banner
Breaking
Monthly Archives

July 2020

ସ୍ବାଧୀନତା ଦିବସ ପାଳନ ପାଇଁ ଜାରିହେଲା ଗାଇଡ ଲାଇନ୍।

ନୂଆଦିଲ୍ଲୀ,୨୩/୭(ବ୍ୟୁରୋ): କରୋନା ମହାମାରୀ ସମୟରେ ଚଳିତ ବର୍ଷ କିଭଳି ସ୍ବାଧୀନତା ଦିବସ ପାଳନ କରାଯିବ ସେଥିନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ଏଥିପାଇଁ ଦେଶରେ କିଭଳି ସ୍ବାଧୀନତା ଦିବସ ପାଳନ କରାଯିବ ସେଥିନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସବୁ…
Read More...

ଦେଶରେ ବଢୁଛି ଆରୋଗ୍ୟ ହାର।

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୭,୮୨,୬୦୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟ​ରେ ରେକର୍ଡ ସଂଖ୍ୟକ ୨୯,୫୫୭ ଜଣ ଆରୋଗ୍ୟ ଲାଭ କରିବା ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ହାର ୬୩. ୧୮%କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ…
Read More...

ରେଡ ସ୍ବସ୍ତିକ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସୁରକ୍ଷା କିଟ୍ ପ୍ରଦାନ।

ଭୁବନେଶ୍ୱର, ୨୩/୭(ଓଡ଼ିଆ ନ୍ୟୁଜ) କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‍ଡାଉନ୍‍ ଜାରି କରାଯାଇଛି । ଅଦୃଶ୍ୟ ଶକ୍ତି କରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ , ସଫେଇ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ନିଜ…
Read More...

ବେଲଗାମ୍ କରୋନା। ଆଜି ପୁଣି ୧୨୬୪ ପଜିଟିଭ ଚିହ୍ନଟ ଓ ୬ ମୃତ।

ଭୁବନେଶ୍ୱର, ୨୩ା୭(ଓଡ଼ିଆ ନ୍ୟୁଜ): ବେଲଗାମ୍ ହେଲାଣି କରୋନା। ଏବେ ଲକଡାଉନକୁ ବି ମାନୁନାହିଁ। କାରଣ ରାଜ୍ୟରେ ଆଜି ପୁଣି ସର୍ବାଧିକ ୧୨୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୪୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୪୧୭ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆର୍ଥିକ ଅଭାବ, ଅନଟନ ନ ଥିଲେ ମଧ୍ୟ କାମଗୁଡ଼ିକ ସୁବିଧାରେ ହେବନାହିଁ। ଶତ୍ରୁତା କାରଣରୁ ବନ୍ଧୁଙ୍କ ସଦ୍‌ଭାବ ସହକର୍ମୀମାନଙ୍କ ସହଯୋଗ ମଧ୍ୟ ପାଇବେ ନାହିଁ। ଦୀର୍ଘଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ମନକୁ ଆନ୍ଦୋଳିତ କରିବ। ବୃଷ:-ଆଜି କଥା ଦେଇଥିବା ବନ୍ଧୁ…
Read More...

ପଶୁ ପକ୍ଷୀଙ୍କ ବନ୍ଧୁ ପ୍ରତାପ ସାହୁ।

ଭୁବନେଶ୍ୱର, ୨୨।୭(ଓଡ଼ିଆ ନ୍ୟୁଜ) : ଦୀର୍ଘ ୪ମାସରୁ ଉର୍ଦ୍ଧ୍ୱ ସମୟ ହେବ ମହାମାରୀ କରୋନା ଭାରତ ସମେତ ଓଡ଼ିଶା ସାରା ତାର କାୟା ବିସ୍ତାର କରିଚାଲିଛି । ଫଳରେ ଲୋକମାନେ ନିଜ ନିଜର ବେଉସା ହରାଇ ଏକ ପ୍ରକାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଇବା ପିଇବା ଠାରୁ ଆରମ୍ଭ କରି…
Read More...

ରାଜ୍ୟରେ ଆଜି ଆଉ ୪୪୦ ସୁସ୍ଥ। ଆରୋଗ୍ୟଙ୍କ ସ°ଖ୍ୟା ୧୩,୭୪୯କୁ ବୃଦ୍ଧି।

ଭୁବନେଶ୍ୱର, ୨୨ା୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ଆଉ ୪୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୧୩୭୪୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୮୩, ଗଞ୍ଜାମରୁ ୬୮, ବାଲେଶ୍ୱରରୁ ୪୯, ମାଲକାନଗିରିରୁ ୪୦, ଜଗତସିଂହପୁରରୁ ୨୩, ଭଦ୍ରକରୁ ୨୧,…
Read More...

ଓଡିଶାରେ ବିଜେପି ପକ୍ଷରୁ ୩୬ ଜିଲ୍ଲା ପ୍ରଭାରୀ ନିଯୁକ୍ତ।

ଭୁବନେଶ୍ୱର, ୨୨ା୭(ଓଡ଼ିଆ ନ୍ୟୁଜ): ଓଡିଶାର ୩୬ ସାଙ୍ଗଠନିକ ଜିଲ୍ଲାରେ ପ୍ରଭାରୀ ନିଯୁକ୍ତ କରିଛି ବିଜେପି । ରାଜ୍ୟ ସଭାପତି ସମୀର ମହାନ୍ତି ଏହାକୁ ଅନୁମୋଦନ କରିଛନ୍ତି । ଅନୁଗୁଳ- ସୀମାଞ୍ଚଳ ଖଟେଇ, ବାଲେଶ୍ୱର-ଗୋଲକ ମହାପାତ, ବରଗଡ଼- ନାଉରୀ ନାଏକ, ବାରିପଦା- ବିଷ୍ଣୁ ସେଠୀ ,ବଲାଙ୍ଗୀର-…
Read More...

ରାଜ୍ୟରେ ଆଜି ସର୍ବାଧିକ ୧୦୭୮ ପଜିଟିଭ ଚିହ୍ନଟ ଓ ୫ ମୃତ।

ଭୁବନେଶ୍ୱର, ୨୨ା୭(ଓଡ଼ିଆ ନ୍ୟୁଜ): ଓଡିଶାରେ କରୋନା ଆକ୍ରାନ୍ତଙ୍କ ସ°ଖ୍ୟା ବଢିବଢି ଚାଲିଛି। ରାଜ୍ୟରେ ଆଜି ସର୍ବାଧିକ ୧୦୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୮୩୫କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୧୦୭୮ କରୋନା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ପାରିବାରିକ ସ୍ଥିତି ଭଲ ରହିଲେ ମଧ୍ୟ ଶନିଙ୍କ ଦୃଷ୍ଟିରୁ ବିଶୃଙ୍ଖଳା ଦେଖାଦେଇପାରେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ,ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ ରହିଯାଇଥିବା କାମକୁ କରିବା ସକାଶେ ଚିନ୍ତା କରିପାରନ୍ତି।…
Read More...