banner
Breaking

ଭାରତ ପାକିସ୍ତାନ ସୀମାରେ ହେବ ନୂତନ ଏୟାରବେସ୍

1

ଗାନ୍ଧିନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧିନଗରରେ ପ୍ରତିରକ୍ଷା ଏକ୍ସପୋ-୨୦୨୨ର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଭାରତ-ପାକିସ୍ତାନ ସୀମା ଏଲଓସି ନିକଟରେ ଥିବା ଦିସା ଠାରେ ଏକ ନୂତନ ଏୟାରବେସର ମୂଳଦୁଆ ପକାଇଛନ୍ତି। ସେ କହିଛନ୍ତି ଯେ ଏହି ନୂତନ ଏୟାରବେସ ଦେଶର ସୁରକ୍ଷା ପାଇଁ ଏକ ପ୍ରଭାବଶାଳୀ କେନ୍ଦ୍ର ଭାବରେ ଉଭା ହେବ। ଏଥି ସହିତ ଗୁଜରାଟ ଭାରତର ପ୍ରତିରକ୍ଷା କେନ୍ଦ୍ରରେ ପରିଣତ ହେବ ଏବଂ ଭାରତର ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

Khansweb Solution Bhubaneswar
1 Comment
  1. mitolyn reviews says

    **mitolyn reviews**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.