ଭୁବନେଶ୍ୱର : ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ହାଓ୍ବଡାରୁ ପୁରୀ ଅଭିମୁଖେ ଗଡିଛି ‘ବନ୍ଦେ ଭାରତ ଏକ୍ସପ୍ରେସ୍’। ହାଓ୍ବଡ଼ା ଷ୍ଟେଶନରୁ ସକାଳୁ ବାହାରି ଭୁବନେଶ୍ୱର ହୋଇ ପୁରୀରେ ପହଞ୍ଚି ଥିଲା। ସେଠାରେ କିଛି ସମୟ ରହଣି ପରେ ପୁଣି ବାହାରି ହାଓ୍ବଡା ଠାରେ ରାତି ୮,୩୫ ରେ ପହଞ୍ଚିବ। ଏହି ବନ୍ଦେ ଭାରତ ଟ୍ରେନ୍ରେ ୧୬ଟି ବଗି ସଂଯୋଗ କରାଯାଇଥିଲା।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
