banner
Breaking
Monthly Archives

August 2018

ଶିକ୍ଷା ବଂଚାଅ-ଦେଶ ବଂଚାଅ ଦାବିରେ ଯୁବଛାତ୍ର ପକ୍ଷରୁ ପ୍ରତିବାଦ ସଭା

ଭୁବନେଶ୍ୱର:ଭାରତର ଉଚ୍ଚ ଶିକ୍ଷାର ଗୁଣ ଓ ମାନର ବିକାଶ ପାଇଁ ଉଚ୍ଚ ଶିକ୍ଷାରେ ଅନୁସନ୍ଧାନ ଓ ପରୀକ୍ଷଣକୁ ପ୍ରୋତ୍ସାହନ ଦେବାପାଇଁ ରାଜନୈତିକ ଅଙ୍କୁଶ ମୁକ୍ତ ସ୍ୱୟଂଶାସିତ ଉଚ୍ଚ ଶିକ୍ଷା ମଂଜୁରୀ ବ୍ୟବସ୍ଥା ପ୍ରଣୟନ ପାଇଁ "ବିଶ୍ୱ ବିଦ୍ୟାଳୟ ମଂଜୁରୀ କମିଶନ"ୟୁଜିସି ଗଠନ କରାଯାଇଥିଲା।କିନ୍ତୁ…
Read More...

ଗଞ୍ଜାମ ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଆହତ

ବେଗୁନିଆପଡ଼ା/ଖଲିକୋଟ: ଗଞ୍ଜାମ ଜିଲା ଖଲ୍ଲିକୋଟ ପୁସ୍ତପୁର ନିକଟରେ ବୁଧବାର ଭୋରରେ ଗଞ୍ଜାମ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିଲୀପ ଦାସ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଖଲ୍ଲିକୋଟ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର…
Read More...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେଡି

ଭୁବନେଶ୍ୱର: ରାତି ପାହିଲେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ଏଥି ପାଇଁ ଏନ୍‌ଡିଏ ଓ ୟୁପିଏ ମଧ୍ୟରେ ଅଙ୍କ କଷା ଚାଲିଛି। ଏହାରି ମଧ୍ୟରେ ବୁଧବାର ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ତାଙ୍କର ଦଳ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ…
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁକେଶ ଅମ୍ବାନି

ଭୁବନେଶ୍ୱର:ଓଡ଼ିଶାକୁ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ମୁମ୍ବାଇରେ ରୋଡ ଶୋ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଶର ବିଶିଷ୍ଟ ଶିଳ୍ପପତିମାନଙ୍କୁ ଭେଟିବା ସହ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ତଥା…
Read More...

ପ୍ରେମରେ ବିଚ୍ଛେଦ ପରେ ଯୁବତୀ ମନରେ ଉଙ୍କିମାରେ ୫ଟି ପ୍ରଶ୍ନ

ଯେତେବେଳେ ମଧୁର ସଂପର୍କରେ ପଡିଯାଏ ବିଚ୍ଛେଦର ଭଟ୍ଟା କେବଳ ହୃଦୟ ଭାଂଗି ନଥାଏ । ଏହାସହ ଅନେକ ସ୍ୱପ୍ନ ଓ ଶପଥର ଇମାରତ ଚୁରମାର ହୋଇଯାଇଥାଏ । ସେହି ସ୍ୱପ୍ନ ଯାହା ଦୁହେଁ ମିଶି ଦେଖିଥିଲେ । ସେହି ଶପଥ ଯାହା ଦୁହେଁ ଦୁହିଁଙ୍କର ରାଣ ଖାଇ କରିଥିଲେ । ବିନା କାରଣରେ ଯେତେବେଳେ ସଂପର୍କ…
Read More...

କେତେ ଉପକାରୀ ସଂଗୀତ ! ଗୀତ ଶୁଣିବା ଦ୍ୱାରା ୭ ପ୍ରକାର ଲାଭ ହୋଇଥାଏ

କୁହାଯାଏ ଛୋଟିଆ ଗୀତଟିଏ ହେଲେ ମଧ୍ୟ ତାହା ମଣିଷକୁ ନୂଆ ଜୀବନ ଦେଇଥାଏ । କର୍ମକ୍ଲାନ୍ତ ମନରେ ନବ ଉତ୍ସାହ ଭରିଥାଏ । ପୁରାଣ ଯୁଗରେ ମଣିଷ ଗୀତ ଓ ସଂଗୀତର ଥେରାପିର ପ୍ରୟୋଗ କରୁଥିଲେ । ଗୀତ ଓ ସଂଗୀତ ରୋଗ ଭଲ କରିଦେବାର ନଜିର ମଧ୍ୟ ରହିଛି । ଯେଉଁଠି ଡାକ୍ତରଙ୍କ ଡାକ୍ତରୀ ବିଦ୍ୟା ଫେଲ୍…
Read More...

ଏକ ତୃତୀୟାଂଶ ସରକାରୀ ବ୍ୟାଙ୍କରେ ନାହାନ୍ତି ମୁଖିଆ

ନୂଆଦିଲ୍ଲୀ: ଢିଲା ପ୍ରଶାସନିକ ବ୍ୟବସ୍ଥା ଯୋଗୁ ବାରମ୍ବାର ଠକେଇର ଶିକାର ହେଉଥିବା ସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟରୁ ଏକ ତୃତୀୟାଂଶ ବ୍ୟାଙ୍କ ମୁଖିଆ ବିହୀନ ରହିିଛି। ଦେଶରେ ଥିବା ୨୧ଟି ସରକାରୀ ବ୍ୟାଙ୍କ ମଧ୍ୟରୁ ୭ଟି ବ୍ୟାଙ୍କରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦ ଫାଙ୍କା…
Read More...

ରାଜଧାନୀରେ ନକଲି ମଦ କାରଖାନା ଠାବ ! ଅଭିଯୁକ୍ତ ମାଲିକ ଗିରଫ

ଭୁବନେଶ୍ୱର:ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରେ ନକଲି ମଦ କାରଖାନା ଠାବ ହୋଇଛି। କ୍ୟୁଏଟି ଓ ଖାରବେଳ ନଗର ପୋଲିସର ମିଳିତ ଚଢାଉରେ ଏହି ମଦ କାରଖାନାକୁ ଠାବ କରାଯାଇପାରିଛି । ସେଠାରୁ ୫୦୦ ଲିଟରରରୁ ଅଧିକ ନକଲି ମଦ, ମଦ ତିଆରିରେ ବ୍ୟବହୃତ ଦ୍ରବ୍ୟ, ଠିପି ଓ ପ୍ୟାକିଂ ମେସିନ ଜବତ କରାଯାଇଛି। ଏକ…
Read More...

ଆସନ୍ତା ୨୧ରେ ଉଦ୍‌ଘାଟନ ହୋଇପାରେ ଝାରସୁଗୁଡ଼ା ବିମାନବନ୍ଦର

ଝାରସୁଗୁଡ଼ା: ଆସନ୍ତା ୨୧ତାରିଖରେ ଉଦ୍‌ଘାଟନ ହୋଇପାରେ ବହୁପ୍ରତୀକ୍ଷିତ ଝାରସୁଗୁଡ଼ା ବିମାନବନ୍ଦର। ଅଗଷ୍ଟ ୨୧ରେ ଏହାର ଉଦ୍‌ଘାଟନ ହେବାର ସମ୍ଭାବନା ଥିବା ଏୟାରପୋର୍ଟ ନିର୍ଦ୍ଦେଶକ ଏସ୍.କେ ଚୌହାନ ସୂଚନା ଦେଇଛନ୍ତି। ତେବେ ଏନେଇ ସେ କୌଣସି ବିଧିବଦ୍ଧ ଚିଠି ପାଇନଥିବା ମଧ୍ୟ ସ୍ପଷ୍ଟ…
Read More...

ଆଜିଠୁ ବଢ଼ିଲା କୋଣାର୍କ ସୂର୍ଯ୍ୟମନ୍ଦିରରେ ପ୍ରବେଶ ଶୁଳ୍କ

କୋଣାର୍କ: କୋଣାର୍କ ସୂର୍ଯ୍ୟମନ୍ଦିରର ପ୍ରବେଶ ଶୁଳ୍କ ବୃଦ୍ଧିକୁ ନେଇ ପ୍ରତିବାଦ। ହୋଇଛି। ଆଜିଠାରୁ ସାଧାରଣ ଦର୍ଶକଙ୍କ ଲାଗି ଏଣ୍ଟ୍ରି ଫି ୩୦ରୁ ୪୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ବିଦେଶୀମାନଙ୍କ ଲାଗି ପ୍ରବେଶ ଶୁଳ୍କ ୫ ଶହରୁ ବୃଦ୍ଧି କରାଯାଇ ୬ଶହ ଟଙ୍କା କରାଯାଇଛି। ବର୍ଦ୍ଧିତ…
Read More...