Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ଜିଲ୍ଲା
ବାପାଙ୍କ ୧୧ ଦିନରେ ଚାଲିଗଲେ ପୁଅ।
ଭୁବନେଶ୍ୱର,୧୯।୫(ବ୍ୟୁରୋ): ବିଧିର ବିଧାନ ବଡ଼ ବିଚିତ୍ର। ଦଇବ ଦାଉ ସାଧିଲା। ୧୧ଦିନ ପୂର୍ବରୁ ବାପା ପରପାରିକୁ ଚାଲିଯାଇଥିବା ବେଳେ ଏବେ ପୁଅଙ୍କର ଦେହାନ୍ତ ହୋଇଛି। ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ଦେହାନ୍ତର ୧୧ ଦିନରେ ତାଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ଦେହାନ୍ତ ହୋଇଛି।…
Read More...
Read More...
୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଓଏଚଆରସି କାର୍ଯ୍ୟାଳୟ ।
ଭୁବନେଶ୍ୱର,୧୮।୫(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତୋଷାଳୀ ଭବନସ୍ଥିତ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍ଆର୍ସି)ଙ୍କ କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଇଛି। ଏହି କ୍ରମରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟ ବନ୍ଦ ରହିବ। ଏହି…
Read More...
Read More...
କରୋନା ପାଇଁ ଜରୁରୀ ବୈଠକ।
ନିଶ୍ଚିନ୍ତକୋଇଲି,୧୭।୫ : କଟକ ଜିଲା ନିଶ୍ଚିନ୍ତକଇଲି ବ୍ଲକରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ଏହି ବ୍ଲକରେ କରୋନା ୬ ମୁଣ୍ଡ ନେଇଥିବା ବେଳେ ୧୫୦ରୁ ଊର୍ଦ୍ଧ୍ୱ ଆକ୍ଟିଭ୍ କେସ ରହିଛି । ନିଶ୍ଚିନ୍ତକୋଇଲି ମେଡିକାଲରେ ଗୋଟିଏ ସ୍ଥାନରେ ଟିିକା ଓ କରୋନା ଟେଷ୍ଟ କରାଯାଉଥିବାରୁ ସଂକ୍ରମଣ…
Read More...
Read More...
ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ କବିତା ଆସର ଏବଂ ସାରସ୍ବତ ବନ୍ଧୁ ମିଳନ
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ କବିତା ଆସର ଏବଂ ସରସ୍ବତ ବନ୍ଧୁ ମିଳନ ଉନ୍ମୋଚନ ଉତ୍ସବ ଗୁଗୁଲ୍ ମିଟ୍ ମାଧ୍ୟମରେ ପାଳିତ ହୋଇଯାଇଅଛି lଏହି ଅଧିବେଶନରେ ମାଟିଲଗ୍ନା ସାହିତ୍ୟ ସଂସଦ, ମାଲକାନଗିରି ଶାଖାର ସମ୍ପାଦକ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନଙ୍କ…
Read More...
Read More...
ଭୋକର ଜ୍ୱାଳାରେ ଅସହାୟ ମଣିଷ : ପ୍ରଶାସନ ଚୁପ l
କୋରାପୁଟ ଜିଲ୍ଲାରେ କରୋନା କାୟା ଯୋଗୁଁ ସହରର ୨ ଦିନ ଶନିବାର ଏବଂ ରବିବାର ସଟଡାଉନ ପ୍ରଶାସନ ତରଫରୁ ଘୋଷଣା କରାଯାଇଛି l ଏହି ପରିପ୍ରେକ୍ଷୀରେ ଏବେ କୋରାପୁଟର ଏକ ଅସହାୟଙ୍କ କଥା ନ କହିଲେ ସମ୍ପୂର୍ଣ ଭଲ ତାହାର ଏକ ବିରଳ ପ୍ରତିଛବି ଏହି ଅସହାୟ ବ୍ୟକ୍ତିଟିକୁ ଦେଖିଲେ ସ୍ପଷ୍ଟ ଅନୁମାନ କରିହେବ…
Read More...
Read More...
ଜୁନ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ।
ପୁରୀ,୧୬।୫: ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଜଗା ଦର୍ଶନ ମିଳିପାରିବ ନାହିଁ। କୋଭିଡ୍-୧୯ ସଂକ୍ରମଣ ହାର ବଢ଼ୁଥିବାରୁ ରବିବାର ଶ୍ରୀମନ୍ଦିର ଏବଂ ଜିଲା ପ୍ରଶାସନର ସମ୍ମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସୀମିତ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ଜାରି ରହିବ।
Read More...
Read More...
ଆସନ୍ତାକାଲି ଠାରୁ ବରିଷ୍ଠ ନାଗରିକଙ୍କ ଘରେ ପହଞ୍ଚିବ ବିଏମସି।
ଭୁବନେଶ୍ୱର, ୧୬।୫ – ୬୦ରୁ ଉର୍ଦ୍ଧ୍ୱ ବୟସ୍କ ବରିଷ୍ଠ ନାଗରିକଙ୍କ ପାଇଁ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ଘରକୁ ଘର ଟିକାକରଣ ଓ କୋଭିଡ୍ ଟେଷ୍ଟ ପ୍ରକ୍ରିୟା। ଏଥି ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ କରାଯାଇଛି ବ୍ୟବସ୍ଥା।
ସକାଳ ୮ଟାରୁ ୧୧ଟା ମଧ୍ୟରେ ଟୋଲ ଫ୍ରି ନଂ…
Read More...
Read More...
ଭୁବନେଶ୍ୱରରେ କମୁନି ସ°କ୍ରମଣ। ଆଜି ୧୩୫୩ ପଜିଟିଭ ଚିହ୍ନଟ।
ଭୁବନେଶ୍ୱର,୧୬।୫: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଉଛି। ହେଲେ ସଂକ୍ରମଣ କମୁନାହିଁ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରୁ ରବିବାର ପୁଣି ୧୩୫୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୧୮ ଜଣ କ୍ୱାରେଣ୍ଟିନ୍ରୁ ଚିହ୍ନଟ…
Read More...
Read More...
ରଥକାଠ ଅନୁକୂଳ।
ପୁରୀ,୧୫/୫ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶନିବାର ଅପରାହ୍ନରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଛି। ଆଜ୍ଞାମାଳ ପହଂଚିବା ପରେ ତିନି ରଥର ମୁଖ୍ୟ ମହାରଣା ଏହି ଆଜ୍ଞାମାଳକୁ ଗ୍ରହଣ କରିଥିଲେ। ପରେ ପରେ ଶ୍ରୋତିୟ ବ୍ରାହ୍ମଣ ମାନେ ପଂଚ ବିଧି…
Read More...
Read More...
ବିନା ଭକ୍ତରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା।
ପୁରୀ,୧୫/୫ : ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶନିବାର ଅପରାହ୍ନରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ନରେନ୍ଦ୍ର ପୁଷ୍କରିଣୀରେ ଆରମ୍ଭ ହୋଇଛି। ଏହି ଚନ୍ଦନ ଯାତ୍ରା ୨୧ ଦିନ ବ୍ୟାପୀ ଚାଲିବ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ମଣି ବିମାନରେ ଆସି ନରେନ୍ଦ୍ର…
Read More...
Read More...