banner
Breaking
Monthly Archives

August 2022

୨୮ଟି ଗେଟ୍ ଖୋଲିଲା, ବନ୍ୟା ଆଶଙ୍କା

ସମ୍ବଲପୁର, ୧୩।୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଶନିବାର ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଖୋଲିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୮ଟି ଗେଟ୍‌ ଦେଇ ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଛି। ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ଗେଟ୍‌ ଖୋଲାଯାଇଛି। ଏହା ପୂର୍ବରୁ ସକାଳୁ…
Read More...

ସିବିଆଇ ଅଫିସରଙ୍କୁ ମେଡାଲ

ନୂଆଦିଲ୍ଲୀ,୧୩।୮: ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ଲାଗି ସିବିଆଇର ୧୫ ଜଣ ଅଫିସରଙ୍କ ସ୍ବରାଷ୍ଟ୍ରମନ୍ତ୍ରୀ ମେଡାଲରେ ସମ୍ମାନିତ କରାଯାଇଛି। ଏହି ସମ୍ମାନଜନକ ମେଡାଲ ବିଜେତାଙ୍କ ମଧ୍ୟରେ ଅଛନ୍ତି ଡେପୁଟି ଏସ୍‌ପି ସୁରେନ୍ଦ୍ର କୁମାର ରୋହିଲା। ସେ ଆଲ୍ଲାହାବାଦ ହାଇକୋର୍ଟର ପୂର୍ବତନ ବିଚାରପତି…
Read More...

ଇଞ୍ଜିନିୟରିଂ ଏବଂ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଗୋଟିଏ ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ,୧୩ା୮: ଇଞ୍ଜିନିୟରିଂ ଏବଂ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଗୋଟିଏ ପ୍ରବେଶିକା ପରୀକ୍ଷା ପ୍ରସ୍ତାବ ଉପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କାର୍ଯ୍ୟ କରୁଛି। ଏନ୍‌ଇଇଟି ଏବଂ ଜେଇଇ ବଦଳରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ଅଣ୍ଡରଗ୍ରାଜୁଏଟ୍‌…
Read More...

ଜଗନ୍ନାଥ ସଂସ୍କୃତି ପୃଥିବୀ ସାରା ପରିବ୍ୟାପ୍ତ ହେବ, ଓଡିଆଙ୍କ ମନୋବଳ ଶ୍ରୀଜଗନ୍ନାଥ ଅନୁଷ୍ଠିତ

ଭୁବନେଶ୍ୱର – ଓଡିଶାବାସୀଙ୍କ ପ୍ରତେକ ଘରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ । ପ୍ରଚଳିତ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁସାରେ ଓଡିଶାରେ ପାଳିତ ହୁଏ ବାର ମାସରେ ତେର ପର୍ବ । ପୁରାଣ ଶାସ୍ତ୍ରକୁ ଅନୁଧ୍ୟାନ କଲେ ଜଣାଯାଏ କଳି ଯୁଗର ଶ୍ରେଷ୍ଠ ଅବତାର ପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କ…
Read More...

ଜାତୀୟ ଗ୍ରନ୍ଥାଗାର ଦିବସ ପାଳିତ, ଜ୍ଞାନର ଅଭିବୃଦ୍ଧି ହେଲେ ସମାଜର ଉନ୍ନତି ଘଟିବ

ଭୁବନେଶ୍ୱର, - ପଣ୍ଡିତ ନୀଳକଣ୍ଠ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଜାତୀୟ ଗ୍ରନ୍ଥାଗାର ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଏଲ କେ ଭୋଳାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ…
Read More...

ଏଥର ଲାଲ କିଲ୍ଲାରେ ପ୍ରଥମ ସ୍ବଦେଶ ନିର୍ମିତ ତୋପ ସଲାମୀ

ନୂଆଦିଲ୍ଲୀ : ଅଗଷ୍ଟ ୧୫ରେ ୭୫ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଥମ ଥର ପାଇଁ ଲାଲ୍‌ କିଲ୍ଲାରେ ୨୧ ଥର ତୋପ ସଲାମୀ ପାଇଁ ମେକ ଇନ ଇଣ୍ଡିଆ ପଦକ୍ଷେପର ଏକ ଅଂଶ ଭାବରେ ସ୍ବଦେଶୀ ଆଡଭାନ୍ସଡ ଟାଉଡ ଆର୍ଟିଲିରି ବନ୍ଧୁକ ସିଷ୍ଟମ ପ୍ରୋଟୋଟାଇପ ବ୍ୟବହାର କରାଯିବ। ଏହାର ପ୍ରଦର୍ଶନ ଦେଶର ବୃଦ୍ଧି…
Read More...

ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ଚନ୍ଦ୍ରଶେଖରପୁର ଥାନାର ନବ ନିଯୁକ୍ତ ଭାରପ୍ରାପ୍ତ ଅଧିକାରୀଙ୍କୁ…

ଭୁବନେଶ୍ୱର:- -ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନାରେ ନୂତନ ଭାବେ ଯୋଗଦାନ କରିଥିବା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝିଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି । ପୁଲିସ୍ ଓ…
Read More...

ବିଶ୍ୱ ଆଦିବାସୀ ଦିବସ ପାଳିତ

ଭୁବନେଶ୍ବର, : ଆଦିମ୍ ଅୱାର ଜାର୍ପା ପକ୍ଷରୁ ବହୁ ଉତ୍ସାହ ଓ ଉଦ୍ଦୀପନାର ସହ ସ୍ଥାନୀୟ ଏଓଜେ କମ୍ୟୁନିଟି ସେଣ୍ଟରରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। କଲେଜ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ବହୁ ଅବସରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ…
Read More...

ଏମ୍ସ ଭୁବନେଶ୍ୱରରେ ଓପିଓଏଡ୍ ସବଷ୍ଟିଚ୍ୟୁସନ ଥେରାପୀ (ଓଏସଟି) କେନ୍ଦ୍ର ଆରମ୍ଭ

ଭୁବନେଶ୍ୱର, ୧୦/୮: ରାଜ୍ୟରେ ବ୍ରାଉନସୁଗାର, ଅଫିମ, ହେରାଇନ ଏବଂ ଇଂଜେକସନ ଜରିଆରେ ବିଭିନ୍ନ ନିଶା ନେଉଥିବା ରୋଗୀଙ୍କ ପାଇଁ ଦୃଢ଼ ହୋଇଛି ଚିକିତ୍ସା ବ୍ୟବସ୍ଥା। ଏପରି ରୋଗୀଙ୍କୁ ଚିକିତ୍ସା କରି ସମାଜର ମୁଖ୍ୟସ୍ରୋତକୁ ଆଣିବାକୁ ଏମ୍ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି…
Read More...

ସୁନୀଲ ବ°ଶଲ ରାଜ୍ୟ ଭାଜପା ପ୍ରଭାରୀ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ରାଜ୍ୟ ଭାଜପା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି।  ବୁଧବାର ସୁନୀଲ ବଂଶଲଙ୍କୁ ରାଜ୍ୟ ଭାଜପା ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବା ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୁନୀଲଙ୍କୁ ଓଡ଼ିଶା ସହିତ ପଶ୍ଚିମବଙ୍ଗ ଏବଂ…
Read More...