banner
Breaking

ମାଟ୍ରିକ ପରୀକ୍ଷା ମାର୍କ ବୃଦ୍ଧି ଗୁଜବକୁ ଖଣ୍ଡନ

0

କଟକ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ମୁଦ୍ରଣ ଜନିତ ତ୍ରୁଟି ପାଇଁ ସାମାଜିକ ବିଜ୍ଞାନ ‘ବି’ ସେଟ୍‌ ଛାତ୍ରୀଛାତ୍ରଙ୍କୁ ୧୭ ମାର୍କ ମିଳିବା ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ହେଲେ ବୋର୍ଡ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି। ମୁଦ୍ରଣଜନିତ ତ୍ରୁଟି ପାଇଁ ଛାତ୍ରୀଛାତ୍ରଙ୍କୁ ଉପଯୁକ୍ତ ନମ୍ବର ପ୍ରଦାନ କରାଯାଇଛି। କୌଣସି ଛାତ୍ରୀଛାତ୍ର ଏଥିପାଇଁ ଚିନ୍ତା କରିବା ଆବଶ୍ୟକତା ନାହିଁ। ସେମାନଙ୍କୁ ଫୁଲ୍‌ ମାର୍କ ପ୍ରଦାନ କରାଯିବା ନେଇ ଗୁଜବ ଶୁଣିବାକୁ ମିଳିଥିଲା।

Khansweb Solution Bhubaneswar

Leave A Reply

Your email address will not be published.