banner
Breaking
Monthly Archives

August 2018

ଆଜି ପବିତ୍ର ଚିତାଲାଗି ଅମାବାସ୍ୟା

ପୁରୀ : ଆଜି ପବିତ୍ର ଚିତାଲାଗି ଅମାବାସ୍ୟା ।ପୁରୀ ଶ୍ରୀମନ୍ଦିର ପାଇଁ ଏହା ଏକ ପ୍ରମୁଖ ଉତ୍ସବ । ଶ୍ରୀଜିଉମାନଙ୍କର ମସ୍ତକରେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯାଇଥାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରା, ବଡ଼ଠାକୁର ବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧୧ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ଆୟ ଆଶାନୁରୂପ ହେବ

ମେଷ: ମାନସିକ ସ୍ତରରେ ଚିନ୍ତା ବୃଦ୍ଧି ହେବ। ସ୍ୱାଧୀନ ଚିନ୍ତାଧାରା ନେଇ କିଛି କରିବା ସମ୍ଭବ ନୁହେଁ। ନୈତିକତା ବୃଦ୍ଧି ହେବ। ମନସ୍କାମନା ପୂରଣ ହେବ। ପାରିବାରିକ ସୁଖ ମିଳିବ। ଭାଗ୍ୟର ପରିବର୍ତ୍ତନ ଘଟିବ। ବୃଷ: ଜନ ସାଧାରଣଙ୍କର ଓ ସମ୍ପର୍କୀୟଙ୍କର କଲ୍ୟାଣ ଭାଜନ ହେବେ। ସୁଖ ସମ୍ମାନ…
Read More...

ଯନ୍ତ୍ରଣାରେ ଛଟପଟ ସାମ୍ବାଦିକ ! ଆସିଲାନି ଆମ୍ବୁଲାନ୍ସ

ଭୁବନେଶ୍ବର:ରାଜଧାନୀର ମେରୁଦଣ୍ଡ କୁହାଯାଉଥିବା ଏଜି ଛକରେ ଆଜି ଦେଖିବାକୁ ମିଳିଥିଲା ଏକ ଭିନ୍ନ ଚିତ୍ର।ଗୋଟେ ପଟେ ଦୁର୍ଘଟଣାରେ ଶିକାର ହେଇ ଫଟୋ ସାମ୍ବାଦିକ ମଳୟ କୁମାର ବେହେରା ଛଟପଟ ହେଉଥିବା ବେଳେ ଅନ୍ୟପଟେ ହେଲମେଟ୍ ଚେକିଙ୍ଗ ରେ ବ୍ୟସ୍ତ ଥିଲା କମିସନରେଟ୍ ପୋଲିସ୍।ସାମ୍ବାଦିକ ଜଣକ…
Read More...

ବ୍ୟବଚ୍ଛେଦ ପାଇଁ ବାପା କାନ୍ଧରେ ଗଲା ପୁଅର ଶବ

ଢେଙ୍କାନାଳ: ଅର୍ଥାଭାବରୁ ପୁଅର ଶବକୁ ପରିବାର ଲୋକ ପୋଷ୍ଟମର୍ଟମ ପାଇଁ କାନ୍ଧରେ ‍ବୋହିଛନ୍ତି।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷନଗର କାନପୁରା ପଞ୍ଚାୟତ ଏକତାଳି ଗାଁରେ । ସୂଚନା ଅନୁଯାଇ ସୁମନ୍ତ ଗତକାଲି ସନ୍ଧ୍ୟାରେ ଘରକୁ ଫେରୁଥିବାବେଳେ ସାପ କାମୁଡି ଦେଇଥିଲା। ଗୁରୁତର…
Read More...

ନନ୍ଦନକାନନକୁ ଆସିଥିବା ଆଫିକୀୟ ସିଂହର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ ଆଜି ଏକ ଆଫିକୀୟ ସିଂହର ମୃତ୍ୟୁ ଘଟିଛି। ନନ୍ଦନକାନନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଏହି ସଂହଟିର ବୟସ ମାତ୍ର ୮ ବର୍ଷ ହୋଇଥିଲା।ଆଜି ସକାଳେ ସିଂହଟି ଅସୁସ୍ଥ ହୋଇପଡିଥିଲା । ଚିକିତ୍ସାଧୀନ ଅବସ୍ଥାରେ ନନ୍ଦନକାନନ ହସ୍ପିଟାଲରେ ତାର ମୃତ୍ୟୁ ଘଟିଥିଲା। ଏବେ…
Read More...

ଆଶାକର୍ମୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି ! ସହାୟତା ରାଶି ସହ ମିଳିବ ଅନ୍ୟାନ୍ୟ ସୁବିଧା

ଭୁବନେଶ୍ୱର:ରାଜ୍ୟରେ କାର୍ଯ୍ୟ କରୁଥିବା ଆଶାକର୍ମୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଆଣିଦେଇଛନ୍ତି । କାର୍ୟ୍ୟରତ ଆଶାକର୍ମୀଙ୍କ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ।ଛତା, ସାଇକେଲ, ଟର୍ଚ୍ଚ ଓ ଜୋତା ପାଇଁ ଆଶାକର୍ମୀଙ୍କୁ ଅର୍ଥ ପ୍ରଦାନ କରାଯିବ । ଏହା ସହିତ ଅବ୍ୟାହତି ରାଶିକୁ…
Read More...

ଅନନ୍ତ ବାସୁଦେବ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ରୋଷଘରର ୨୦ରୁ ଅଧିକ ବଖରା ପୋଡି ପାଉଁଶ ହୋଇଯାଇଛି। ମନ୍ଦିରର ରୋଷଘରେ ହଠାତ୍ ନିଆଁ ଲାଗି ଯାଇଥିଲା। ପରେ ଚାହୁଁ ଚାହୁଁ ଚାରିଆଡେ ବ୍ୟାପି ଯାଇଥିଲା। ରୋଷଘର…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧୦ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ବ୍ୟବସାୟରେ ଧନଲାଭ ହେବ

ମେଷ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ଉନ୍ନତି ସମ୍ବନ୍ଧୀୟ ଉପଯୋଗୀ କଥା ସାମନାକୁ ଆସିବ। ବ୍ୟବସାୟରେ ଅଚାନକ ଧନଲାଭ ହୋଇପାରେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଖୁବ୍‌ ଭଲ କରିବା ପାଇଁ ଲେଖାପଢ଼ାରେ ମନଯୋଗ ଦେବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ। ବୃଷ: ଆଜି ଆପଣଙ୍କର ବଡ଼…
Read More...

ଆଜିଠୁ ଲାଗିଲା ଅଙ୍କୁଶ: ଏକକାଳୀନ ୫ରୁ ଊର୍ଧ୍ୱ ଚାଟ୍‌ବକ୍ସରେ ପଠାଇ ହେବନି ହ୍ଵାଟ୍‌ସଆପ୍‌ ବାର୍ତ୍ତା; ବାର୍ତ୍ତା…

ନୂଆଦିଲ୍ଳୀ: ହ୍ଵାଟ୍‌ସଆପ୍‌ ଜରିଆରେ ବିଭିନ୍ନ ଗୁଜବ ଖବର ପ୍ରଚାର ହେବା ପରେ କମ୍ପାନି ପକ୍ଷରୁ ଏ ନେଇ ଏକ ସମାଧାନ ବାଟ ବାହାର କରାଯାଇଛି। ଏହି ନୂଆ ପରିକଳ୍ପନା ଜରିଆରେ ହ୍ଵାଟ୍‌ସଆପ୍‌ ଗ୍ରାହକମାନଙ୍କର ବିଶ୍ୱସନୀୟତାକୁ ବଜାୟ ରଖିବାର ପ୍ରୟାସ କରିଛି କମ୍ପାନି। ଏଣିକି ବ୍ୟବହାରକାରୀ ଏକକାଳୀନ…
Read More...

ଓଡ଼ିଶାରେ ଲାଇଫ୍‌ଷ୍ଟାଇଲ୍‌’ର ପ୍ରଥମ ଷ୍ଟୋର୍‌

ଭୁବନେଶ୍ୱର: ଦେଶର ଅଗ୍ରଣୀ ଫେସନ୍‌ ଷ୍ଟୋର୍‌, ଲାଇଫ୍‌ଷ୍ଟାଇଲ୍‌ ରାଜ୍ୟରେ ଏହାର ପ୍ରଥମ ଷ୍ଟୋର୍‌କୁ ଭୁବନେଶ୍ୱରର ଏସ୍‌ପ୍ଲାନେଡ୍‌ ଓ୍ଵାନ୍‌ ମଲ୍‌ରେ ଖୋଲିଛି। ୪୫ ହଜାର ବର୍ଗଫୁଟର ଏହି ଷ୍ଟୋର୍‌ରେ ଗ୍ରାହକଙ୍କ ପାଇଁ ରହିଛି ୨୫୦ରୁ ଅଧିକ ପ୍ରକାର ଜାତୀୟ ଓ ଆନ୍ତର୍ଜାତିକ ବ୍ରାଣ୍ଡ୍‌। ଦେଶରେ…
Read More...