ଇ°ଲଣ୍ଡ ଗ୍ରସ୍ତ ପାଇଁ ଭାରତ ମହିଳା ଦଳ ଘୋଷିତ ।

ନୂଆଦିଲ୍ଲୀ, ୧୫।୫-ଇଂଲଣ୍ଡ ବିପକ୍ଷ ୭ ମ୍ୟାଚ ବିଶିଷ୍ଟ ଟୁର୍‌ ପାଇଁ ଶୁକ୍ରବାର ଭାରତୀୟ ମହିଳା କ୍ରିକେଟ ଦଳ ଘୋଷିତ ହୋଇଛି। ଶେଫାଳି ବର୍ମା ପ୍ରଥମଥରପାଇଁ ଦିନିକିଆ ଦଳରେ ସାମିଲ ହୋଇଥିବାବେଳେ ଶିଖା ପାଣ୍ଡେ ଓ ତାନିୟା ଭାଟିଆ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଝାଡ଼ଖଣ୍ଡ ଉଇକେଟ କିପର-ବ୍ୟାଟର…
Read More...

ଘରୋଇ ହସ୍ପିଟାଲ ଓ ଲାବକୁ କଡା ଚେତାବନୀ।

ଭୁବନେଶ୍ୱର, ୧୫ା୫(ବ୍ୟୁରୋ): କରୋନା ଟେଷ୍ଟ୍‌ ପ୍ରସଙ୍ଗରେ ଘରୋଇ ଲାବ୍‌କୁ କଡ଼ା ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର। ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ଧାର୍ଯ୍ୟ ଦର ଠାରୁ ଅଧିକ ଟଙ୍କା ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଡ଼ଭାଇଜରି ଜାରି ହୋଇଛି।…
Read More...

ରାଜ୍ୟରେ ଆଜି ୧୧,୮୦୫ ଆକ୍ରାନ୍ତ ଚିହ୍ନଟ ଓ ୨୧ ମୃତ।

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୮୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶନିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬,୬୧୧ କ୍ୱାରାଣ୍ଟାଇନ୍‌ର ହୋଇଥିବା ବେଳେ ୫,୧୯୪ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ…
Read More...

୨୪ ଘଣ୍ଟାରେ ୧୫ ଜିଲ୍ଲାକୁ ଝଡଡ଼ର୍ଷା।

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ ଜିଲାରେ ଝଡ଼ବର୍ଷା ସମ୍ଭାବନା ରହିଛି। ସେହି ଜିଲାଗୁଡ଼ିକ ହେଲା ଭଦ୍ରକ, ବାଲେଶ୍ୱର, ଯାଜପୁର, କୋରାପୁଟ, କେନ୍ଦ୍ରାପଡ଼ା, କଟକ, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି, ଗଞ୍ଜାମ ଓ…
Read More...

ଆଜି ପବିତ୍ର ଅକ୍ଷୟ ତୃତୀୟା।

ଓଡ଼ିଶାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ। ସେଥିମଧ୍ୟରୁ ଅକ୍ଷୟ ତୃତୀୟା ଅନ୍ୟତମ। ଅକ୍ଷୟ ତୃତୀୟା ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟା ତିଥିରେ ପାଳନ କରାଯାଇଥାଏ। ପୌରାଣିକ ମତ ଅନୁସାରେ, ଏହା ହିନ୍ଦୁମାନଙ୍କର ଗୋଟିଏ ବଡ଼ ପର୍ବ। ଏହି ଦିନକୁ ଧନବୃଦ୍ଧି ଏବଂ ସୁଖ ସମୃଦ୍ଧିର…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ରହି ଯାଇଥିବା କାମଟିକୁ ଆଜି ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁମାନଙ୍କ ପରାମର୍ଶାନୁସାରେ ପାରିବାରିକ ଝମେଲା ସମାଧାନ ଆଡ଼କୁ ଗତି କରିବ। କୃଷି, ବ୍ୟବସାୟ, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ପ୍ରିୟବନ୍ଧୁଙ୍କ ଆକସ୍ମିକ ଉପସ୍ଥିତି ଯୋଗୁ ମାନସିକ ସ୍ତରରେ ଆନନ୍ଦ ଅନୁଭବ…
Read More...

ଆସନ୍ତା କାଲି(ଶନିବାର) ଖୋଲା ରହିବ ବ୍ୟାଙ୍କ।

ଭୁବନେଶ୍ୱର,୧୪/୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ମାଡି ମାଡି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ୍ ଓ ସଟଡାଉନ୍ ଲାଗୁ ହୋଇଛି । ସାପ୍ତାହାନ୍ତ ସଟଡାଉନରେ ଜରୁରୀକାଳୀନ ସେବା ବ୍ୟତୀତ ସବୁ ବନ୍ଦ ରଖାଯାଉଛି । କିନ୍ତୁ ଆସନ୍ତାକାଲି ସଟଡାଉନରେ ବି ରାଜ୍ୟରେ…
Read More...

କାର୍ଯ୍ୟକାରୀ ହେଉନି ସରକାରୀ ନିୟମ। ବାର୍ଦ୍ଧକ୍ୟ ଭତ୍ତା କେନ୍ଦ୍ରରେ ପ୍ରବଳ ଗହଳି।

ଆଜି କୋରାପୁଟ ବ୍ଲକ ଅନ୍ତର୍ଗତ ଶିକ୍ଷକ କଲୋନୀ ବିଦ୍ୟାଳୟରେ ଅସ୍ଥାୟୀ ଭାବରେ ଚାଲୁଥିବା ବାର୍ଦ୍ଧକ୍ୟ ଭତ୍ତା କେନ୍ଦ୍ର ନିକଟରେ ପ୍ରବଳ ଗହଳି ଦେଖା ଦେଇଅଛି l କରୋନା ଦ୍ଵିତୀୟ ଲହରୀ ବର୍ତ୍ତମାନ ଲୋକଙ୍କ ଜୀବନ ନେବାକୁ ବସିଲାଣି କିନ୍ତୁ ବର୍ତ୍ତମାନ ଏହି କେନ୍ଦ୍ର ନିକଟରେ ପ୍ରାୟ ୫୦ ରୁ ଉର୍ଦ୍ଧ…
Read More...