ଶିକ୍ଷା ବଂଚାଅ-ଦେଶ ବଂଚାଅ ଦାବିରେ ଯୁବଛାତ୍ର ପକ୍ଷରୁ ପ୍ରତିବାଦ ସଭା
ଭୁବନେଶ୍ୱର:ଭାରତର ଉଚ୍ଚ ଶିକ୍ଷାର ଗୁଣ ଓ ମାନର ବିକାଶ ପାଇଁ ଉଚ୍ଚ ଶିକ୍ଷାରେ ଅନୁସନ୍ଧାନ ଓ ପରୀକ୍ଷଣକୁ ପ୍ରୋତ୍ସାହନ ଦେବାପାଇଁ ରାଜନୈତିକ ଅଙ୍କୁଶ ମୁକ୍ତ ସ୍ୱୟଂଶାସିତ ଉଚ୍ଚ ଶିକ୍ଷା ମଂଜୁରୀ ବ୍ୟବସ୍ଥା ପ୍ରଣୟନ ପାଇଁ "ବିଶ୍ୱ ବିଦ୍ୟାଳୟ ମଂଜୁରୀ କମିଶନ"ୟୁଜିସି ଗଠନ କରାଯାଇଥିଲା।କିନ୍ତୁ…
Read More...
Read More...