ସାମ୍ବାଦିକଙ୍କ ପିତୃ ବିୟୋଗ
ଭୁବନେଶ୍ୱର,୧୪।୧୦: ସମ୍ବାଦ ଖବରକାଗଜର ସାମ୍ବାଦିକ ବିଦ୍ୟାଧର ବାରିକ (ମଧୁ)ଙ୍କ ପିତା କୈଳାସ ଚନ୍ଦ୍ର ବାରିକଙ୍କର ଗତକାଲି ବିଳମ୍ବିତ ରାତିରେ ପଟିଆ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ବିୟୋଗ ଘଟିଛି। ୭୨ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଛନ୍ତି। ସେ ଜଣେ ମେଳାପି, ପରୋପକାରୀ, ମିଷ୍ଟଭାଷୀ, ସରଳ ସ୍ୱଭାବର ବ୍ୟକ୍ତି ଥିଲେ। ସେ ଗତ ତିନିଦିନ ହେବ ଜ୍ବରରେ ପିଡୀତ ଥିଲେ। ଗତକାଲି ସକାଳେ ଅଧିକ ଦେହ ଖରାପ ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବେଳକୁ ବେଳ ଖରାପ ଆଡ଼କୁ ଗତି କରୁଥିଲା। ଡାକ୍ତର ମାନଙ୍କର ଶତଚେଷ୍ଟା ସତ୍ୱେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ଘଟିଥିଲା। ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ଭଲ ଲୋକଟି ଚାଲିଗଲା ବୋଲି ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳୁଥିଲା। ତାଙ୍କ ରଙ୍ଗମାଟିଆ ସ୍ଥିତ ବାସଭବନରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ଅନ୍ୟାନ୍ୟ ରାଜନେତା, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଏବଂ ସାମ୍ବାଦିକ ମାନେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ପ୍ରଦାନ କରିଥିଲେ। ଆଜି ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

yil5eh
l86atf
Lodibet291 is a good choice if you enjoy online gambling, I find it very entertaining and easy to access. You want to try? Visit lodibet291
55bmwwin… The name says it all! I’m ready to WIN BIG, baby! Let’s go. Check them out now 55bmwwin
cx777gamelogin, saved me a ton of hassle with the login. Much appreciated. Peep this cx777gamelogin
Alright, let’s talk bet558casino! Found it recently and I’m already hooked. Great bonuses and the website feels modern and easy to navigate. I’d say bet558casino is definitely worth a visit!
p1mg4u