banner
Breaking
Monthly Archives

August 2025

ନବଦର୍ଶନ ପ୍ରତିଫଳନ ସମାରୋହ ୨୦୨୫: ଏକ ଅନ୍ତର୍ଭୁକ୍ତିକରଣ ଏବଂ ବିକଶିତ ଓଡ଼ିଶା ପାଇଁ ପଥ ପ୍ରଶସ୍ତ କରୁଛି

ଭୁବନେଶ୍ୱର: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ଓଡ଼ିଶା ରାଇଜିଂ ଫାଉଣ୍ଡେସନ୍ (ଓଆରଏଫ) ସହିତ ମିଳିତ ଭାବରେ, ଭୁବନେଶ୍ୱରରେ ନବଦର୍ଶନ ପ୍ରତିଫଳନ ସମାରୋହ ୨୦୨୫ ଆୟୋଜନ କରାଯାଇଛି । ଭି-ଗାର୍ଡର ସିଏସଆର ପ୍ରୟାସ ନବଦର୍ଶନର ଅଂଶ ଭାବରେ ଆୟୋଜିତ ଏହି କାର୍ଯ୍ୟକ୍ରମ, ଅନ୍ତର୍ଭୁକ୍ତ ବିକାଶରେ…
Read More...

ଏମ୍ସ ଭୁବନେଶ୍ୱରରେ କାର୍ଯ୍ୟକାରୀ ହେଲା ଅତ୍ୟାଧୁନିକ ନ୍ୟୁରୋମଡ୍ୟୁଲେସନ୍ ସେବା କେନ୍ଦ୍ର

ଭୁବନେଶ୍ୱର, : ମାନସିକ ସ୍ୱାସ୍ଥ୍ୟସେବାକୁ ଆଗକୁ ବଢାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏମ୍ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ନ୍ୟୁରୋମଡ୍ୟୁଲେସନ୍ ସେବା କେନ୍ଦ୍ର ଆରମ୍ଭ କରାଯାଇଛି। ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପର ଲକ୍ଷ୍ୟ ହେଉଛି ଅତ୍ୟାଧୁନିକ,…
Read More...

ବିପର୍ଯ୍ୟୟ ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବେ ହସ୍ପିଟାଲ : ଦକ୍ଷତା ବିକାଶ ତଥା କ୍ଷମତା-ନିର୍ମାଣ ଅଭିଯାନର ନେତୃତ୍ୱ…

ଭୁବନେଶ୍ୱର : ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠ ସହିତ ମିଳିତ ଭାବରେ ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ପାଇଁ ହସ୍ପିଟାଲ ପ୍ରସ୍ତୁତି ଉପରେ ଏକ ଛଅ ଦିନିଆ କ୍ଷମତା-ନିର୍ମାଣ ତାଲିମ ଶିବିର ସଫଳତାର ସହିତ…
Read More...

କିଟ୍ ଓ କିସ୍ ପରିଦର୍ଶନରେ ୩୫ ଜଣିଆ ଶ୍ରୀଲଙ୍କା ପ୍ରତିନିଧି ମଣ୍ଡଳ

ଭୁବନେଶ୍ୱର : ଶ୍ରୀଲଙ୍କା ସରକାରଙ୍କ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀଲଙ୍କାର ବୁଦ୍ଧିଜୀବୀ ଓ ନୀତି ନିର୍ଦ୍ଧାରକଙ୍କୁ ନେଇ ଏକ ୩୫ଜଣିଆ ପ୍ରତିନିଧିମଣ୍ଡଳ ଆଜି କିଟ୍ ଓ କିସ୍ ପରିଦର୍ଶନରେ ଆସି ଫେରିଯାଇଛନ୍ତି । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଆନୁକୂଲ୍ୟରେ ଏହି ପ୍ରତିନିଧିମଣ୍ଡଳ ଭାରତ…
Read More...

ସରକାରୀ ପଲିଟେକନିକ୍ ବୈଦ୍ୟୁତିକ ବିଭାଗରେ ଏନର୍ଜି କ୍ଲବର ଶୁଭାରମ୍ଭ

ଭୁବନେଶ୍ୱର,: ଭୁବନେଶ୍ୱର ସରକାରୀ ପଲିଟେକନିକ୍ ଠାରେ ଓଡିଶା ସରକାରଙ୍କ ଶକ୍ତି ଭିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ପ୍ରମୁଖ ବିଦ୍ୟୁତ ନୀରିକ୍ଷକ କାର୍ଯ୍ୟାଳୟ ସହଭାଗିତାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ପ୍ରଧାମନ୍ତ୍ରୀ ସୂର୍ଯ୍ୟଘର ମୁଫ୍‌ତ ବିଜୁଳି ଯୋଜନା ଓ ଶକ୍ତି…
Read More...

କୋକା-କୋଲା ଇିଆ ପ୍ରଶିକ୍ଷଣ ଏବଂ ଭିତିଭୂମି ସହାୟତା ଜରିଆରେ ଓଡ଼ିଶାର ଖୁଚୁରା ଇକୋସିଷ୍ଟମକୁ ସୁଦୃଢ଼ କରିଛି

କୋକା-କୋଲା ଇିଆ ଏହାର ବଟଲିଂ ଅଂଶୀଦାର ହିନ୍ଦୁସ୍ତାନ କୋକା-କୋଲା ବେଭରେଜସ୍ ପ୍ରାଇଭେଟ୍ ଲିମିଟେଡ୍ (ଏଚସିସିବି) ସହିତ ମିଶି ସ୍ଥାନୀୟ ଦୋକାନ ମାଲିକ ମାନଙ୍କୁ ଆଧୁନିକ ଦକ୍ଷତା, ଉନ୍ନତ ଭିତିଭୂମି ଏବଂ ସେମାନଙ୍କ ବ୍ୟବସାୟ ସମ୍ପ୍ରସାରଣ ପାଇଁ ମାର୍ଗ ସହିତ ସଶକ୍ତ କରି ଓଡ଼ିଶାରେ ଖୁଚୁରା…
Read More...

ଏମ୍ସ ଭୁବନେଶ୍ୱର, କିଟ୍-ଟିବିଆଇ ଏବଂ ବିସିକେଆଇସି ଫାଉଣ୍ଡେସନ୍ ସହିତ ବୁଝାମଣାପତ୍ର ସ୍ୱାକ୍ଷର, ରାଜ୍ୟରେ…

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା ନବସୃଜନକୁ ଆଗକୁ ବଢାଇବା ଏବଂ କ୍ଲିନିକାଲ୍ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ ସ୍ୱରୂପ, ଏମ୍ସ ଭୁବନେଶ୍ୱର ଆଜି କିଟ୍-ଟେକ୍ନୋଲୋଜି ବିଜନେସ ଇନକ୍ୟୁବେଟର (କିଟ୍-ଟିବିଆଇ) ଏବଂ ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟର…
Read More...

ନୀଳାଦ୍ରି ବିହାର ବରିଷ୍ଠ ନାଗରିକ ଟ୍ରଷ୍ଟ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର,୧୫।୮ ନୀଳାଦ୍ରିବିହାର ବରିଷ୍ଠ ନାଗରିକ ଟ୍ରଷ୍ଟ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୁବନେତା ମନୋଜ କୁମାର ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଟ୍ରଷ୍ଟର ସଭାପତି ତଥା ପୂର୍ବତନ ସେନା ଅଧିକାରୀ ସାଧୁ ଚରଣ ସାମନ୍ତରାୟଙ୍କ ସଭାପତିତ୍ୱରେ…
Read More...

ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ଭୁବନେଶ୍ୱର : ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରେ ୩୧ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରାୟ ୬ ଶହ ଛାତ୍ରଛାତ୍ରୀ ଭାଗ ନେଇ ବିଭିନ ପ୍ରକାରର ପ୍ରକଳ୍ପ ପ୍ରଦର୍ଶନ କରିବା ସହିତ ପତ୍ରବାଚନ, ପ୍ରଶ୍ନମଞ୍ଚ, ପ୍ରୟୋଗ, ନିବନ୍ଧ ଆଦିରେ ଅଂଶ ଗ୍ରହଣ…
Read More...