banner
Breaking
Browsing Category

ଜିଲ୍ଲା

ପଥରଗାଡିଆ ମୌଜା ଲିଜ୍ ପ୍ଲଟର ସ୍ଥାୟୀ ପଟ୍ଟା ନିମନ୍ତେ ଦାବି

ଭୁବନେଶ୍ୱର - ପଥରଗାଡିଆ ମୌଜା ସ୍ଥିତ ଲିଜ୍ ପ୍ଲଟର ସ୍ଥାୟୀ ପଟ୍ଟା ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅନୁରୋଧ କରିଛନ୍ତି ପଥର ଗାଡିଆ ଶିଖରଚଣ୍ଡୀ ବିହାର ଉନ୍ନୟନ ପରିଷଦ। ଆଜି ପଥର ଗାଡିଆ ଶିଖରଚଣ୍ଡୀ ଉନ୍ନୟନ ପରିଷଦ ପକ୍ଷରୁ ଶିଖରଚଣ୍ଡୀ…
Read More...

ପ୍ରତିଶୃତି ରକ୍ଷା ପାଇଁ ପଦ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବ। ବର୍ଷକ ଭିତରେ ପଦ୍ମପୁରକୁ ଜିଲା ମାନ୍ୟତା ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ୩ଟି ସ୍ଥାନରେ ସଭା କରି ଏଭଳି ଘୋଷଣା କରିଛନ୍ତି।…
Read More...

ପୁଣି ଦନ୍ତାହାତୀ ମୃତ୍ୟୁ

ଆଠଗଡ,୧୩।୨: ଆଠଗଡ ବନାଞ୍ଚଳ ଅନ୍ତର୍ଗତ ନୂଆବନ୍ଧ ନୂଆ ତଇଲା କାଜୁ ଜଙ୍ଗଲରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀର ଆନୂମାନିକ ବୟସ ୨୦ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ ଆଠଗଡ ବନାଞ୍ଚଳ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀର ଶୁଣ୍ଢରେ କ୍ଷତ…
Read More...

ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ସହ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଗସ୍ତ ଦିନକ ପୂର୍ବରୁ କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ…
Read More...

କଳିଙ୍ଗ ରନର୍ସ ପକ୍ଷରୁ ୫ମ ଜାତୀୟସ୍ତରର ଗଣଦୌଡର ଆୟୋଜନ

ଭୁବନେଶ୍ୱର: ସମାଜରେ ବିଶୃଙ୍ଖଳିତ ଜୀବନଶୈଳୀ, ଖରାପ ଖାଦ୍ୟାଭ୍ୟାସ ଓ ଅର୍ଥନୈତିକ ଅସମାନତା ପ୍ରଭୃତି କାରଣରୁ ଅଧିକାଂଶ ଲୋକ ଆଜିଦିନରେ ଚାପଗ୍ରସ୍ତ ଜୀବନଯାପନ କରୁଛନ୍ତି । ଯାହା ଫଳରେ ଉଚ୍ଚ ରକ୍ତଚାପ, ଡାଇବେଟିସ୍‌, ହୃଦରୋଗ ଭଳି ରୋଗ ଆଜି ସମାଜରେ ଅତିସାଧାରଣ ହୋଇଯାଇଛି । ଓଡିଶାରେ ଏକ…
Read More...

ଲିଙ୍ଗରାଜଙ୍କ ଦର୍ଶନ କରି ଜଳାଭିଷେକ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୧୧।୨(ବ୍ୟୁରୋ): ବାବା ଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଡା ସୁରକ୍ଷା ବ୍ୟବସ୍ଥାରେ ଶୁକ୍ରବାର ବାବା ଲିଙ୍ଗରାଜଙ୍କ ଜଳାଭିଷେକ ସହ ପୂଜାର୍ଚ୍ଚନା କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଉପସ୍ଥିତ ଥିଲେ। ଗର୍ଭଗୃହରୁ ପୂଜାର୍ଚ୍ଚନା ସାରିବା ପରେ…
Read More...

ବିଡ଼ିଏ ଇପିଏଫ ପେନସନ ଭୋଗୀଙ୍କ ବୈଠକ

ଭୂବନେଶ୍ଵର, - ଭୂବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ( ବିଡ଼ିଏ)ର ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକ ମାନଙ୍କର ଏକ ବୈଠକ ଆଜି ୟୁନିଟ-୩, ଖାରବେଳ ନଗର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସମିତିର ସଭାପତି ତଥା ପୂର୍ବତନ ବିଧାୟକ ପ୍ରୀୟଦର୍ଶୀ ମିଶ୍ରଙ୍କ…
Read More...

ବରମୁଣ୍ଡା ବସଷ୍ଟାଣ୍ଡରେ ବୋମା ମାଡ଼

ଭୁବନେଶ୍ୱର : ରାଜଧାନୀର ନୂଆ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବୋମାମାଡ ହୋଇଛି। ଖାଇବାକୁ ନେଇ ଝଗଡା ହେବାରୁ ଏକ ହୋଟେଲ କର୍ମଚାରୀଙ୍କ ଉପରକୁ ଏହି ବୋମାମାଡ ହୋଇଥିବା ଜଣାପଡିଛି। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। େବୋମାମାଡ କରିଥିବା…
Read More...

ରେଡ଼୍ ସ୍ୱସ୍ତିକ୍ ସୋସାଇଟି ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ

ଭୁବନେଶ୍ୱର : ଦେଶର ଅଗ୍ରଣୀ ସମାଜସେବା ସଂଗଠନ ରେଡ଼୍‌ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ବିଶ୍ୱ କର୍କଟ ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ସଂଜୀବନି” ଭୂବନେଶ୍ୱର ସ୍ଥିତ ଗଲ୍‌ଫ୍ କ୍ଲବ୍ ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅସିତ୍…
Read More...

ନାରାୟଣପାଟଣାରେ ୫ଟି ସଚିବ

କୋରାପୁଟ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କୋରାପୁଟ ଜିଲା ଗସ୍ତ କରି ନାରାୟଣପାଟଣା ପାଇଁ ଶିକ୍ଷା,ସାସ୍ଥ୍ୟ, ରାସ୍ତା, ପାନୀୟ ଜଳ ସମସ୍ୟା ଦୂର ନେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ପରିପ୍ରେକ୍ଷୀରେ ଶନିବାର ଏକ ସ୍ବତନ୍ତ୍ର ବିମାନ ଯୋଗେ ୫-ଟି ସଚିବ ଭି.କେ.…
Read More...