banner
Breaking

ଦିଲ୍ଲୀ ମେୟର ନିର୍ବାଚିତ

1

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟିର (ଏଏପି)ର ପ୍ରାର୍ଥୀ ଶେଲି ଓବେରୟ ଦିଲ୍ଲୀ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରୁ ଭାଜପା ପ୍ରାର୍ଥୀ ଶିଖା ରାଏଙ୍କ ନିଜ ନାମ ପ୍ରତ୍ୟାହାର କରିବା ପରେ ଶେଲି ଓବେରୟ ନିର୍ଦ୍ୱନ୍ଦରେ ଜିତିଛନ୍ତି। ବହୁ ବିବାଦ ପରେ ଶେଷରେ ଦିଲ୍ଲୀ ନୂଆ ମେୟର ପାଇଛି।

ଦିଲ୍ଲୀ ମେୟର ନିର୍ବାଚନରେ ଜିତିବା ପରେ ଶେଲି ଓବେରୟ କହିଛନ୍ତି, ମୋତେ ପୁନର୍ବାର ମେୟର ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଧନ୍ୟବାଦ। ଏଥିସହ କାଉନସିଲର ତଥା ଜନସାଧାରଣଙ୍କୁ ମଧ୍ୟ ଧନ୍ୟବାଦ। ମୁଁ ପୁନର୍ବାର ପାଇଥିବା ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ ତୁଲାଇବି।

Khansweb Solution Bhubaneswar
1 Comment
  1. mitolyn reviews says

    **mitolyn reviews**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.