banner
Breaking

ଓଡିଶାରେ ଚିହ୍ନଟ ହେଲେ ଓମିକ୍ରନ୍ ଆକ୍ରାନ୍ତ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ପଡୋଶୀ ରାଜ୍ୟଗୁଡିକ ପରେ ଏବେ ଓଡିଶାରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ରାଜ୍ୟରେ ମଙ୍ଗଳବାର ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ଜଣେ ଜଗତ୍‌ସିଂହପୁରର ହୋଇଥିବା ବେଳେ ଆଉ ଜଣେ ଆକ୍ରାନ୍ତ ଖୋର୍ଦ୍ଧା ଜିଲାର ବୋଲି…
Read More...

କାଠୁଆ ଜାଡରେ ଥରୁଛି ଓଡିଶା

ଭୁବନେଶ୍ୱର,୨୧।୧୨:  ସମଗ୍ର ରାଜ୍ୟକୁ ହାଡ଼ଭଙ୍ଗା ଶୀତ କବଳିତ କରିଛି। କାଠୁଆ ଜାଡ଼ରେ ଥରୁଛି ଓଡ଼ିଶା। ସଞ୍ଜ ନଇଁବା ମାତ୍ରେ ମାଡ଼ିଆସୁଛି ହାଡ଼ଭଙ୍ଗା ଶୀତ। ଦେହ ହାତ କୋଲା ମାରିଯାଉଛି। ଗାଁଠୁ ସହର ସବୁଠି ଶୀତର ପ୍ରକୋପ ଏତେ ବଢି ଯାଇଛି ଯେ ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି।…
Read More...

୩୧ତମ ଜନ୍ମଦିନ ପାଳନ କରିବେ ତମନ୍ନା

ମୁମ୍ବାଇ: ୟଙ୍ଗଷ୍ଟରଙ୍କ ପ୍ରଥମ ପସନ୍ଦ ନାୟିକା ତମନ୍ନା ଭାଟିଆ ଚଳିତ ବର୍ଷ ତାଙ୍କର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି । ୨୧ ଡିସେମ୍ବର ୧୯୮୯ରେ ଜନ୍ମନେଇଥିବା ତମନ୍ନା ମାତ୍ର ୧୫ ବର୍ଷ ବୟସରେ ଅଭିନୟ ଦୁନିଆରେ ପାଦ ରଖିଥିଲେ । ପ୍ରଥମେ ସେ ଫିଲ୍ମ ‘ଚାନ୍ଦ ସା ରୋଶନ ଚେହେରା’ରେ ଅଭିନୟ କରିଥିବା…
Read More...

ଦୁଇ ଶହ ହିତାଧିକାରୀଙ୍କୁ ବିଏସକେଓ୍ବାଇ କାର୍ଡ ବାଣ୍ଟିଲେ ବିଧାୟକ

ଭୁବନେଶ୍ୱର : ଉତ୍ତର ଭୁବନେଶ୍ୱର ବିଏମସି ୱାର୍ଡ ନଂ ୧ ଏବଂ ୨ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) ସ୍ମାର୍ଟ କାର୍ଡ ବଣ୍ଟନ କରିଯାଇଛି । ପ୍ରଶାନ୍ତି ବିହାର ଦୁର୍ଗା ମଣ୍ଡପ ପଡିଆରେ ଏକ ବିଶାଳ ସମାବେଶ କରାଯାଇ ଦୁଇ ଶହରୁ ଉର୍ଦ୍ଧ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ…
Read More...

ମୋବାଇଲ ଚୋରି କରି ଦୁଇ ମହିଳା ଗିରଫ

ପିପିଲି,୨୦/୧୨(ବ୍ୟୁରୋ) : ପିପିଲି ବଜାର ଓ ସାପ୍ତାହିକ ହାଟରେ ମୋବାଇଲ୍‍ ଫୋନ୍‍ ଚୋରି କରୁଥିବା ଏକ ମହିଳା ଚୋର ଗୋଷ୍ଠିର ଦୁଇଜଣ ସଦସ୍ୟାଙ୍କୁ ଗିରଫ କରିବାରେ ପିପିଲି ପୁଲିସ ସଫଳ ହୋଇଛି। ଗିରଫ ମହିଳା ଦ୍ୱୟ ହେଲେ ଗଞ୍ଜାମ ଜିଲା ଆସ୍କା ଥାନା ଅଞ୍ଚଳର ଏ. କାଶିଆମ୍ମା (୫୫) ଓ ଡି. ସୁନ୍ଦରୀ…
Read More...

ତପସ୍ବିନୀଙ୍କ ପାଇଁ ଗ୍ରୀଲ୍ ଭାଙ୍ଗିଦେଲେ ମହିଳା

ବ୍ରହ୍ମପୁର,୨୦ା୧୨: ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କ ପାରିବାରକ କଳହ ନୂଆଁ ମୋଡ଼ ନେଉଛି। ଗୋଟିଏ ପଟେ ନ୍ୟାୟ ଓ ନିଜ ଅଧିକାର ପାଇଁ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁ ଘର ଆଗରେ ବୋହୂ ତପସ୍ବିନୀ ଧାରଣା ଜାରି ରଖିଥିବା ବେଳେ ସୋମବାର ରାତିରେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି।…
Read More...

ମହିଳା ଆର ଆଇଙ୍କୁ ଆକ୍ରମଣ

ଆନନ୍ଦପୁର,୨୦।୧୨(ବ୍ୟୁରୋ): କେନ୍ଦୁଝର ଜିଲା ଆନନ୍ଦପୁର ମହିଳା ରାଜସ୍ବ ନିରୀକ୍ଷକ ସୀମା ସିମନ୍ତିନୀ ସାହୁ ସୋମବାର ସକାଳେ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯଇଥିଲା। ସେଠାରେ…
Read More...

ଭୋଟର କାର୍ଡ ସହିତ ଯୋଡିହେବ ଆଧାର କାର୍ଡ

ନୂଆଦିଲ୍ଲୀ,୨୦।୧୨: ନିର୍ବାଚନ ଆଇନ (ସଂଶୋଧନ) ବିଲ,୨୦୨୧ ଲୋକ ସଭାରେ ଆଗତ କରାଯାଇଛି। ଏହି ବିଲରେ ଭୋଟର କାର୍ଡକୁ ଆଧାର କାର୍ଡ ସହିତ ଯୋଡିବା ପାଇଁ ଏକ ବ୍ୟବସ୍ଥା କରାଯାଇଛି। ଏହାପୂର୍ବରୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଏଆଇଏମଆଇଏମ, ଆରଏସପି, ବିଏସପି ଭଳି ଦଳ ଏହି ବିଲ ପ୍ରଣୟନକୁ ବିରୋଧ…
Read More...

ଓଡ଼ିଶାର ଦୀର୍ଘତମ T ସେତୁ ଉଦଘାଟିତ

କଟକ, ୨୦।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଦୀର୍ଘତମ ସେତୁକୁ ସୋମବାର ଲୋକାର୍ପିତ କରିଛନ୍ତି। ୧୧୧ କୋଟି ବ୍ୟୟରେ ଏହି ସେତୁ ନିର୍ମିତ ହୋଇଛି। ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ T ଅକ୍ଷର ସଦୃଶ। ଏହା ରାଜ୍ୟର ପ୍ରଥମ ସେତୁ । ଏହି ସେତୁ ଫଳରେ ଅଞ୍ଚଳବାସୀଙ୍କ ଦୀର୍ଘ…
Read More...

ଓମିକ୍ରନ୍ ମୁକାବିଲା ପାଇଁ ଦିଲ୍ଲୀ ପ୍ରସ୍ତୁତ – କେଜରିଓ୍ବାଲ

ନୂଆଦିଲ୍ଲୀ,୨୦।୧୧: ଦିଲ୍ଲୀରେ ଓମିକ୍ରନର ବଢୁଥିବା ବିପଦକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ସୋମବାର କ୍ୟାବିନେଟ ଏବଂ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଓମିକ୍ରନର ବିପଦକୁ ମୁକାବିଲା କରିବା…
Read More...