banner
Breaking

ପ୍ରେମରେ ମତୁଆଲା ଯୁବପିଢ଼ି, ଆଜି ରୋଜ ଡେ

ଭୁବନେଶ୍ୱର,୭/୨ : ପ୍ରେମ ସତ୍ୟ, ଶିବ,ସୁନ୍ଦର ଚିରନ୍ତନ ସତ୍ୟ।ପ୍ରେମରୁ ସୃଷ୍ଟି ହୋଇଛି ପୃଥିବୀ। ଆଦିମ କାଳରୁ ପ୍ରେମ କାଳଜୟୀ। ପୂରାଣ ଯୁଗ,ଆଦିଯୁଗ,ରୀତିଯୁଗ,ମଧ୍ୟଯୁଗ ଓ ବର୍ତ୍ତମାନ ଯୁଗରେ ପ୍ରେମର ପ୍ରକାର ଭେଦ ଦେଖାଯାଏ। ଆଧୁନିକ ଯୁଗରେ ପ୍ରତ୍ୟକ୍ଷ ପ୍ରେମ ପରିବର୍ତ୍ତେ ପରୋକ୍ଷ ପ୍ରେମର…
Read More...

୬ ଓ୍ବିକେଟରେ ଜିତିଲା ଭାରତ

ଅହମ୍ମଦାବାଦ,୬।୨: ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଜୟ ସ୍ବାଦ ଚାଖିଛି ଟିମ୍‌ ଇଣ୍ଡିଆ। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ଦଳ ୬ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ୧୦୦୦ତମ ଦିନିକିଆ ମ୍ୟାଚ୍‌ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ…
Read More...

ପଞ୍ଚଭୂତରେ ବିଲୀନ ହେଲେ ସୁର ସମ୍ରାଜ୍ଞୀ

ମୁମ୍ବାଇ, ୬।୨ : ଭାରତ ମାତାର ସୁଯୋଗ୍ୟ ସୁର ସମ୍ରାଜ୍ଞୀ, ମହାନ ଗାୟିକା ଲତା ମଙ୍ଗେସକରଙ୍କର ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଶିବାଜୀ ପାର୍କଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଲତାଙ୍କୁ ଲୋତକ ଭରା ଆଖିରେ ଦେଶବାସୀ ଚିର ବିଦାୟ ଦେଇଛନ୍ତି। ଭାଇ ହୃଦୟନାଥ ମଙ୍ଗେସକର…
Read More...

ବୀମାଧାରୀଙ୍କ ପାଇଁ ଏଲଆଇସି ଆଣିଲା ଆଉଏକ ସୁଯୋଗ

ଭୁବନେଶ୍ୱର,୬ା୨: ବନ୍ଦ ହୋଇପଡ଼ିଥିବା ବୀମାଗୁଡ଼ିକର ପୁନଃ ଆରମ୍ଭ ପାଇଁ ପଲିସିଧାରୀଙ୍କୁ ଆଉ ଏକ ସୁଯୋଗ ପ୍ରଦାନ କରୁଛି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)। କୋଭିଡ୍‌ ମହାମାରୀ ଯୋଗୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ବୀମାଧାରୀଙ୍କୁ କ୍ରମାଗତ ରିସ୍କ କଭର ପାଇଁ ଏଲ୍‌ଆଇସି ପକ୍ଷରୁ…
Read More...

ସୁର ସମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ପରଲୋକ

ଭୁବନେଶ୍ୱର,୬।୨: ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଭେଟେରାନ୍‌ ଗାୟିକା ଲତା ମଙ୍ଗେସ୍‌କରଙ୍କ ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଗତ ମାସରେ ୯୨ବର୍ଷୀୟା ଲତା କୋଭିଡ୍‌-୧୯ରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି…
Read More...

ରାଜ୍ୟରୁ ଆଜି ୨,୧୦୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୬/୨ : ରାଜ୍ୟରେ ଆଜି ଆଉ ୨ ହଜାର ୧୦୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧, ୨୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୮୭୭ ଜଣ ଓ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୩୨୪ଜଣ ପଜିଟିଭ୍ । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ…
Read More...

ପୁଣି ଭାରତ ବିଶ୍ବକପ ଚମ୍ପିୟାନ

ଆଣ୍ଟିଗୁଆ, ୬|୨: ପୁଣି ଚମ୍ପିୟାନ ହେଲା ଭାରତ।ଭାରତୀୟ ଦଳ ହତେଇଛି ୧୯ ବର୍ଷରୁ କମ୍ ବିଶ୍ୱକପ୍। ଫାଇନାଲରେ ଭାରତ ୪ ଉଇକେଟରେ ଇଂଲଣ୍ଡକୁ ହରାଇ ଦେଇଛି। ଏହି ବୟସ ବର୍ଗରେ ଏହା ହେଉଛି ଭାରତୀୟ ଦଳ ପାଇଁ ୫ମ ଟ୍ରଫି। ପୁରା ଟୁର୍ନାମେଣ୍ଟ ଭଳି ଶନିବାର ଖେଳା ଯାଇଥିବା ମ୍ୟାଚରେ ଆରମ୍ଭରୁ ଶେଷ…
Read More...

ଆସନ୍ତା କାଲିଠାରୁ ଏମ୍‌ସ ଭୁବନେଶ୍ୱରରେ ଓପିଡି ସେବା ଆରମ୍ଭ ହେବ

ଭୁବନେଶ୍ୱର,୬/୨(ବ୍ୟୁରୋ): ଏମ୍‌ସ ଭୁବନେଶ୍ୱରରେ ଚଳିତ ମାସ ୭(ସୋମବାର)ଠାରୁ ପୁନର୍ବାର ଓପିଡି ସେବା ଆରମ୍ଭ ହେବ। କୋଭିଡ୍‌ ସ୍ଥିତିରେ ଆସିଥିବା ସୁଧାରକୁ ଅନୁଶୀଳନ କରିବା ସହିତ ରୋଗୀସେବାକୁ ପ୍ରାଧାନ୍ୟ ଦେଇ ଏମ୍‌ସ ପକ୍ଷରୁ ଓପିଡି ଖୋଲିବାକୁ ନିଷ୍ପତି ହୋଇଥିବା ଏମ୍‌ସ ଭୁବନେଶ୍ୱର…
Read More...

କିଟରେ ପ୍ରଥମ ୱାର୍ଲ୍ଡ ଲିଡରସିପ୍‍ କନଭେନସନ

ଭୁବନେଶ୍ୱର,୫ ।୨: ଭାରତ ବହୁ ପୂର୍ବରୁ ବିଶ୍ୱକୁ ନେତୃତ୍ୱ ଦେଇ ଆସୁଥିଲା ଏବଂ ଏକବିଂଶ ଶତାବ୍ଦୀରେ ଭାରତ ମଧ୍ୟ ବିଶ୍ୱର ନେତୃତ୍ୱ ନେବ ବୋଲି ପୂର୍ବତନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ପୋଖରିଆଲ୍‍ ନିଶଙ୍କ କହିଛନ୍ତି । ଶନିବାର କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ପ୍ରଥମ…
Read More...

ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ

କଳାହାଣ୍ଡି,୫/୨(ବ୍ୟୁରୋ) କଳାହାଣ୍ଡି ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ମାଓବାଦୀ ବିଛାଇ ଥିବା ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ମୃତ ସାମ୍ବାଦିକ ହେଲେ ରୋହିତ ବିଶ୍ବାଳ । ତାଙ୍କ ଘର ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରିରେ। ସୂଚନାଯୋଗ୍ୟ…
Read More...