banner
Breaking
Monthly Archives

April 2021

୧୭ରୁ ନାଇଟ କର୍ଫ୍ୟୁ।

ଭୁବନେଶ୍ବର,୧୬/୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣର ଦ୍ବିତୀୟ ଲହରକୁ ପ୍ରତିହତ କରିବା ପାଇଁ ସତର୍କ ରୁହନ୍ତୁ ଓ କୋଭିଡ୍‌ ନିୟମ ମାନନ୍ତୁ। ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ…
Read More...

କଟକ ମୃତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କଡା କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ ୧୦ ଲକ୍ଷ ପ୍ରଦାନ।

ଭୁବନେଶ୍ୱର,୧୬/୪(ବ୍ୟୁରୋ): ଗତକାଲି କଟକ ସହରରେ ସ୍ବରେଜ୍ କାମ ସମୟରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍ ବେଗ ପ୍ରକାଶ କରିବା ସହ ଦାୟିତ୍ୱ ରେ ଅବହେଳା କାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ…
Read More...

ରାଜଧାନୀରେ କରୋନା ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଡା ନିର୍ଦ୍ଦେଶ।

ଭୁବନେଶ୍ବର,୧୬/୪(ଓଡ଼ିଆ ନ୍ୟୁଜ): ରାଜ୍ୟ ରାଜଧାନୀକୁ କିଭଳି କରୋନାମୁକ୍ତ କରାଯିବ ଏବଂ ଦ୍ବିତୀୟ କରୋନା ଲହରକୁ ପ୍ରତିହତ କରାଯିବ ସେଥିପାଇଁ ଭୁବନେଶ୍ବର ମହାନଗର ନିଗମ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ତଥାପି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ…
Read More...

ହାଇଦରକୁ ଧରିବାରେ ସାଇବର ଟିମ୍ ର ପ୍ରମୁଖ ଭୂମିକା ଥିଲା

କଟକ,୧୬/୪ : କଟକ ବଡ ମେଡିକାଲରୁ ପୁଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିବା କୁଖ୍ୟାତ ଅପରାଧୀ ହାଇଦର ଗତ କାଲି ତେଲେଙ୍ଗାନାରୁ ଧରା ପଡିବା ପରେ ଆଜି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏ ସମ୍ପର୍କରେ ଖୁଲାସା କରିଛନ୍ତି। ସୌମେନ୍ଦ୍ର କହିଛନ୍ତି ଯେ ହାଇଦର ଏପ୍ରିଲ ୧୦ରେ ଅପରାହ୍ନ ୪ରୁ…
Read More...

ସ୍ବର୍ଗତ ଅଜିତ ମଙ୍ଗରାଜଙ୍କ ପରିବାର ଲୋକଙ୍କ ସହ କଥାହେଲେ ରାହୁଲ ଗାନ୍ଧୀ।

ପିପିଲି,୧୬/୪ : ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଶୁକ୍ରବାର ସ୍ବର୍ଗତ ଅଜିତ ମଙ୍ଗରାଜଙ୍କ ଧର୍ମପତ୍ନୀ ବନ୍ଦନା ମଙ୍ଗରାଜ, ୨ ପୁଅ ଅଭିଳାଷ ଓ ଆଶୁତୋଷଙ୍କ ସହ ଫୋନରେ କଥା ହୋଇଛନ୍ତି। ସ୍ବର୍ଗତ ମଙ୍ଗରାଜଙ୍କ ଅମର ଆତ୍ମା ପ୍ରତି ଗଭୀର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି…
Read More...

ରାଜ୍ୟରେ ଆଜି ୩୧୦୮ ଜଣ ପଜିଟିଭ ଚିହ୍ନଟ ଓ ୩ ମୃତ।

ଭୁବନେଶ୍ୱର,୧୬/୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ୩୧୦୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୮୦୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୩୦୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହାକୁ ମିଶାଇ ରାଜ୍ୟରେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ସବୁପ୍ରକାର ସହଯୋଗ ପାଉଥିବା ଲୋକଟି ସ୍ବାର୍ଥହାନି ହେତୁ କୁତ୍ସାରଟନା କରିପାରେ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ପରିବାରରେ ଚାପ କ୍ରମଶଃ ବଢିପାରେ। ପୂର୍ବ ଯୋଜନା ଅନୁଯାୟୀ କର୍ମକ୍ଷେତ୍ରସ୍ଥ ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରନ୍ତୁ। ଶିଳ୍ପ, ବାଣିଜ୍ୟ,ବ୍ୟବସାୟ ତଥା…
Read More...

୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ।

ଭୁବନେଶ୍ୱର,୧୫।୪: କାଳବୈଶାଖୀର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଉପକୂଳର ୧୯ଟି ଜିଲାରେ ବର୍ଷା ସାଙ୍ଗକୁ ଝଡତୋଫାନ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଏହି ସୂଚନା ଜାରି କରାଯାଇଛି।…
Read More...

ତେଲେଙ୍ଗାନାରୁ ହାଇଦର ଗିରଫ।

ଭୁବନେଶ୍ବର : କଟକ ଏସ୍‌ସିବି ମେଡିକାଲରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ସେକ୍ ହାଇଦରଙ୍କୁ ଆଜି କମିଶନରେଟ୍‌ ପୁଲିସ ପକ୍ଷରୁ ଗିରଫ କରାଯାଇଛି। ହାଇଦରଙ୍କୁ ତେଲେଙ୍ଗାନାରୁ ଗିରଫ କରାଯାଇଛି। ଆଜି ସନ୍ଧ୍ୟାରେରେ କମିଶନରେଟ୍‌ ପୁଲିସ ତେଲେଙ୍ଗାନାରୁ ହାଇଦରକୁ ଗିରଫ କରିଛି। ତେଲେଙ୍ଗାନା…
Read More...

ଜୁନ ୧୭ରୁ ଓଜେଇଇ।

ଭୁବନେଶ୍ୱର,୧୫।୪(ବ୍ୟୁରୋ): ଚଳିତ ବର୍ଷ ଜୁନ ୧୭ରୁ ୨୪ ମଧ୍ୟରେ ଓଜେଇଇ ଅନୁଷ୍ଠିତ ହେବ। ତେବେ କମ୍ପ୍ୟୁଟର ବେସ୍ଡ ପରୀକ୍ଷା ନେଇ ଓଜେଇଇ କର୍ତ୍ତୃପକ୍ଷ ଗୁରୁବାର ସୂଚନା ଦେଇଛନ୍ତି। ଏଥିନିମନ୍ତେ ଆଗ୍ରହୀ ପରୀକ୍ଷାର୍ଥୀ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। www.ojee.nic.inରେ ଆବେଦନ କରିହେବ।
Read More...