banner
Breaking
Yearly Archives

2020

ଲାଲୁଙ୍କୁ ମିଳିଲା ଜାମିନ।

ରାଞ୍ଚି,୯।୧୦: ଆଗକୁ ବିହାର ନିର୍ବାଚନ। ଏହାପୂର୍ବରୁ ଆରଜେଡି ପାଇଁ ଏକ ଖୁସି ଖବର ଆସିଛି। ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇଥବବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଚାଇବାସା ଟ୍ରେଜେରି କ୍ରେସ୍‌ରେ ଜାମିନ ମିଳିଛି। ଏବେ କିନ୍ତୁ ଲାଲୁ ଜେଲ୍‌ରୁ ମୁକୁଳିବେ ନାହିଁ। କାରଣ ଦୁମକୋ…
Read More...

ପାରାଦୀପ ପେଲେଟ୍‍ ପ୍ଲାଣ୍ଟର କ୍ଷମତା ବୃଦ୍ଧି ଓ କଳିଙ୍ଗନଗର ଷ୍ଟିଲ୍‍ ହବରେ ପୁଞ୍ଜିନିବେଶ ପାଇଁ ଏ୍‍ଏମ୍‍ଏନ୍‍ଏସ୍‍କୁ…

ଭୁବନେଶ୍ୱର : ଆର୍ସେଲର ମିତଲ ଓ ନିପନ ଷ୍ଟିଲ୍‍ କମ୍ପାନୀର ବରିଷ୍ଠ ଅଧିକାରୀ, ଇସ୍ପାତ୍‍ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଯୋଗଦେବା ଅବସରରେ ପାରାଦୀପ ପେଲେଟ୍‍ ପ୍ଲାଣ୍ଟର କ୍ଷମତା ବୃଦ୍ଧି ଓ କଳିଙ୍ଗନଗର ଷ୍ଟିଲ୍‍ ହବରେ ପୁଞ୍ଜିନିବେଶ କରିବା ପାଇଁ ଆର୍ସେଲର…
Read More...

ଭୁବନେଶ୍ୱରରୁ ଆଜି ୩୧୬ ପଜିଟିଭ ଚିହ୍ନଟ ଓ ୩୨୬ ସୁସ୍ଥ।

ଭୁବନେଶ୍ୱର,୯/୧୦(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ଆଜି ପୁଣି ୩୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୮୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୩୨ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ…
Read More...

ଭୁବନେଶ୍ୱରରେ ଆରମ୍ଭ ହେଲା ସାଇକେଲଗିରି।

ଭୁବନେଶ୍ୱର,୯/୧୦(ଓଡ଼ିଆ ନ୍ୟୁଜ): ନାଗରିକମାନେ ସାଇକେଲକୁ ନିଜ କର୍ମକ୍ଷେତ୍ରକୁ ଯିବା ଆସିବା ଏବଂ ସୁସ୍ଥତା ନିମନ୍ତେ ଆପଣେଇବା ପାଇଁ ଉତ୍ସାହ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଏବଂ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆୟୋଜନରେ ଭୁବନେଶ୍ବରରେ ଅନୁଷ୍ଠିତ…
Read More...

କୋଭିଡ ପରିଚାଳନାରେ ରାଜ୍ୟ ସରକାର ଫେଲ୍, ତଥ୍ୟ ଲୁଚାଉଛନ୍ତି : ବିଜେପି

ଭୁବନେଶ୍ୱର: କୋଭିଡ ପରିଚାଳନାରେ ରାଜ୍ୟସରକାର ସଂପୂର୍ଣ୍ଣ ଭାବେ ଫେଲ୍‍ ମାରିଛନ୍ତି। ରାଜ୍ୟରେ ପ୍ରତିଦିନ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ଅନ୍ୟପଟେ କୋଭିଡ ମୃତ୍ୟୁ ସଂଖ୍ୟାକୁ ସରକାର ଲୁଚାଇ କମ୍‍ ମୃତ୍ୟୁ ହେଉଛି ବୋଲି ଦର୍ଶାଉଛନ୍ତି। ଏଭଳି ଏକ ସଙ୍କଟ ସମୟରେ ରାଜ୍ୟସରକାର ରାଜ୍ୟରେ…
Read More...

କଳାକାରଙ୍କୁ ଡିସେମ୍ବର ପର୍ଯ୍ୟନ୍ତ ଆଗୁଆ ଭତ୍ତା ମିଳିବ।

ଭୁବନେଶ୍ୱର: ରାଜ୍ୟର କଳାକାର ଭତ୍ତା ପାଉଥିବା କଳାକାରମାନଙ୍କୁ ଡିସେମ୍ବର ପର୍ଯ୍ୟନ୍ତ ଆଗୁଆ ଭାବେ କଳାକାର ଭତ୍ତା ପ୍ରଦାନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପ୍ରଦାନ କରାଯାଉଥିବା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ପୂର୍ବରୁ…
Read More...

ସମସ୍ତେ ଚେଷ୍ଟା କଲେ କରୋନା ଦୁରେଇଯିବ।

ବେଗୁନିଆ,୯/୧୦(ବ୍ୟୁରୋ): ଖୋର୍ଦ୍ଧା ଜିଲାପାଳଙ୍କ ଦ୍ୱାରା କୋଭିଡ-୧୯ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଶୁକ୍ରବାର ବେଗୁନିଆ ବ୍ଲକ ଭିସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ସମସ୍ତ ୨୧ଟି ପଞ୍ଚାୟତର ସରପଞ୍ଚମାନେ ଦୁଇଟି ପର୍ଯ୍ୟାୟରେ ଏହି ବୈଠକରେ ଯୋଗ ଦେଇଥିଲେ। ସମୀକ୍ଷା ବୈଠକରେ…
Read More...

୧୨ ରୁ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ।

ଭୁବନେଶ୍ଵର : ଆସନ୍ତା ୧୨ତାରିଖରୁ ଚଳିତ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ୧୨ରୁ ଆରମ୍ଭ ହୋଇ ୨୨ ଯାଏଁ ଚାଲିବ। କରୋନା ପରୀକ୍ଷାର୍ଥୀମାନେ ମଧ୍ୟ ପରୀକ୍ଷା ଦେଇପାରିବେ । ଆକ୍ରାନ୍ତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ରୁମ୍ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।…
Read More...

ବିଧାନସୌଧର କମ୍ପୁଟରୀକରଣ ପ୍ରକ୍ରିୟା ଆରମ୍ଭ।

ଭୁବନେଶ୍ୱର,୯/୧୦(ଓଡ଼ିଆ ନ୍ୟୁଜ): ଓଡ଼ିଶା ବିଧାନସୌଧକୁ କମ୍ପ୍ୟୁଟରୀକରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ତାଙ୍କ ପ୍ରକୋଷ୍ଠରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ବିଧାନସୌଧରେ ୱାଇ-ଫାଇ ଲାନ୍‍ ଓ ଭିଡ଼ିଓ…
Read More...

ରାଜ୍ୟରେ ଆଜି ପୁଣି ୨୬୯୭ ପଜିଟିଭ ଚିହ୍ନଟ ଓ ୧୭ ମୃତ।

ଭୁବନେଶ୍ୱର,୯ା୧୦(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୨୬୯୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୭୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୨୧ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨, ୪୬, ୮୩୯ରେ…
Read More...