banner
Breaking
Monthly Archives

November 2020

ସୁରୁଖୁରୁରେ ହେଲା ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ।

ଭୁବନେଶ୍ୱର,୩/୧୧(ବ୍ୟୁରୋ): ଓଡ଼ିଶାର ଦୁଇଟି ସ୍ଥାନରେ ହେଉଥିବା ଉପନିର୍ବାଚନ ନିମନ୍ତେ ମତଦାନ ଶେଷ ହୋଇଥିଲେ ମଧ୍ୟ ଶେଷ ସମୟରେ ଭୋଟରମାନେ ଆସିଥିବାରୁ ଏବେ ବାଲେଶ୍ୱରର ୩୦ଟି ଏବଂ ତିର୍ତ୍ତୋଲର ୧୨୦ଟି ବୁଥରେ ମତଦାନ ଜାରି ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ…
Read More...

ରାଜଧାନୀରେ ଖୋଲିବ କଲ୍ୟାଣ ମଣ୍ଡପ।

ଭୁବନେଶ୍ୱର,୩।୧୧(ଓଡ଼ିଆ ନ୍ୟୁଜ) : ରାଜଧାନୀ ଭୁବନେଶ୍ବରରେ ବିବାହ ବ୍ରତ ଓ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବ୍ୟବହୃତ ହେଉଥିବା କଲ୍ୟାଣ ମଣ୍ଡପ ଖୋଲିବ। ସୋମବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶ ପରେ ବିଏମ୍‌ସି ପକ୍ଷରୁ ଏ ନେଇ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି…
Read More...

ରାଜ୍ୟ ସରକାରଙ୍କ “ବେକାରୀ” ନୀତିକୁ ତୀବ୍ର ସମାଲୋଚନା କଲା ପାଇକ ମହାସଂଘ

ଭୁବନେଶ୍ୱର : କରୋନା ମହାମାରୀ ଯେତେବେଳେ ଜୀବନ, ଜୀବିକାକୁ ଧ୍ୱଂସ କରି ଚାଲିଛି, ଘରୋଇ ଉଦ୍ୟୋଗ କର୍ମଚାରୀମାନଙ୍କୁ ଛଟେଇ କରୁଛନ୍ତି, ବେକାରୀ ସମସ୍ୟା ବଢିଚାଲିଛି, ଅର୍ଥନୀତି ଭୁସୁଡ଼ି ପଡ଼ିଛି, ଜୀବନ ଜୀବିକାର ଦୋଛକିରେ ଯୁବ ସମାଜ ପଥଭ୍ରଷ୍ଟ, ଶିକ୍ଷିତ ଆଶାୟୀ ନିଯୁକ୍ତିକୁ କବର ଦେଇ…
Read More...

ବାଙ୍ଗାଲୋରକୁ ୫ଓ୍ବିକେଟରେ ହରାଇଲା ହାଇଦ୍ରାବାଦ।

ଶାରଜା: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଶନିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱଧୀନ ସନରାଇଜର୍ସ ହାଇଦ୍ରାବାଦ ୩୫ ବଲ ବାକି ଥାଇ ୫ ଉଇକେଟରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ସ୍ଥାନୀୟ ଶାରଜା…
Read More...

ଆଜିଠାରୁ ବଦଳିବ ଏଲପିଜି ସିଲିଣ୍ଡର ଓ ରେଳ ସମୟ ସାରଣୀ ନିୟମ।

ନୂଆଦିଲ୍ଲୀ : ନଭେମ୍ବର ପହିଲା(ଆଜି)ଠାରୁ ଦେଶରେ ବଦଳିବାକୁ ଯାଉଛି କେତେକ ନିୟମ। ଏଥିରେ ଏଲ୍‌ପିଜି ସିଲିଣ୍ଡରଠାରୁ ଆରମ୍ଭ କରି ରେଳ ସମୟ ସାରଣୀ କ୍ଷେତ୍ରରେ ଲାଗୁହେବ ନୂଆ ନିୟମ। ନଭେମ୍ବର ପହିଲାଠାରୁ ଏଲ୍‌ପିଜି ସିଲିଣ୍ଡର ହୋମ୍‌ ଡେଲିଭରି କ୍ଷେତ୍ରରେ ତୈଳ କମ୍ପାନୀ ଗୁଡିକ ଗ୍ରାହକଙ୍କ ପାଇଁ…
Read More...

ଭୁବନେଶ୍ୱରରେ କମିଲା ତଥାପି ସତର୍କ ରହିବାକୁ ପଡିବ।

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏହି କିଛିଦିନ ହେବ ଲଗାତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମବାରେ ଲାଗିଛି। ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଶନିବାର ରାଜଧାନୀରୁ ୮୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୯ ଜଣ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଅର୍ଥଲାଭ ସହ ପାରିବାରିକ ଶାନ୍ତି ପାଇବେ। କିନ୍ତୁ ଦୂରଯାତ୍ରା ଓ ବିବାଦୀୟ ପରିବେଶରୁ ଦୂରେଇ ରହିବା ଭଲ ହେବ। ମନରେ ଅସ୍ଥିରତା ଲାଗି ରହିବା କାରଣରୁ ଅନ୍ୟମାନଙ୍କ କଥାଗୁଡିକ ଠିକ୍‌ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ। କଳା, ସାହିତ୍ୟ, ସାମ୍ବାଦିକତା, ସଭାସମିତି ଓ ସଂଗଠନ…
Read More...

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଭୁବନେଶ୍ୱର ସାଂସଦଙ୍କୁ ଭବ୍ୟସମ୍ବର୍ଦ୍ଧନା ।

କଟକ - କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ "ଉତ୍କଳ ବିକାଶ ପରିଷଦ" ପକ୍ଷରୁ କଟକ ସଦର ବ୍ଲକ ଉପକଣ୍ଠ ବିରିବାଟୀ ମା' ତାରିଣୀ ମନ୍ଦିର ନିକଟରେ ଜଗତସିଂହପୁର ଜିଲ୍ଲା ଉପନିର୍ବାଚନ ପାଇଁ ପ୍ରଚାର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଭୁବନେଶ୍ୱର ସାଂସଦ ତଥା ଭାଜପା ରାଷ୍ଟ୍ରୀୟ ମୁଖପାତ୍ର…
Read More...