banner
Breaking
Yearly Archives

2020

+୨ କଳା ଖାତା ରିଚେକି° ପାଇଁ ଆବେଦନ ଆରମ୍ଭ।

ଭୁବନେଶ୍ୱର, ୧୨। ୯(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଖାତା ରିଚେକିଂ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ସିଏଚ୍‌ଏସ୍‌ଇ ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ରେ…
Read More...

ଖୁସି ଖବର,ଭାରତରେ କୋଭାକ୍ସିନ ପରୀକ୍ଷା ସଫଳ।

ନୂଆଦିଲ୍ଲୀ,୧୨/୯(ବ୍ୟୁରୋ): ଦେଶରେ କରୋନା ସ୍ଥିତି ଗୁରୁତର ହେଉଥିବାବେଳେ କରୋନା ଟୀକା ପରୀକ୍ଷଣଙ୍କୁ ନେଇ ଆସିଛି ଆଶ୍ବସ୍ତିକର ଖବର। କରୋନା ପାଇଁ ଭାରତରେ ପ୍ରସ୍ତୁତ ହେଉଥିବା କୋଭାକ୍ସିନ୍‌ ଟୀକାର ପ୍ରାଣୀଙ୍କ ଉପରେ ପରୀକ୍ଷଣ ସଫଳ ହୋଇଥିବା ଜଣାପଡ଼ିଛି। କୋଭାକ୍ସିନ୍‌ ଟୀକା ପ୍ରସ୍ତୁତ…
Read More...

ଗରିବ ଲୋକଙ୍କ ସମସ୍ୟା ଦୂର ପାଇଁ ସମସ୍ତ ପ୍ରୟାସ ଜାରି ରହିଛି- ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,୧୨/୯(ଓଡ଼ିଆ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ୧୨ହଜାର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ନିର୍ମିତ ହୋଇଥିବା ୧ଲକ୍ଷ ୭୫ ହଜାର ବାସଗୃହକୁ ଆଜି ଉଦ୍‍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ ଫଳକ ଉନ୍ମୋଚନ କରିବା ସହ ସେହି…
Read More...

ରେଡ଼ିଓ ଜକି ଐଶାନ ମହାପାତ୍ରଙ୍କ ପରଲୋକ।

କଟକ,୧୨/୯(ଓଡ଼ିଆ ନ୍ୟ): ଆକାଶବାଣୀ କଟକର ଏଫଏମ୍ ରେନବୋରେ ରେଡ଼ିଓ ଜକି ଭାବେ କାର୍ଯ୍ୟ କରୁଥିବା ଐଶାନ ମହାପାତ୍ରଙ୍କର ପରଲୋକ ହୋଇଯାଇଛି। ମାତ୍ର ୩୪ ବର୍ଷ ବୟସରେ ଜଣେ ଯୁବ ପ୍ରତିଭାବାନ ରେଡ଼ିଓ ଜକି ଐଶାନଙ୍କ ଦେହାନ୍ତ ହୋଇଛି। ସୂଚନାଅନୁସାରେ ୪ ଦିନ ତଳେ ତାଙ୍କ ଦେହ ଅସୁସ୍ଥ ହୋଇପଡିବାରୁ…
Read More...

ବ୍ରହ୍ମପୁରରେ ରେଳ ଓଭର ବ୍ରିଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୧୨/୯(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁର ସହରର ବହୁ ପ୍ରତୀକ୍ଷିତ ରେଳ ଓଭର ବ୍ରିଜ୍‌କୁ ଭିଡିଓ କନଫରେନ୍ସି ଜରିଆରେ ଉଦ୍‌ଘାଟନ କରିଛନ୍ତି। ଲାଞ୍ଜିପଲ୍ଲୀ-ଇଂଜିନିୟର ସ୍କୁଲ ମଝିରେ ୨୭.୪୨ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ରେଳ ଓଭର ବ୍ରିଜ୍‌। ଏହି…
Read More...

କମିଲା ପେଟ୍ରୋଲ ଓ ଡିଜେଲ ଦର।

ନୂଆଦିଲ୍ଲୀ,୧୨/୯(ଓଡ଼ିଆ ନ୍ୟୁଜ): ଲଗାତାର ଅନେକ ଦିନ ଧରିି ବଢିବା ପରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଗତ ତିନିଦିନ ହେଲା ହ୍ରାସ ପାଉଛି । ଆଜି ପେଟ୍ରୋଲ ଦର ୧୩ ପଇସା ଓ ଡିଜେଲ ୧୨ ପଇସା ହ୍ରାସ ପାଇଛି। ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ହ୍ରାସ ପାଇବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା…
Read More...

ମନ୍ତ୍ରୀ ପଦ୍ମିନୀ ଦିଆନ ଓ ସା°ସଦ ରମେଶ ମାଝୀଙ୍କୁ ଭୁବନେଶ୍ୱର ସମ୍ ହସ୍ପିଟାଲକୁ ସ୍ତାନାନ୍ତର।

ଜୟପୁର,୧୨।୯(ଓଡ଼ିଆ ନ୍ୟୁଜ): ରାଜ୍ୟ ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇବା ଯୋଗୁ ତାଙ୍କୁ ଶନିବାର ପୂର୍ବାହ୍ନରେ ଜୟପୁର କୋଭିଡ୍‌ ଚିକିତ୍ସାଳୟରୁ ଭୁବନେଶ୍ୱର ସମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।ତାଙ୍କ ସ୍ବାମୀ ପୋଲିସ କର୍ମଚାରୀ…
Read More...

ମୁମ୍ବାଇରୁ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀ ଗିରଫ।

ମୁମ୍ବାଇ,୧୨।୯(ବ୍ୟୁରୋ):ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଶନିବାର ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)। ସେ ହେଲେ କରନଜିତ। ତାଙ୍କୁ ମୁମ୍ବାଇସ୍ଥିତ ବାନ୍ଦ୍ରା ଅଞ୍ଚଳରୁ ଗିରଫ କରାଯାଇଛି। ଏ ନେଇ ଏନସିବିର…
Read More...

ଭୁବନେଶ୍ୱରରୁ ଆଜି ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ।

ଭୁବନେଶ୍ୱର,୧୨।୯(ଓଡ଼ିଆ ନ୍ୟୁଜ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୮୦କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୮୨ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୯୮ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୬୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ…
Read More...

ଏଣିକି ବଜାରରେ ମିଳିବ କରୋନା ଔଷଧ।

ନୂଆଦିଲ୍ଲୀ,୧୨/୯(ଓଡ଼ିଆ ନ୍ୟୁଜ): ଏଣିକି ବଜାରରେ ଉପଲବ୍ଧ ହେବ କରୋନା ଔଷଧ। ସାଧାରଣରେ ବିକ୍ରି ପାଇଁ ଅନୁମତି ଦେଲା ଡିସିଜିଆଇ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସ୍‌କ୍ରିପ୍‌ସନ୍‌ ଥିଲେ କିଣି ହେବ କରୋନା ଔଷଧ। କେତେକ ସର୍ତ୍ତ ସହ ଫେଭିପିରାଭିର୍‌ ଟାବ୍‌ଲେଟ୍‌କୁ ବିକ୍ରି ପାଇଁ ଡିସିଜିଆଇ…
Read More...