banner
Breaking

ଭୁବନେଶ୍ୱରରେ ରାଷ୍ଟ୍ରପତି

0

ଗଞ୍ଜାମ, ୨୮ା୯(ଓଡ଼ିଆ ନ୍ୟୁଜ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ସେ ଗୋପାଳବନ୍ଧ ଏହାର ଡିଫେନସ କଲେଜ ଯାଇ ୨୫ବର୍ଷ ପୂର୍ତ୍ତ ଅବସରରେ କଲର୍ସ ପୁରସ୍କାର ପ୍ରଦାନ କରିଛନ୍ତି । କର୍ପସ ଅଫ AAD ତରଫରୁ ପୁରସ୍କାର ଗ୍ରହଣ କଲା AADS। ରାଷ୍ଟ୍ରପତି କହିଛନ୍ତି ସୁରକ୍ଷା ପାଇଁ ବିଶେଷ ଅବଦାନ କ୍ଷେତ୍ରରେ ରେଜିମେଣ୍ଟକୁ ଏହି ସମ୍ମାନ ଦିଆଯାଇ । ଏହାଛଡ଼ା ସେ ପୁରସ୍କାର ପ୍ରଦାନ କରି ସନ୍ତୋଶ ପ୍ରକାଶ କରିଛନ୍ତି । ତାଙ୍କ ଅଭିଭାଷଣରେ ଭାରତୀୟ ସେନାର ଗୌରବ ବଖାଣିଛନ୍ତି । ଏକତା, ଅଖଣ୍ଡତାଓ ସାର୍ବଭୌମତ୍ୱ ପାଇଁ ଅବଦାନକୁ ପ୍ରଶଂସା କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.