ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଇଂରାଜୀ ପତ୍ରିକା “ଇନସାଇଡ୍ କଭର ” ଉନ୍ମୋଚିତ
ଭୁବନେଶ୍ୱର : ମାସିକ ଇଂରାଜୀ ପତ୍ରିକା ଇନସାଇଡ କଭରର ସ୍ୱତନ୍ତ୍ର ସଂସ୍କରଣ ଆଜି ଲୋକ ସେବା ଭବନ ଅନ୍ତର୍ଗତ ତୃତୀୟ ମହଲା ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ କରକମଳରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉକ୍ତ ପତ୍ରିକା ଅତ୍ୟନ୍ତ ଉଚ୍ଚକୋଟୀର ବୋଲି କହିବା ସହିତ ପତ୍ରିକାର ସମସ୍ତ କର୍ମକର୍ତ୍ତା ମାନଙ୍କୁ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦିନରେ ଏହାର ସମ୍ପୂର୍ଣ୍ଣ ସଫଳତା କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପତ୍ରିକା ପରିଚାଳନା କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଏବଂ ବିଜେପିର ବରିଷ୍ଠ ନେତା ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ବାବୁ ସିଂ, ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ଅନୁଷ୍ଠାନର ଉପଦେଷ୍ଟା ତଥା ଓଡିଶା ରାଜ୍ୟ ନିଗମ କର୍ମଚାରୀ ମହାସଂଘର ସଭାପତି ସରୋଜ କାନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।ପତ୍ରିକାର ସମ୍ପାଦକ ଜଗନ୍ନାଥ ପ୍ରସାଦ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Downloaded the bg678 game from their site. Process was painless. Good graphics and the gameplay is addictive. Been spending way too much time on it, haha! Get your game on: bg678gamedownload
Alright folks, thinking about giving 9999bet a whirl. Any advice or warnings before I jump in?
Good times at 777becasino! A decent selection of games and a pretty smooth experience all around. Have a peek: 777becasino
Alright, 55666 bong88 is the real deal. I’ve had some decent wins on this site. The interface is clean and easy to navigate, which is a major plus. Give it a shot! 55666 bong88
GGwinapp is another one that’s good for mobile. Nice interface and they seem to have a decent number of markets. Nothing groundbreaking, but gets the job done. Check it out: ggwinapp