banner
Breaking
Yearly Archives

2020

ପ୍ରକାଶ ପାଇଲା ଉପନିର୍ବାଚନ ବିଜ୍ଞପ୍ତି।

ଭୁବନେଶ୍ୱର,୯ା୧୦(ବ୍ୟୁରୋ): କରୋନା କଟକଣା ମଧ୍ୟରେ ଆସନ୍ତା ନଭେମ୍ବର ୩ରେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ପ୍ରାର୍ଥତ୍ପତ୍ର ଦାଖଲ କରାଯାଉଛି। ଅକ୍ଟୋବର ୧୬ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ…
Read More...

ପଞ୍ଜାବକୁ ୬୯ ରନରେ ହରାଇଲା ହାଇଦ୍ରାବାଦ।

ଦୁବାଇ, ୯।୧୦: ଅଧିନାୟକ ଡେଭିଡ ଓ୍ବାର୍ନର ଓ ଜନି ବେୟାରଷ୍ଟୋଙ୍କ ଶତକୀୟ ଭାଗୀଦାରି ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ସନ୍‌ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଗୁରୁବାର ମ୍ୟାଚରେ ୬୯ ରନରେ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ପରାସ୍ତ କରିଛି। ସନ୍‌ରାଇଜର୍ସ ୨୦ ଓଭରରେ ୬…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ ଫିକା ପଡ଼ିଯାଇପାରେ, ଯାହା କି ଆଜିର ଟେନ୍ସନର ମୁଖ୍ୟ କାରଣ ହେବ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବାରୁ ଆଶ୍ୱସ୍ତି ଅନୁଭବ କରିବେ। ସଭାସମିତି, ପ୍ରଶାସନ, ପ୍ରକାଶନ, ରଚନାତ୍ମକ କାର୍ଯ୍ୟ ଓ…
Read More...

ଦଳିତ ନେତା ତଥା କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶଓ୍ବାନଙ୍କ ପରଲୋକ।

ନୂଆଦିଲ୍ଲୀ : କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ,ଲୋକ ଜନ ଶକ୍ତି ପାର୍ଟିର ପ୍ରତିଷ୍ଠାତା ତଥା ଦେଶର ଜଣେ ଆଗଧାଡିର ଦଳିତ ରାଜନେତା ରାମବିଳାଶ ପାଶ୍ବାନଙ୍କର ଗୁରୁବାର ପରଲୋକ ଘଟିଛି। ରାମବିଳାଶ ପାଶ୍ବାନଙ୍କ ପରଲୋକ ନେଇ ପୁତ୍ର ଚିରାଗ ପାଶ୍ବାନ ଟ୍ବିଟ କରି ସୂଚନା…
Read More...

କମ୍ପ୍ୟୁଟର ସ°ସ୍ଥାରେ ବିଏମସିର ଚଢ଼ାଉ। ଛୋଟିଆ ଘରେ ମାଳମାଳ ପିଲା। କୋଭିଡ ନିୟମକୁ ଫୁ।

ଭୁବନେଶ୍ୱର, ଶୈଳଶ୍ରୀବିହାର ଡିଏଭି ସମ୍ମୁଖରେ ଥିବା ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁଟର ଆପ୍ଲିକାଣ୍ଟ(ଆଇସିଏ)ରେ ବିଏମସି ଉତ୍ତର ଜୋନ୍ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସ°ଖ୍ୟା ଦୁଇମାସ ହେବ ବଢବଢି ଚାଲିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର…
Read More...

ରାଜ୍ୟରେ ଖୋଲିପାରେ ମନ୍ଦିର।

ଭୁବନେଶ୍ୱର : ରାଜ୍ୟରେ ମନ୍ଦିର ତଥା ପୁରୀ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ପ୍ରମୁଖ ମନ୍ଦିର ଖୋଲିବା ପାଇଁ କାର୍ଯ୍ୟପନ୍ଥା ସ୍ଥିର ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିରର ପ୍ରଶାସନକୁ ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ରିପୋର୍ଟ…
Read More...

ବିସ୍ଫୋରଣ ଘଟଣା : ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ।

ଭୁବନେଶ୍ବର: ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଲିମିଟେଡ୍‌(ଆଇଓସିଏଲ୍‌) ପକ୍ଷରୁ ଭୁବନେଶ୍ବର ରାଜଭବନ ନିକଟ ପେଟ୍ରୋଲ୍‌ ପମ୍ପରେ ବିସ୍ଫୋରଣ ଘଟଣାରେ ମୃତାହତଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି। ରାଜଭବନ ନିକଟ ପେଟ୍ରୋଲ୍‌ ପମ୍ପରେ ବିସ୍ଫୋରଣ ଘଟଣାରେ ମୃତକଙ୍କ ପରିବାରକୁ ମିଳିବ ୮ଲକ୍ଷ…
Read More...

ଆଫଗାନିସ୍ତାନ ସହ ସମ୍ପର୍କ ଜୋଡିଲେ ମୋଦି।

ଆଫଗାନିସ୍ତାନ : ଆଫଗାନିସ୍ତାନ ରାଷ୍ଟ୍ରୀୟ ଉଚ୍ଚ ପରିଷଦ ଅଧ୍ୟକ୍ଷ ଡକ୍ଟର ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସରକାରଙ୍କ ପ୍ରଥମେ ପଡ଼ୋଶୀ ନୀତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଐତିହାସିକ ସମ୍ପର୍କକୁ ଆହୁରି…
Read More...

ପୂଜା ଛୁଟି ପରେ ଖୋଲିବ ସ୍କୁଲ।

ଭୁବନେଶ୍ବର: ପୂଜା ଛୁଟି ପରେ ସ୍କୁଲ ଖୋଲିବା ଆଶା ଉଜ୍ବଳ ହେଲା। ସ୍କୁଲ ପରିସର ସଫା କରିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ସ୍କୁଲ ଖୋଲିବା ପାଇଁ କର୍ତ୍ତୃପକ୍ଷ ସ୍କୁଲ ଓ ଆସବାବପତ୍ର ସଫା କରିବା ଲାଗି ରାଜ୍ୟ ସରକାରଙ୍କ ନିର୍ଦେଶ କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଗତ…
Read More...

ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା।

ଗୁୁରୁବାର ସାହିତ୍ୟ କ୍ଷେତ୍ର ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି। ଆମେରିକୀୟ କବୟତ୍ରୀ ଲୁଇସ୍‌ ଗ୍ଲୁକ୍‌ ଚଳିତ ବର୍ଷ ସାହିତ୍ୟ(ଲିଟେରେଚର୍‌) ପାଇଁ ନୋବେଲ୍‌ ପୁରସ୍କାର ପାଇବେ ବୋଲି ଘୋଷଣା କରାଯାଇଛି। ‘for her unmistakable poetic voice that with austere beauty makes…
Read More...