banner
Breaking

ରାଜଧାନୀରେ ୧୫ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

1

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରାଇଭେଟ ବା ଘରୋଇ ସ୍କୁଲ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଆଡଭାଇଜରୀରେ ଥଣ୍ଡାକୁ ଦେଖି ସ୍କୁଲ ଗୁଡିକୁ ୧୫ ଜାନୁୟାରୀ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କୁହାଯାଇଛି । ରାଜଧାନୀ ଦିଲ୍ଲୀର ଅଧିକାଂଶ ସ୍କୁଲ ଥଣ୍ଡା ପାଇଁ ୮ ଜାନୁୟାରୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ । ସ୍କୁଲ ସୋମବାରଠାରୁ ଖୋଲିବାର ଥିଲା । ଏପଟେ ଦିଲ୍ଲୀ ସରକାରଙ୍କ ସ୍କୁଲରେ ୧ରୁ ୧୫ ଜାନୁୟାରୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ହେଲେ ଏବେ ପ୍ରାଇଭେଟ ସ୍କୁଲ ପାଇଁ ବି ଆଡଭାଇଜରୀ ଜାରି କରି ୧୫ ଜାନୁୟାରୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Khansweb Solution Bhubaneswar
1 Comment
  1. mitolyn reviews says

    **mitolyn reviews**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.