banner
Breaking
Yearly Archives

2020

ଯୁକ୍ତ-୨ ନାମଲେଖା ତାରିଖ ବଢିଲା।

ଭୁବନେଶ୍ୱର, ୨/୯(ଓଡ଼ିଆ ନ୍ୟୁଜ): ଯୁକ୍ତ୨ ନାମଲେଖା ପାଇଁ ଆବେଦନ କରିବାର ଅବଧି ବୃଦ୍ଧି କରାଯାଇଛି। ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଥିବାରୁ ଆବେଦନର ଅବଧିକୁ ରାଜ୍ୟ ସରକାର ଘୁଞ୍ଚାଇଛନ୍ତି। ପୂର୍ବରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ବୋଲି କୁହାଯାଇଥିଲା। ଏବେ ଆଉ ୭…
Read More...

ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ବୈଠକ।

ଭୁବନେଶ୍ୱର,୨/୯(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ଯୋଗୁ ସମସ୍ତ ପୂଜାପର୍ବ ଉପରେ କଟକଣା ଲାଗିଛି। ସେହିପରି ଭୁବନେଶ୍ୱରେ ଦୁର୍ଗାପୂଜା କେମିତି ହେବ ସେନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ କମିଟି ସଦସ୍ୟଙ୍କ ସହ କମିଶନରେଟ ପୋଲିସର ଏହି ବୈଠକ ହୋଇଥିଲା। ଏହି ବୈଠକରେ ଚଳିତବର୍ଷ…
Read More...

ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ କରୋନା।

ଭୁବନେଶ୍ୱର, ୧ା୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱର ଉତ୍ତର ବିଧାୟକ ତଥା ବିଜେଡ଼ି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ସୁଶାନ୍ତ କୁମାର ରାଉତ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣଙ୍କୁ ପାରିବାରିକ ସୁଖ ସମୃଦ୍ଧି ସଙ୍ଗକୁ କର୍ମକ୍ଷେତ୍ରରେ ଆଶା ଅନୁଯାୟୀ ସୁଫଳ ପ୍ରଦାନ କରିବ । ଆଜିର ଯାତ୍ରା ସମୟରେ ଅପରିଚିତଙ୍କ ସହ କଳହ ଲାଗିଯିବାର ସମ୍ଭାବନା ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବୃଷ:-ଆଜି…
Read More...

କାଲିଠାରୁ ୮ଟି ରୁଟରେ ଚାଲିବ ମୋ ବସ୍।

ଭୁବନେଶ୍ୱର, ୧।୯(ବ୍ୟୁରୋ): ଏଣିକି ସପ୍ତାହର ସମସ୍ତ ୭ ଦିନ ଚାଲିବ ‘ମୋ ବସ୍‌’। ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି କ୍ରୁଟ୍‌ ତଥା ଓଏସ୍‌ଆର୍‌ଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା। ଅଧିକ ଡିମାଣ୍ଡ ଥିବା ୮ ଟି ରୁଟ୍‌ରେ ସପ୍ତାହର ସବୁଦିନ ‘ମୋ ବସ୍‌’ ଚଳାଚଳ କରିବ। ଏହି ରୁଟ୍‌ଗୁଡିକ…
Read More...

ଓଏଏସ ସ୍ତରରେ ଅଦଳବଦଳ।

ଭୁବନେଶ୍ୱର,୧।୯ (ବ୍ୟୁରୋ):  ରାଜ୍ୟ ସରକାର ସୋମବାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୨୫ ଜଣ ଓଏଏସ୍‌ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ ଶୈଳେନ୍ଦ୍ର କୁମାର ଦ୍ୱିବେଦୀଙ୍କୁ ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ, କୃଷ୍ଣପ୍ରସାଦ ପତିଙ୍କୁ…
Read More...

ଅକ୍ଟୋବରରେ ଖୋଲିବ ନନ୍ଦନକାନନ।

ବାରଙ୍ଗ,୧।୯(ଓଡ଼ିଆ ନ୍ୟୁଜ): କରୋନା ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ୫ମାସରୁ ଊର୍ଦ୍ଧ୍ୱ ହେବ ବନ୍ଦ ରହିଛି। ତେବେ ଅକ୍ଟୋବର ପ୍ରଥମ ସପ୍ତାହରେ ନନ୍ଦନକାନନ ଖୋଲିବା ପାଇଁ ଆଲୋଚନା ଆରମ୍ଭ ହୋଇଛି। ନନ୍ଦନକାନନ ପକ୍ଷରୁ ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି। ନନ୍ଦନକାନନ…
Read More...

୪ ମାସର ଆଗୁଆ ମିଳିବ ମଧୁବାବୁ ପେନସନ ।

ଭୁବନେଶ୍ୱର,୧।୯(ବ୍ୟୁରୋ): ମଧୁବାବୁ ପେନ୍‌ସନ ଯୋଜନା ହିତାଧିକାରୀମାନେ ୪ ମାସର ଆଗୁଆ ଭତ୍ତା ପାଇବେ। ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରର ଆଗୁଆ ଟଙ୍କା ହିତାଧିକାରୀଙ୍କୁ ମିଳିବ। ସେପ୍ଟେମ୍ବରରେ ଏକକାଳୀନ ୪ ମାସର ଟଙ୍କା ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି ସାମାଜିକ ସୁରକ୍ଷା…
Read More...

କରୋନା ମୁକାବିଲା ପାଇଁ ଆସିବେ କେନ୍ଦ୍ରୀୟ ଟିମ୍।

ଭୁବନେଶ୍ୱର, ୧।୯(ବ୍ୟୁରୋ): କରୋନା ମୁକାବିଲା ପାଇଁ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସିବେ। କୋଭିଡ୍‌ ପରିଚାଳନାରେ ରାଜ୍ୟ ସରକାରଙ୍କୁ ଏହି ଟିମ୍‌ ସହାୟତା କରିବେ। ବିଶେଷକରି କଣ୍ଟେନମେଣ୍ଟ, ସର୍ଭେଲାନ୍ସ, ଟେଷ୍ଟିଂ ଆଦିରେ କେନ୍ଦ୍ରୀୟ ଟିମ୍‌ ପ୍ରଶାସନକୁ ଆବଶ୍ୟକ ସହାୟତା ଯୋଗାଇ ଦେବେ ବୋଲି…
Read More...

୨୦୧୯ ସଡକ ଦୁର୍ଘଟଣାରେ ମରିଛନ୍ତି ୧.୫ ଲକ୍ଷ ।

ନୂଆଦିଲ୍ଲୀ: ଗତ ୨୦୧୯ରେ ସାରା ଦେଶରେ ହୋଇଛି ୪୩୭୩୯୬ ଦୁର୍ଘଟଣା ଏବଂ ଏଥିରେ ୧୫୪୭୩୨ ଜଣ ମୃତ୍ୟୁବରଣ କରିଛନ୍ତି ଓ ୪୩୯୨୬୨ ଜଣ ଆହତ ହୋଇଛନ୍ତି । ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ (ଏନସିଆରବି) ଦେଇଛି ଏହି ପରିସଂଖ୍ୟାନ । ସୂଚନା ଅନୁସାରେ ୫୯.୬% ଦୁର୍ଘଟଣା ଦ୍ରୁତଗତି ଗାଡ଼ି ଚାଳନା ଯୋଗୁଁ…
Read More...