banner
Breaking
Browsing Category

ଜିଲ୍ଲା

ଶାଶୁ ଘର ଆଗରେ ରୋଷେଇ କଲେ ତପସ୍ବିନୀ

ବ୍ରହ୍ମପୁର ,୧୯ା୧୨: ନ୍ୟାୟ ଓ ନିଜ ହକ୍‌ ପାଇଁ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁ ଘର ଆଗରେ ବୋହୂ ତପସ୍ବିନୀ ଦାଶଙ୍କ ଧାରଣା ଜାରି ରହିଛି। ତପସ୍ବିନୀ ରବିବାର ଘର ବାହାରେ ରୋଷେଇ କରି ଖାଇଛନ୍ତି। ହୋଟେଲ ଖାଦ୍ୟ ଖାଇବାରୁ ସ୍ବାସ୍ଥ୍ୟ ଖରାପ ହେଉଛି। ଶ୍ୱଶୂର ଘର ଲୋକେ ଘର ଭିତରକୁ ଯିବାକୁ…
Read More...

କଟକରେ ଓମିକ୍ରନ୍ ସନ୍ଦିଗ୍ଧ

କଟକ,୧୮ା୧୨: କଟକରେ ସନ୍ଦିଗ୍ଧ ଓମିକ୍ରନ ରୋଗୀ ସାମ୍ନାକୁ ଆସିବା ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ଜଣେ ନାଇଜେରିଆ ଫେରନ୍ତାଙ୍କ ପିଜିଟିଭ୍‌ ନେଇ ଖବର ଆସିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।  ବ୍ୟକ୍ତି ଜଣଙ୍କ ଜଗତସିଂହପୁରରୁ  କଟକ…
Read More...

ରାଜଧାନୀରେ ପୁଣି ଗଡିବ ମୋ ସାଇକେଲ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ରାଜଧାନୀରେ ସାଇକେଲ ଚାଳକଙ୍କ ପାଇଁ ଖୁସି ଖବର ଆସିଛି। ପୁଣି ପୂର୍ବଭଳି ସ୍ମାର୍ଟସିଟିରେ ସମସ୍ତ ମୋ ସାଇକେଲ ଚାଲିବ । ଏ ନେଇ ସ୍ମାର୍ଟସିଟି ପକ୍ଷରୁ ପଦକ୍ଷେପ ନିଆଯାଇଛି। ମୋଟ ୨ହଜାର ସାଇକେଲର ପରିଚାଳନା ଦାୟିତ୍ୱ ୩ଟି କମ୍ପାନୀକୁ ଦିଆଯାଇଥିଲା। ୟୁଲୁ, ୟାନା ଓ…
Read More...

ପୁଣି ଶାଶୁ ଘର ଆଗରେ ବସିଲେ ତପସ୍ବିନୀ

ବ୍ରହ୍ମପୁର ,୧୮ା୧୨: ବହୁଚର୍ଚ୍ଚିତ ଡା. ସୁମିିତ ସାହୁ- ତପସ୍ବିନୀ ଦାଶ ପାରିବାରିକ ମାମଲା ତୁଟିବା ନାଁ ଧରୁନି। ଦିନକୁ ଦିନ ଏହା ଜଟିଳ ହେବାରେ ଲାଗିଛି। ଶୁକ୍ରବାର ତପସ୍ବିନୀ କୋର୍ଟରୁ ନ୍ୟାୟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ଶୁଣାଣି ଘୁଞ୍ଚିବାରୁ ଅନ୍ୟ ଉପାୟ ନ ପାଇ ପୁଣି ଶାଶୁଘର ଆଗରେ…
Read More...

୧୮୧୭ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ଆନ୍ଦୋଳନ ପାଇଁ ଦାବି

ଭୁବନେଶ୍ୱର,, ୧୮ା୧୨: ୧୮୧୭ ମସିହା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପ୍ରଦାନ ଓ ପାଇକ ସ୍ମାରକୀ ନିର୍ମାଣ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ବୀର ମହାସଂଘ। ରାଜ୍ୟର ପାଇକଙ୍କୁ ଏକାଠି କରିବା ସହ ଆଉଏକ ସଂଗ୍ରାମ ପାଇଁ ବୀର ଧ୍ୱନି ବଜାଇଛି। ଏଥିପାଇଁ…
Read More...

ଯବାନଙ୍କ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ମାଓବାଦୀ

ନୂଆପଡ଼ା,୧୭।୧୨: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲା ସିନାପାଲି ଥାନା ଝୋଲାପଡ଼ା ଗାଁ ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଏବଂ ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯବାନଙ୍କ ପାଲଟା ଗୁଳିରେ ମାଓବାଦୀମାନେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି। ନୂଆପଡ଼ା ଏସ୍‌ପିଙ୍କ ସମ୍ମିଳନୀ…
Read More...

ଖୋର୍ଦ୍ଧା ଓ କଟକରେ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା ,୧୩।୧୨: ଖୋର୍ଦ୍ଧା ଜିଲା ବେଗୁନିଆ ବିଜୁ ପଟ୍ଟନାୟକ ପଡ଼ିଆଠାରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ମୁଖ୍ୟମନ୍ତ୍ରୀ ବିଏସ୍‌କଓ୍ବୋଇ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଜିଲାରେ ୪ ଲକ୍ଷ କାର୍ଡ ବଣ୍ଟନ କରାଯିବାକୁ ଥିବା ବେଳେ ୧୪ ଲକ୍ଷ ହିତାଧୀକାରୀ ଉପକୃତ ହେବେ। ୯୮୮ ଶହ କୋଟି…
Read More...

ଖୁବଶୀଘ୍ର ଘୋଷଣା ହେବ ପଞ୍ଚାୟତ ନିର୍ବାଚନ ତାରିଖ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ତାରିଖ ଖୁବ୍‌ଶୀଘ୍ର ଘୋଷଣା ହୋଇପାରେ। ପଞ୍ଚାୟତ ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ହୋଇସାରିଛି। ୯୧, ୯୧୩ ଓ୍ବାର୍ଡ, ୬୭୯୪ ପଞ୍ଚାୟତରେ ନିର୍ବାଚନ ହେବ। ରାଜ୍ୟରେ ୮୫୩ ଜିଲା ପରିଷଦ ଆସନ ପାଇଁ ନିର୍ବାଚନ ହେବ। ତେବେ ନିର୍ବାଚନ…
Read More...

ପିଲାଙ୍କ ସହ ପାଠ ପଢିଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗଞ୍ଜାମ ଜିଲା ଗସ୍ତ କରିଛନ୍ତି। ଏହି ଅବସରରେ ହିଞ୍ଜିଳିକାଟୁସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ । ପରେ ନିଜ ନିିର୍ବାଚନ କ୍ଷେତ୍ରରେ ସ୍ମାର୍ଟ ସ୍କୁଲ ରୂପାନ୍ତରଣର ଅନୁଧ୍ୟାନ କରିଥିଲେ ।…
Read More...

ବିଧାୟକ ବଦ୍ରି ନାରାୟଣ ପାତ୍ର ଅସୁସ୍ଥ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ଘସିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ଫଳରେ ତାଙ୍କୁ ଆଜି ଭୁବନେଶ୍ୱରରୁ ହାଇଦ୍ରାବାଦ ଏୟାରଲିଫ୍ଟ କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରର ଏକ ମେଡିକାଲରେ ଭର୍ତ୍ତି…
Read More...