banner
Breaking
Monthly Archives

August 2018

କଂଗ୍ରେସର ହାତ ଧରିଲେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ

ଭୁବନେଶ୍ବର: କଂଗ୍ରେସର ହାତ ଧରିଲେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ । ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ମିଶ୍ରର୍ଣ ପର୍ବରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି ସତ୍ୟପ୍ରକାଶ ।ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଦିନ ୧୧ ଘଟିକା ସମୟରେ ଶତାଧିକ ସମର୍ଥକଙ୍କ ଗହଣରେ…
Read More...

ଭଦ୍ରକରେ ନକଲି ଗୁଟଖା କାରଖାନା ଠାବ: ୪ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା ଚନ୍ଦନବଜାର ଓ ସରକାରନଗର ଅଞ୍ଚଳରୁ ନକଲି ଗୁଟ୍‌ଖା କାରଖାନା ଠାବ କରାଯାଇଛି।ଦୀର୍ଘଦିନ ଧରି ଏହି କାରଖାନା ଚାଲୁଥିବାବେଳେ ଗତକାଲି ପୋଲିସ କାରଖାନା ଉପରେ ଚଢଉ କରି ଲକ୍ଷାଧିକ ଟଙ୍କାର ଗୁଟଖା ସହ ଜର୍ଦ୍ଦା ତିଆରି ମେସିନ୍ ଓ ଲୋଗୋ ଜବତ କରିଛି । ଏହି ବ୍ୟବସାୟରେ…
Read More...

ଚିଲିକା ମଝିରେ ଓହ୍ଲାଇବ ସିପ୍ଲେନ୍‌ ! ଓ୍ଵାଟର ଏରୋଡ୍ରମ୍ ପ୍ରସ୍ତାବକୁ କେନ୍ଦ୍ରର ସବୁଜ ସଙ୍କେତ

ଭୁବନେଶ୍ବର: ଏବେ ଚିଲିକାରେ ଓହ୍ଲାଇବ ସି-ପ୍ଲେନ୍। ପର୍ୟ୍ୟଟକମାନେ ସି-ପ୍ଲେନ୍ ଜରିଆରେ ଚିଲିକା ଭିତରେ ଓହ୍ଲାଇବେ । ଦେଶରେ ପ୍ରଥମ ଥର ପାଇଁ ଏପରି ପରିକଳ୍ପନା କରାଯାଇଛି । ଚିଲିକା ସମେତ ଦେଶର ତିନିଟି ସ୍ଥାନରେ ଓ୍ଵାଟର ଏରୋଡ୍ରମ୍ କରି ସି-ପ୍ଲେନ୍ ଚଳାଇବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି…
Read More...

ଆଜି ବିଶ୍ୱ ହସ୍ତୀ ଦିବସ ! ନନ୍ଦନକାନନରେ ବିଶେଷ ପ୍ରସ୍ତୁତି

ଭୁବନେଶ୍ୱର :ଦିନକୁ ଦିନ ହାତୀଙ୍କ ସଂଖ୍ୟା ହ୍ରାସ ପାଉଛି । ଏମାନଙ୍କ ସୂରକ୍ଷା ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଏଣୁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି । ପ୍ରଥମ ବିଶ୍ୱ ହସ୍ତୀଦିବସ ୨୦୧୨ ମସିହା ଅଗଷ୍ଟ୧୨ରେ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧୨ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ସରକାରୀ ସ୍ତରରୁ ଧନ ଓ ସମ୍ମାନ ମିଳିବ

ମେଷ: ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଆୟ ଯଥେଷ୍ଟ ପରିମାଣର ହେବ। ଉତ୍ତମ ଭୋଜନ ମିଳିବ। ବ୍ୟବସାୟମୁଖୀ ହୋଇପାରନ୍ତି। ମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ବିଦ୍ୟାର୍ଥୀ ଖୁସି ହେବେ। ବୃଷ: ଖର୍ଚ୍ଚାନ୍ତ ହେବେ। ଶୁଭକାର୍ଯ୍ୟରେ ବ୍ୟୟ କରିବେ। ଚଞ୍ଚଳ…
Read More...

ସ୍ୱାଧୀନତା ଦିବସ ପାଇଁ ମହାତ୍ମାଗାନ୍ଧୀ ମାର୍ଗରେ ପରେଡ଼୍‌ ପ୍ରସ୍ତୁତି ! ପିଏମ୍‌ଜିରେ ନଜର ରଖିବ ୫୦ଟି ସିସିଟିଭି

ଭୁବନେଶ୍ୱର: ଆଉ ତିନି ଦିନର ବ୍ୟବଧାନ ପରେ ପାଳିତ ହେବ ୭୨ ତମ ସ୍ୱାଧୀନତା ଦିବସ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ଫୁଲ୍‌ ଡ୍ରେସରେ ମହାତ୍ମାଗାନ୍ଧି ରୋଡ଼ରେ ଦଳ ଗୁଡିକ ଅଭ୍ୟାସ କରିଛନ୍ତି । ସ୍ୱାଧୀନତା ଦିବସ ପାଇଁ…
Read More...

ଭୁବନେଶ୍ୱରରୁ ନାଇଜେରିଆ ନାଗରିକ ଗିରଫ

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରୁ ଜଣେ ନାଇଜେରିଆ ନାଗରିକଙ୍କୁ ଗିରଫ କରାଯାଇଛି । ଆମାଦୀ ଭିକ୍ଟୋର ବ୍ଲେଜ୍(୪୩) ନାମକ ଜଣେ ବ୍ୟକ୍ତିକୁ ଚନ୍ଦ୍ରଶେଖର ପୋଲିସ ଗିରଫ କରିଛି। ଭୁବନେଶ୍ୱର ରେଳ ଷ୍ଟେସନରେ ଡ୍ରଗସ୍‌ କାରବାର ସନ୍ଦେହରେ ନାର୍କୋଟିକ୍ସ୍‌ ଟିମ୍‌ ତାଙ୍କୁ ଧରି ପଚରାଉଚରା କରିଥିଲା ।…
Read More...

କାହିଁକି ମହିଳାମାନେ ଭାଙ୍ଗନ୍ତି ପ୍ରେମସଂପର୍କ ! ଜାଣନ୍ତୁ କିଛି କାରଣ

ନିଜ ପାର୍ଟନର୍ ସହ ବ୍ରେକଅପ୍ କରିବା ବୋଧେ ପ୍ରେମୀଯୁଗଳଙ୍କ ପାଇଁ ସବୁଠାରୁ କଷ୍ଟସାଧ୍ୟ କାମ । ନଚାହିଁଲେ ସୁଦ୍ଧା ଏମିତି କିଛି କାରଣ ଥାଏ ଯେଉଁଥି ପାଇଁ ବାଧ୍ୟ ହୋଇ ଅଲଗା ହୋଇଥାନ୍ତି ପ୍ରେମୀଯୁଗଳ । ତେବେ ନିକଟରେ ହୋଇଥିବା ଏକ ସର୍ଭେରୁ ମହିଳା ମାନେ ସାଧାରଣତଃ କେଉଁ କାରଣରୁ ବ୍ରେକଅପ୍…
Read More...