banner
Breaking
Monthly Archives

October 2021

“ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୦ମ ବାର୍ଷିକ ଉତ୍ସବ ପାଳିତ ସମ୍ମାନିତ ହେଲେ ୧୦ଜଣ ଜୀବନ୍ତ କିମ୍ବଦନ୍ତୀ ଓ ୨୦ଜଣ…

ଭୁବନେଶ୍ୱର,୩/୧୦ : ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୦ମ ବାର୍ଷିକ ଉତ୍ସବ ହୋଟେଲ୍ ମେ’ଫେୟାର, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍‌-୧୯ ମହାମାରୀ କଟକଣା ସହ ରାଜ୍ୟସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ଼୍ ଗାଇଡ଼୍‌ଲାଇନ୍‌କୁ ଅନୁପାଳନ କରି…
Read More...

ଆର୍ଯ୍ୟାନ ଗିରଫ।

ମୁମ୍ବାଇ,୩।୧୦: ପ୍ରସିଦ୍ଧ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟାନ ଶେଷରେ ଗିରଫ ହୋଇଛନ୍ତି। ତାଙ୍କୁ ଏନ୍‌ସିବି ରବିବାର ଗିରଫ କିରଛି। କ୍ରୁଜ୍‌ ରେଭ ପାର୍ଟିରେ ସାମିଲ ହେବା ଅଭିଯୋଗରେ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଟକ ରଖି ପଚରାଉଚରା କରୁଥିଲା। ଆର୍ଯ୍ୟନଙ୍କ ସମେତ ୮…
Read More...

ପିପିଲିରେ ରୁଦ୍ରଙ୍କ ବାଜିମାତ୍।

ପୁରୀ ,୩ା୧୦: ପିପିଲି ଉପ ନିର୍ବାଚନ ଭୋଟ ଗଣତି ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଏଥିରେ ବିଜେଡିର ରୁଦ୍ର ପ୍ରତାପ ମହାରଥୀ ବାଜି ମାରିଛନ୍ତି। ବାପା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିଜୟ ଧାରାକୁ ପୁଅ ରୁଦ୍ର ସଫଳତାର ସହ ବଜାୟ ରଖିଛନ୍ତି। ୨୬ ରାଉଣ୍ଡ ଗଣତି ଶେଷ ହେବା ବେଳକୁ ବିଜେଡିର ରୁଦ୍ର…
Read More...

ମା, ମାଟି, ମାନୁଷର ଜୟ : ମମତା ବାନାର୍ଜୀ

କୋଲକାତା,୩।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଉପ ନିର୍ବାଚନରେ ବୃହତ୍‌ ବିଜୟ ହାସଲ କରିଛନ୍ତି। ଭାଜପା ପ୍ରତିଦ୍ୱନ୍ଦ୍ୱୀ ପ୍ରିୟଙ୍କା ତିବ୍ରଓ୍ବୋଲଙ୍କୁ ୫୮,୮୩୨ ଭୋଟରେ ହରାଇ ପାରମ୍ପରିକ ଆସନକୁ ହାତେଇ ନେଇଛନ୍ତି ତୃଣମୂଳକ କଂଗ୍ରେସ (ଟିଏମ୍‌ସି)ର ସୁପ୍ରିମୋ ମମତା।…
Read More...

ପଟିଆରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ।

ଭୁବନେଶ୍ଵର : ପବିତ୍ର ଗାନ୍ଧୀ ଜୟନ୍ତୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ରୁ ନଭେମ୍ବର ୨ ଏକ ମାସ ଧରି ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ଏବଂ ରକ୍ତଦାନ ଭଳି…
Read More...

ଆମେ ସତ୍ୟର ପଥରେ ଅଟକିବୁ ନାହିଁ।

ନୂଆଦିଲ୍ଲୀ,୨ ।୧୦: ଗାନ୍ଧୀ ଜୟନ୍ତି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ବିଜୟ ପାଇଁ…
Read More...

ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଅହିଂସାର ପ୍ରତୀକ ତଥା ସ୍ବାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ଅହିଂସା ମନ୍ତ୍ରକୁ ପାଥେୟ କରି ଲୋକଙ୍କ କଲ୍ୟାଣ ସହ ଦେଶକୁ ଶାନ୍ତି ଓ ମୈତ୍ରୀର…
Read More...

ଗାନ୍ଧିଜୀଙ୍କର ଚିନ୍ତାଧାରା ଓ ଜୀବନ ପ୍ରତ୍ୟେକ ପିଢିଙ୍କୁ କର୍ତ୍ତବ୍ୟପଥରେ ଅଗ୍ରସର ହେବାର ପ୍ରେରଣା ଯୋଗାଇବ : ମୋଦି

ନୂଆଦିଲ୍ଲୀ,୨/୧୦ : ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତି ଗଭୀର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ…
Read More...

ରାଜ୍ୟ ବରିଷ୍ଠ ନାଗରିକ ସ°ଘର ବିଶ୍ବ ବରିଷ୍ଠ ନାଗରିକ ଦିବସ ଉତ୍ସବ।

ଭୁବନେଶ୍ୱର,୧/୧୦(ଓଡ଼ିଆ ନ୍ୟୁଜ) ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ବିଶ୍ବ ବରିଷ୍ଠ ନାଗରିକ ଦିବସ  ଉତ୍ସବ ନୀଳାଦ୍ରି ବିହାର ସ୍ଥିତ ଗ୍ରାଣ୍ଡ ଲୁମ୍ବିନୀ କନଭେନସନ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ମଧୁମାଧବ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥ ଭାବେ…
Read More...

ସରିଛି ପଶ୍ଚିମବଙ୍ଗ ଉପନିର୍ବାଚନ। ମମତା ମାରିପାରନ୍ତି ବାଜି।

କୋଲକାତା, : ସରିଛି ପଶ୍ଚିମବଙ୍ଗ ଉପନିର୍ବାଚନ। ଇଭିଏମରେ ସିଲ୍ ହୋଇଛି ନେତ୍ରୀଙ୍କ ଭାଗ୍ୟ। ସବୁବେଳେ ଚର୍ଚ୍ଚାରେ ରହୁଥିବା ମମତାଙ୍କ ପାଇଁ ରହିଛି କଡା ଚ୍ୟାଲେଞ୍ଜ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାଇପ୍ରୋଫାଇଲ ଆସନ ଭବାନୀପୁରରେ ଗୁରୁବାର ଉପନିର୍ବାଚନ ଅନୁଷ୍ଠିତ ହୋଇଛି।…
Read More...