banner
Breaking
Monthly Archives

January 2021

ନୀଳାଦ୍ରି ବିହାର ଆବାସିକ ସ°ଘରେ ସାଧାରଣତନ୍ତ୍ର ଦିବସ ପାଳିତ।

ଭୁବନେଶ୍ୱର,୨୬/୧(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ଆବାସିକ ସ°ଘ ପକ୍ଷରୁ ୭୨ ତମ ସାଧାରଣତନ୍ତ୍ର ଦିବସ ଆବାସିକ ପଡିଆ ଠାରେ ପାଳିତ ହୋଇଯାଇଛି। ସ°ଘର ସଭାପତି ଶ୍ରୀଧର ସାହୁ ଓ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ମନମୋହନ ପଟ୍ଟନାୟକ ମିଳିତଭାବେ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ…
Read More...

ଏଥର ଅନଲାଇନରେ ମିଳିଯିବ ଭୋଟର ପରିଚୟପତ୍ର।

ନୂଅ।ଦିଲ୍ଲୀ, ୨୬ା୧ : ଭାରତର ନିର୍ବାଚନ କମିଶନ ସୋମବାର ଭୋଟର ଫଟୋ ପରିଚୟପତ୍ରର ଇଲେ୍ରୋନିକ୍ ଭର୍ସନ (ଇ-ଭୋଟର କାର୍ଡ) ଜାରି କରିଛନ୍ତି। ଏହି ଡିଜିଟାଲ ପରିଚୟପତ୍ରକୁ ଭୋଟର ନିଜ ମୋବାଇଲ ଫୋନ୍ରେ ଷ୍ଟୋର କରିବା ସହ ବ୍ୟକ୍ତିଗତ କମ୍ପୁ୍ୟଟରରେ ଡାଉନ୍ଲେଡ୍ କରିହେବ। ଏହା ପିଡିଏଫ୍ ଫର୍ମାଟରେ…
Read More...

୨୨ ମାମଲା ରୁଜୁ। ଲକ୍ଷେ କୃଷକ ଘର ମୁହାଁ।

ନୂଆଦିଲ୍ଲୀ : ଜାନୁଆରୀରେ ୨୬ ଟ୍ରାକ୍ଟର ରାଲିରେ ଭାଗ ନେବାକୁ କୃଷକମାନେ ଯେଉଁ ଆଗ୍ରହ ପ୍ରକାଶ କରିଥିଲେ, ସେମାନେ ବର୍ତ୍ତମାନ ସମାନ ସେହି ବେଗରେ ନିଜ ଘରକୁ ଫେରୁଛନ୍ତି । ଦିଲ୍ଲୀ ପୋଲିସ ଗତକାଲିର ଘଟଣାକୁ ନେଇ ୨୨ଟି ଏଫ୍ଆଇଆର୍ ଦାଖଲ କରିଛି ଏବଂ ଉପଦ୍ରବକାରୀଙ୍କ ଉପରେ ଅଙ୍କୁଶ ଲଗାଇଛି ।…
Read More...

ଓଡିଶା ବିକାଶ ମାନଚିତ୍ରରେ ମଜବୁତ ସ୍ଥିତିରେ ରହିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭାରତ ବହୁ ଭାଷା, ବହୁ ଧର୍ମ ଓ ବହୁ ଜାତିକୁ ବହୁ ମତ, ବହୁ ବର୍ଣ୍ଣ, ବହୁ ବିଶ୍ବାସକୁ ନେଇ ଗଠିତ ହୋଇଛି। ବିଭିନ୍ନ ଅଞ୍ଚଳର ଭୂଗୋଳ ମଧ୍ୟ ଭିନ୍ନ ଭିନ୍ନ। ଏହି ବିବିଧତା ହିଁ ଆମର ସବୁଠାରୁ ବଡ ଶକ୍ତି। ଏହା ହିଁ ଆମ ସଂସ୍କୃତିକୁ, ଆମ ସମାଜକୁ, ସମୃଦ୍ଧ କରିଛି। ଆମ ସମ୍ବିଧାନରେ ଏହା…
Read More...

ଗଣତନ୍ତ୍ର ଦିବସରେ ସ୍ବତନ୍ତ୍ର ପଗଡି ପିନ୍ଧିଲେ ମୋଦି।

ନୂଆଦିଲ୍ଲୀ : ଆଜି ପବିତ୍ର ୭୨ତମ ସାଧାରଣତନ୍ତ୍ର ଦିବସ। ଗଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ଅବସରରେ ପଗଡି ପିନ୍ଧିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ସ୍ୱତନ୍ତ୍ର କେଶରୀ ରଙ୍ଗର ପଗଡି ପିନ୍ଧିଛନ୍ତି। ଏହାସହ ମୋଦୀ ପାରମ୍ପରିକ କୁର୍ତ୍ତା ପାଇଜାମା…
Read More...

ରାଜଧାନୀରେ ପୋଲିସ ଓ ଅନ୍ନଦାତା ମୁହାଁମୁହିଁ।

ନୂଆଦିଲ୍ଲୀ,୨୭।୧: ରାଜଧାନୀ ଦିଲ୍ଲୀରେ ପୋଲିସ ଏବଂ ଅନ୍ନଦାତା ମୁହାଁମୁହିଁ ହୋଇଛନ୍ତି। ଫଳରେ ସ୍ଥିତି ଅଣାୟତ ହେବାରେ ଲାଗିଛି। ଅନ୍ନଦାତାଙ୍କ ସହିତ ଧସ୍ତାଧସ୍ତିରେ ୩୦୦ରୁ ଅଧିକ ପୋଲିସ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଉତ୍ତର ଦିଲ୍ଲୀରେ ୪୧ ଜଣ, ପୂର୍ବ ଦିଲ୍ଲୀରେ ୩୪, ପଶ୍ଚିମ ଦିଲ୍ଲୀରେ ୨୭,…
Read More...

ଏଥର ପାର୍ଲିଆମେଣ୍ଟ ଅଧିବେଶନରେ ୧୩ଟି ପ୍ରଶ୍ନ ଉଠାଇବ ବିଜେଡି।

ଭୁବନେଶ୍ୱର,୨୬।୧(ବ୍ୟୁରୋ): ଆସନ୍ତା ୨୯ ତାରିଖରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ବିଜୁ ଜନତା ଦଳ(ବିଜେଡି) ରାଜ୍ୟ ସ୍ବାର୍ଥ ସମ୍ବଳିତ ୧୩ ପ୍ରସଙ୍ଗ ଉଠାଇବ। ସୋମବାର ଭିଡିଓ କନ୍‌ଫରେନ୍ସ ଜରିଆରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ…
Read More...

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ।

ଭୁବନେଶ୍ୱର,୨୬/୧ : ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ରାଜ୍ୟପାଳଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ହେବା…
Read More...

ରାଜପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି।

ନୂଆଦିଲ୍ଲୀ,୨୬।୧: ସାରା ଦେଶ ଉତ୍ସାହ ଓ ଉଦ୍ଦିପନା ସହ ପାଳନ କରୁଛି ୭୨ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜପଥରେ ପହଞ୍ଚି ପତାକା ଉତ୍ତୋଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏହି ସମୟରେ ସେଠାରେ…
Read More...

ରାସ୍ତାକୁ ଚାଲି ଆସିଲା ବାଘ।

ନୂଆପଡା : ନୂଆପଡା ଜିଲା ଖରିଆର ରୋଡ ରେଞ୍ଜ ହଳଦୀ ଗାଁ ନିକଟ ରାସ୍ତାରେ ବାଘ ବୁଲୁଥିବାର ଖବର ସୋମବାର ସାମ୍ନାକୁ ଆସିଛି। ଜଙ୍ଗଲ ରାସ୍ତାରେ ପାଟ୍ରୋଲିଂ ବେଳେ ବନ କର୍ମଚାରୀ କଲରାପତରିଆ ବାଘ ଦେଖିଛନ୍ତି। ଏହାସହ ଗାଁଲୋକେ ମଧ୍ୟ ବାଘ ଦେଖି ଭୟଭୀତ ହେବା ସହ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ।…
Read More...