banner
Breaking
Monthly Archives

May 2021

ବିଏମସି ଦେଲା ଅନୁମତି। ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା।

ଭୁବନେଶ୍ୱର,୮/୫(ଓଡ଼ିଆ ନ୍ୟୁଜ): ପବିତ୍ର ଅକ୍ଷୟ ତୃତୀୟାରୁ ୨୨ଦିନ ଧରି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଦିଅଁଙ୍କର ଏହି ଯାତ୍ରା ପାଇଁ ବିଏମ୍‌ସି ଅନୁମତି ପ୍ରଦାନ କରିଛି। କରୋନା ମାର୍ଗଦର୍ଶିକା ଅନୁସାରେ ଦିଅଁଙ୍କ ଯାତ୍ରା ସୀମିତ ସେବାୟତଙ୍କୁ ନେଇ ପାଳନ…
Read More...

ମଧ୍ୟାହ୍ନ ଭୋଜନ ପାଇଁ ମିଳିବ ଚାଉଳ ଓ ଟଙ୍କା।

ଭୁବନେଶ୍ୱର,୮/୫(ବ୍ୟୁରୋ): ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ବିଦ୍ୟାଳୟ ବନ୍ଦ ରହିଛି। ତେବେ ବିଦ୍ୟାଳୟ ବନ୍ଦ ଥିଲେ ମଧ୍ୟ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ବାବଦରେ ଚାଉଳ ଓ ଟଙ୍କା ମିଳିବ। ଏନେଇ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।…
Read More...

ପ୍ରତାପ ଜେନା କରୋନା ସ°କ୍ରମିତ।

ଭୁବନେଶ୍ୱର,୮।୫(ବ୍ୟୁରୋ): ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ ହୋଇଥିବା ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି । ସେ ଟୁଇଟ୍‌ରେ ଲେଖିଛନ୍ତି, ମୋ’ ରିପୋର୍ଟ ପଜିଟିଭ୍‌ ଆସିଛି। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ନିକଟରେ ତାଙ୍କ…
Read More...

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବସ ଦୁର୍ଘଟଣାଗ୍ରସ୍ତ। ୧୯ ଆହତ

ନୟାଗଡ଼, ୮।୭,(ବ୍ୟୁରୋ): କୋଭିଡ ଡ୍ୟୁଟି ପାଇଁ କଟକ ଏସ୍‌ସିବିରୁ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ଏକ ବସ ଶୁକ୍ରବାର ବିଳମ୍ବତ ରାତିରେ ନୟାଗଡ଼ ଜିଲାରେ ଦୁର୍ଘଟଣା ଘଟିଛି। କଟକରୁ କେତେକ ମେଡିକାଲ ଛାତ୍ରୀଛାତ୍ରଙ୍କୁ ନେଇ ରାଜ୍ୟ ପରିବହନ ନିଗମର ଏହି ବସ…
Read More...

ରାଜ୍ୟରେ ଆଜି ପୁଣି ୧୧,୮୦୭ ପଜିଟିଭ ଚିହ୍ନଟ ଓ ସର୍ବାଧିକ ୨୧ ମୃତ।

ଭୁବନେଶ୍ୱର,୮/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ପୁଣି ରାଜ୍ୟରେ ୧୧ ହଜାର ୮୦୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୦୭କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ଧର୍ମକାର୍ଯ୍ୟ, ଆନୁଷ୍ଠାନିକ କ୍ଷେତ୍ରରେ ସାମିଲ୍‌ ହୋଇପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ମାଙ୍ଗଳିକ କାମ ପୂର୍ଣ୍ଣ ଫଳପ୍ରଦ ରହିବ। କିନ୍ତୁ କଥାରେ, ବ୍ୟବହାରରେ ଶାଳୀନତା ରକ୍ଷା ନ କଲେ ଓଲଟା ଫଳ ପାଇବେ। ଅବଶ୍ୟ ପାରିବାରିକ, ପରିବହନ,…
Read More...

ଦିଲ୍ଲୀରେ ଅକ୍ସିଜେନ୍ ଅଭାବ ଶେଷ : କେଜିରଓ୍ବାଲ।

ନୂଆଦିଲ୍ଲୀ, ୭ା୫ : ଦିଲ୍ଲୀରେ ଅକ୍ସିଜେନ ଅଭାବ ଶେଷ ହୋଇଥିବା ଶୁକ୍ରବାର ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ପୂରା ସହରକୁ ୩ ମାସ ମଧ୍ୟରେ ଟିକାକରଣ କରିବାକୁ ଯୋଜନା କରାଯାଇଛି। କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି କେଜରିଓ୍ବାଲ। ଏବେ…
Read More...

ଯୁବତୀଙ୍କୁ ଗଣବଳତ୍କାର।

ଝାରସୁଗୁଡ଼ା ,୭।୫: ଝାରସୁଗୁଡ଼ାରେ ପୁଣି ଲଜ୍ଜା । ଏକ ପରିତ୍ୟକ୍ତ କୋଠାରେ ଜଣେ ଯୁବତୀଙ୍କୁ ଗଣବଳତ୍କାର କରାଯାଇଛି। ବର୍ତ୍ତମାନ ଏହାର ଏକ ଭିଡିଓ ସୋସିଆଲ ମେଡିଆରେ ଭାଇରାଲ୍‌ ହୋଇଛି। ଲକ୍‌ଡାଉନ୍‌ ସମୟରେ ପୋଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ହେଲେ ଅପରାଧିମାନେ ଗତ…
Read More...

ଦଶମ ଶ୍ରେଣୀ ଖାତା ମୂଲ୍ୟାୟନ ପାଇଁ ଆସିଲା ଗାଇଡଲାଇନ୍।

ଭୁବନେଶ୍ୱର,୭।୫: ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଶୁକ୍ରବାର ଏକ ନୂତନ ଗାଇଡ୍‌ଲାଇନ ଜାରି କରାଯାଇଛି। ଗାଇଡ୍‌ଲାଇନରେ ଜୁନ ୩୦ ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି। ପରୀକ୍ଷାର କେଉଁ ଭଳି ମୂଲ୍ୟାଙ୍କନ ହେବ ତାହା ଚୂଡାନ୍ତ ହୋଇଛି। ନବମ ଏବଂ ଦଶମ…
Read More...

ଚାଷୀଙ୍କ ଉପରେ କରୋନା ମାଡ।

ଭଭୁବନେଶ୍ୱର,୭।୫(ବ୍ୟୁରୋ): ଲକଡାଉନ ଯୋଗୁ ଦୁଗ୍ଧ ବିକ୍ରୟ କମ୍‌ ହେଉଥିବାରୁ ଓମଫେଡ ପକ୍ଷରୁ ସମସ୍ତ ୟୁନିଅନକୁ ଦୁଗ୍ଧ ସଂଗ୍ରହ କମ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେ ମାସରେ ଦୁଗ୍ଧ ସଂଗ୍ରହ କମାଇବାକୁ ଓମଫେଡ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ଲକଡାଉନ ଯୋଗୁଁ ଦୁଗ୍ଧ ବିକ୍ରୟ…
Read More...