banner
Breaking

୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି

14

ଭୁବନେଶ୍ୱର,: ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡରେ କାର୍ଯ୍ୟରତ ବିଏମସି ସଫେଇ କର୍ମଚାରୀ ମାନଙ୍କୁ ଏକ ନିଆରା ଢଙ୍ଗରେ ପୂଜାଭେଟି ଦେଇଛନ୍ତି କର୍ପୋରେଟର ଜୟନ୍ତୀ ସାହୁ । ଆଜି ୧୨ ନମ୍ବର ୱାର୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ନୂତନ ବସ୍ତ୍ର ଓ ମିଠା ପ୍ୟାକେଟ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ ଭୁବନେଶ୍ୱରକୁ ସ୍ୱଚ୍ଛ ସୁନ୍ଦର ରଖିବାରେ ବିଏମସି ସଫେଇ କର୍ମଚାରୀଙ୍କ ଭୂମିକା ଅତୁଳନୀୟ । ଖରା, ବର୍ଷା, ଶୀତ, କାକରକୁ ଖାତିରି ନକରି କିମ୍ବା କରୋନା ଭଳି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକ ମାନଙ୍କୁ ସେବା ଯୋଗାଇ ଦେଉଥିବା ସଫେଇ କର୍ମଚାରୀ ହେଉଛନ୍ତି ପ୍ରକୃତ ସମାଜସେବୀ । ସମ୍ମାନିତ ଅତିଥି ଭାବେ ମେୟର ସୁଲୋଚନା ଦାସ, ଯୋଗଦେଇ କର୍ପୋରେଟରଙ୍କର ଏଭଳି ନିଆରା ପଦକ୍ଷେପକୁ ପ୍ରଶଂସା କରିବା ସହିତ କହିଥିଲେ ଆଗାମୀ ଦିନରେ ଏହି ସମ୍ବର୍ଦ୍ଧନା ଆମ କର୍ମଚାରୀ ମାନଙ୍କୁ ଅଧିକ କାମ କରିବା ପାଇଁ ପ୍ରେରଣା ଯୋଗାଇବ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ମୁରବୀ ଜନକର ସାହୁ, କର୍ପୋରେଟର ଜୟନ୍ତୀ ସାହୁ, ବିଏମସି ସହକାରୀ କମିଶନର ବାବୁଲା ଦଳେଇ,ଉତ୍ତର ଜୋନର ଡେପୁଟି କମିଶନର ମନ୍ମଥ କୁମାର ନାୟକ, ନିର୍ବାହୀ ଯନ୍ତ୍ରୀ ମନୋଜ ମହାପାତ୍ର, ସହକାରୀ ଯନ୍ତ୍ରୀ ଶ୍ରୀକାନ୍ତ ଆଚାର୍ଯ୍ୟ, ଓାର୍ଡ ଅଧିକାରୀ ଅରୁଣ କୁମାର ସାହୁ, ସାନିଟାରୀ ଇନ୍ସପେକ୍ଟର ପୂର୍ଣ୍ଣ୍ୟଶୋଳ୍କ ଶତପଥୀ, ଯୁବନେତା ପ୍ରଶନ୍ନ କୁମାର ସାହୁ ପ୍ରମୁଖ ଯୋଗଦେଇ ସଫେଇ କର୍ମଚାରୀଙ୍କୁ ଶାଢୀ, ପ୍ୟାଣ୍ଟସାର୍ଟ କପଡା ଓ ମିଠା ପ୍ୟାକେଟ ବଣ୍ଟନ କରିଥିଲେ । ଏହି ଅବସରରେ ସମାଜ ସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପ୍ରତିଷ୍ଠିତ ସମାଜସେବୀ ଓ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଆଇନଜୀବୀ ସମରେନ୍ଦ୍ର ସାହୁ ସଭାପତିତ୍ୱ କରିଥିବା ବେଳେ ବାବୁ ଭାଇ ଟିମର ସଦସ୍ୟମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ସୁପରଭାରଜର ଓ ସ୍ୱଚ୍ଛ ସାଥୀମାନେ ଉପସ୍ଥିତ ଥିଲେ ।

Khansweb Solution Bhubaneswar
14 Comments
  1. sprunkig says

    Sprunki Incredibox takes music creation to another level with its fresh beats and intuitive design. It’s like Incredibox got a creative upgrade. Check it out: Sprunki Incredibox

  2. xoplay says

    That’s a really interesting point about game accessibility! Seeing platforms like xoplay expand in Southeast Asia shows how important smooth registration & security are for wider adoption, right? Great analysis! 🎮

  3. 987ph says

    RTP analysis is fascinating – seeing how ‘swerte’ translates into actual payouts! Platforms like 987ph login are really focusing on user experience with those local payment options – GCash & PayMaya are key! Great stuff.

  4. jljlphlogin says

    Interesting take on handicapping! Understanding the fundamentals – like secure accounts & fund management – is HUGE. I’m checking out resources like jljl33 login to sharpen my skills before the next race. Solid analysis!

  5. kkwinslotapk says

    KkwinSlotAPK? Slot terus! Tapi lumayan buat iseng-iseng. Mudah-mudahan dapet scatter banyak! kkwinslotapk

  6. aaaaphcasino says

    Hey casino lovers! Anyone tried aaaaphcasino yet? Thinking of throwing some chips down and seeing if lady luck’s on my side. Wish me luck! aaaaphcasino

  7. okbet168 says

    Okbet168… sounds familiar. Are they good for sports betting? What are the odds like? Always on the lookout for a good place to bet on the games. Checking out okbet168!

  8. Anonymous says

    nOjFmxLvessFdyLVySmmkEZp

  9. 1gomsv388 says

    1gomsv388 is where it’s at for online sabong wagering! They have a great selection of matches, and the odds are competitive. Highly recommended for a great sabong betting experience! Good luck! 1gomsv388

  10. Anonymous says

    sHQDvfWMuFDFgaus

  11. kim88app says

    Downloaded the kim88app. It’s okay and very smooth. It is very colorful and vibrant, check it out ! It is good for killing time. kim88app

  12. uiivmobuf says

    Casinos have devised complicated welcome bonuses and loyalty programmes to attract gamblers and keep them playing, it’s time to walk away. Rizk Casino is one of the most popular online casinos in the world, in truth. The Austrian side has scored a ridiculous 55 goals in their 12 competitive games this season and thrashed Genk 6-2 in their Champions League opener a few weeks back, with the usual casino slot sound effects (heres looking at you. Then maybe you enjoy playing superhero pokies AU online, whether its mobile. Hi Alan and thank you for asking. I have often wondered about this myself and I have to admit, I don know the answer. However, I can try and find out. As we are spending the summer season aboard our yacht in the Netherlands, it will have to wait until our return at the end of the season, probably by the en of october. I won´t forget, but feel free to remind me if you think it takes too long 😀
    https://sugar888slot.com/nv-casino-review-een-nieuw-paradijs-voor-nederlandse-casino-fans/
    Meer genieten van new online slots? Haal met deze tips meer uit je sessie op de gokkast:  Dit is slechts een demo en het is gratis om met deze gokkast op deze site te spelen. Er wordt geen echt geld gebruikt. Deze website wordt beheerd door Antwerp Gaming Club N.V. met maatschappelijke zetel te 1853 Grimbergen, Romeinsesteenweg 592.Het officiële nummer van de vergunning is B+5652. Sugar Rush 1000 is een weerzien met dezelfde (bonus) features als het origineel. Ze smaken alleen nét wat beter, aangezien de uitbetalingen flink zijn opgepimpt. We lopen alle speciale features in dit deel van de Sugar Rush 1000 slot review even kort met je door: Sugar Rush door Pragmatic Play Het bonusspel van Sugar Rush bestaat uit twee opwindende functies: de multiplier spots feature en de free spins feature. De Multiplier Spots feature voegt vermenigvuldigers toe aan posities op het grid, terwijl de Free Spins feature spelers beloont met gratis spins en groeiende vermenigvuldigers voor potentieel lucratieve overwinningen.

Leave A Reply

Your email address will not be published.