banner
Breaking
Monthly Archives

July 2019

ତ୍ରିନାଥଦେବ ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଉତ୍ତର ବିଧାୟକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ): ଶୈଳଶ୍ରୀବିହାର ଠାରେ ଥିବା ତ୍ରିନାଥଦେବ ବରିଷ୍ଠ ନାଗରିକ ସଂଘ ତରଫରୁ ଶ୍ରୀ ନିଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ…
Read More...

କବି ଚିତ୍ତରଞ୍ଜନ ନାୟକଙ୍କ ମଦ ଉପରେ ବ୍ୟଙ୍ଗ କବିତା ପଢନ୍ତୁ ମାଇଣ୍ଡ ଫ୍ରି ହୋଇଯିବ

***** କଁ ***** ମଦ ପିଇବାରୁ ଭାଇ ଆମର ହେଇଶିନ୍ତି ମୁଖ୍ୟ ମନ୍ତ୍ରୀ... ମଦ ଭଲକିନି ପିଅରେ ଓଡ଼ିଆ ଇଂରାଜୀ କରିବ ବାନ୍ତି... ପାଟିରୁ ଖାଲି ବେଦ ବାହାରିବ ମୁତରୁ ଝରିବ ମୋତି... ଅନେଇଲା ଯିଏ ମାଆ ଭଉଣୀରେ ଭଲକିନି ଦବା ପୋତି... ଭାଇର ଯୋଉ କୋଷ ଥେଲା ତାକୁ ଅପିସର ଗଲେ…
Read More...

ହରଡ ଘଣାରେ କଳିଙ୍ଗ ହସ୍ପିଟାଲ । କଟିଗଲା ଓଏସଟିଏଫ୍ ସୁବିଧା

ଭୁବନେଶ୍ୱର: (ଓଡ଼ିଆ ନ୍ୟୁଜ)ବିଧାୟକ ମୋହନ ମାଝୀଙ୍କୁ ଦୁର୍ବ୍ୟବହାର କରିବା ପରେ ହରଡ ଘଣାରେ କଳିଙ୍ଗ ହସ୍ପିଟାଲ |ଏବେ କଳିଙ୍ଗ ହସ୍ପିଟାଲକୁ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ ଦିଆଯାଇଛି । ଦୁର୍ବ୍ୟବହାର କରିଥିବା ୪ ଜଣିଆ ତଦନ୍ତ କମିଟିର ରିପୋର୍ଟ ଆଧାରରେ ଏପରି ନିଷ୍ପତ୍ତି…
Read More...

ଦିଲ୍ଲୀ,(ଓଡ଼ିଆ ନ୍ୟୁଜ୍ ): କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ ଘଟିଛି। ୮୧ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। କିଛି ଦିନ ହେବ ଶୀଲା ଅସୁସ୍ଥ ଥିଲେ। ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ଶୁକ୍ରବାର ତାଙ୍କୁ…
Read More...

ସୁରୁଖୁରୁରେ ଚାଲିଛି ପାଟକୁରା ନିର୍ବାଚନର ଭୋଟ ଗ୍ରହଣ

କେନ୍ଦ୍ରାପଡ଼ା,(ଓଡ଼ିଆ ନ୍ୟୁଜ୍ ) ଆଜି ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି । ମୋଟ ୩୦୯ଟି ବୁଥରେ ଚାଲିଛି ଭୋଟ ଗ୍ରହଣ । ମଇଦାନରେ ୧୦ଜଣ ପ୍ରାର୍ଥୀ ଥିବା ବେଳେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ୧୩୮ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି ଏବଂ ସେଠାରେ ସୁରକ୍ଷା କଡ଼ାକଡ଼ି…
Read More...

ସାମ୍ବାଦିକ ସୁରକ୍ଷା ଆଇନ, ଏସ୍ ପିଙ୍କ ନିଲମ୍ବନ ଦାବି କଲା କଳିଙ୍ଗ ସାମ୍ବାଦିକ ସଙ୍ଘ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ୍)ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ତଥା ଚତୁର୍ଥସ୍ତମ୍ବ କୁହାଯାଉଥିବା ସାମ୍ବାଦିକ ମାନଙ୍କୁ ବାରମ୍ବାର ଦୁଃର୍ବ୍ୟବହାର କରାଯାଇଛି । ନିଜ ଜୀବନକୁ ବାଜିଲଗାଇ ଯେଉଁମାନେ ଖବର ସଂଗ୍ରହ କରି ଲୋକଲୋଚନକୁ ଆଣୁଛନ୍ତି । ଅନ୍ୟାୟ, ଅନୀତି, ବ୍ୟଭିଚାର, କଳା ବଜାରିର ମୁଖା…
Read More...

ଭୁବନେଶ୍ବରରେ ଅପରାଧ ନିୟନ୍ତ୍ରଣ ପାଇଁ ନୂଆ ଫର୍ମୁଲା

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ୍) : ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଜଣକ ବଦଳରେ ଏଣିକି ରହିବେ ୨ ଜଣ ଡିସିପି । ଭୁବନେଶ୍ୱରକୁ ୨ଟି ସହରାଞ୍ଚଳ ପୋଲିସ ଜିଲ୍ଲାରେ ଭାଗ କରାଯିବ । ପ୍ରତି ପୋଲିସ ଜିଲ୍ଲା ଦାୟିତ୍ୱରେ ଜଣେ ଲେଖାଏଁ ଡିସିପି ରହିବେ । ଏହା ସହ ପ୍ରତି ଡିସିପିଙ୍କ…
Read More...

ପ୍ରବାସୀ ଓଡ଼ିଆ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ୍ ) ଓଡିଶା ବାହାରେ ସାରା ବିଶ୍ୱରେ ରହୁଥିବା ଓଡିଆ ମାନଙ୍କର ତୁଙ୍ଗ ସଂଗଠନ ଅସୀମ ଓଡିଶା ପ୍ରବାସୀ ଓଡିଆଙ୍କ ତରଫରୁ ଚଳିତ ବିଧାନହଭାରେ ନିର୍ବାଚିତ ବିଧାୟକ ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଚଳିତ…
Read More...

ଲଘୁଚାପ ପ୍ରଭାବରେ କଲି ଠାରୁ ବର୍ଷା

ଭୁବନେଶ୍ୱର, ୧୭ା୭(ଓଡ଼ିଆ ନ୍ୟୁଜ୍) ବଙ୍ଗୋପସାଗରରେ ଘୃର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୦ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୦ଜିଲ୍ଲାଗୁଡ଼ିକ…
Read More...

ମୁମ୍ବାଇରେ କୋଠା ଭୁଶୁଡି ବହୁ ଆହତ

ମୁମ୍ବାଇ,(ଓଡ଼ିଆ ନ୍ୟୁଜ୍) ମାୟାନଗରୀ ମୁମ୍ବାଇର ଡୋଙ୍ଗରୀ ଅଞ୍ଚଳରେ ଏକ ୪ ମହଲା ବିଶିଷ୍ଠ କୋଠା ଭୁଶୁଡିପଡିଛି । ଏହି ଘଟଣାରେ ପ୍ରାୟ ୪୦ରୁ ୫୦ ଲୋକ ତଳେ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି । ଖବର ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ଓ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ…
Read More...