ନୂଆଦିଲ୍ଲୀ : ହ୍ୱାଟ୍ସଆପ୍ରେ ଅନେକ ପରିବର୍ତ୍ତନ ହେବା ପାଇଁ ଯାଉଛି । ଏହାର ବ୍ୟବହାରକାରୀଙ୍କୁ ଆପ୍ରେ ଅନେକ ନୂଆ ଅପସନ୍ ମିଳିବ । ହ୍ୱାଟ୍ସଆପ୍ର ବିଟା ଭର୍ସନରେ ଏହା ଏବେ ଉପଲବ୍ଧ । ଏବେ ଏହି ସବୁ ନୂଆ ଫିଚର୍ର ପରୀକ୍ଷଣ କରାଯାଉଛି ।
ହ୍ୱାଟ୍ସଆପ୍ର ଡ୍ରଇଂ ଟୁଲ୍ରେ ଏବେ ପରିବର୍ତ୍ତନ କରାଯାଉଛି । ଏଥିରେ ରିଡିଜାଇନ୍ଡ୍ ଟେକ୍ସଟ୍ ଅପସନ୍ ରହିବ । ଟେକ୍ସ୍ଟ୍ ଏଡିଟର ସାହାଯ୍ୟରେ ଏହାକୁ ଏଡିଟ୍ କରିହେବ । ଏହା ସହ ଫଟୋ ପଠାଇବା ପୂର୍ବରୁ ଏହାକୁ ଏଡିଟ୍ କରିହେବ । ପୂର୍ବରୁ ଏଡିଟ୍ ଅପସନ୍ ରହିଥିଲା । ଏବେ ଏଥିରେ ମଧ୍ୟ ଡ୍ରଇଂ ଟୁଲ୍ ଉପଲବ୍ଧ ହେବ । ଏହା ସହ ଟେକ୍ସ୍ଟ୍ ଏଡିଟର ରହିବ ।
ପୂର୍ବରୁ ଫଟୋ ପ୍ରେରଣ କରିବା ସମୟରେ ଏହାର ମାନ ବା କ୍ୱାଲିଟି ହ୍ରାସ ପାଉଥିଲା । ଏବେ ପୂର୍ବ ବା ଅରିଜିନାଲ୍ କ୍ୱାଲିଟିରେ ଫଟୋ ପଠାଇ ପାରିବେ । ଏହା ସହ ଷ୍ଟାଟସ୍ରେ ଅଡିଓ ନୋଟ୍ ଲଗାଇପାରିବେ।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
